ETV Bharat / bharat

MSME ପାଇଁ ବଜେଟରେ ବଡ ଘୋଷଣା, ବଢ଼ିବ କ୍ରେଡିଟ ଗ୍ୟାରେଣ୍ଟି - UNION BUDGET 2025

ଏମଏସଏମଇ କ୍ଷେତ୍ରରେ କେନ୍ଦ୍ର ବଜେଟରେ ବଡ ଘୋଷଣା । ଏମଏସଏମଇ(MSME) ପାଇଁ ନୂଆ ବର୍ଗୀକରଣ ମାନଦଣ୍ଡ ତିଆରି ହେବ । ନିବେଶ ସୀମା ଅଢ଼େଇ ଗୁଣ କରାଯିବ ।

Budget 2025
Budget 2025 (ETV Bharat)
author img

By ETV Bharat Odisha Team

Published : Feb 1, 2025, 12:47 PM IST

Updated : Feb 1, 2025, 12:57 PM IST

ନୂଆଦିଲ୍ଲୀ: ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଏମଏସଏମଇ କ୍ଷେତ୍ରକୁ ଆଗକୁ ବଢାଇବା ପାଇଁ ବଜେଟରେ ବଡ ଘୋଷଣା କରାଯାଇଛି । ଏମଏସଏମଇ ସେକ୍ଟରରେ କ୍ରେଡିଟ କଭରକୁ ବୃଦ୍ଧି କରାଯିବ । ମିଡିଆ ରିପୋର୍ଟ ଅନୁସାରେ ଏହାଦ୍ବାରା 20 କୋଟି ଟଙ୍କା ଋଣର ପ୍ରାବଧାନ ରହିବ । ଏମଏସଏମଇ ବର୍ଗୀକରଣ ପାଇଁ ଟର୍ଣ୍ଣଓଭର ସୀମା ଦୁଇଗୁଣ ସୀମା ଦୁଇଗୁଣ କରାଯିବ ।

ରିପୋର୍ଟ ଅନୁସାରେ ଦେଶେ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ଦ୍ୟୋଗୀଙ୍କ ସଂଖ୍ୟା ଏକ କୋଟି ରହିଛି । ଏହି କ୍ଷେତ୍ରେ 5 କୋଟିରୁ ଅଧିକ ଲୋକେ ଯୋଡି ହୋଇଛନ୍ତି । ଏହା ଭାରତକୁ ଦୁନିଆରେ ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରରେ ଅଗ୍ରଣୀ ଦେଶ ହେବାରେ ସହାୟକ ହେବ । ଏମଏସଏମଇ 45 ପ୍ରତିଶତ ଆମଦାନୀର ଭାଗିଦାରୀ ଅଟେ । ଏହା ଦ୍ବାରା କ୍ରେଡିଟ ଗ୍ୟାରେଣ୍ଟି କଭରକୁ ବୃଦ୍ଧି କରାଯାଇ ପାରିବ । ଏମଏସଏମଇ ମନ୍ତ୍ରାଳୟ ଦେଶକୁ ଆତ୍ମନିର୍ଭର ହେବା ଦିଗରେ ସାହାଯ୍ୟ କରିବ । ଏହା ଦ୍ବାରା ସୂକ୍ଷ୍ମ ବିନିର୍ମାଣ ଓ ସେବା ଉପକରଣକୁ ବି ଗୁରୁତ୍ବ ଦେବାର ପ୍ରାବଧାନ ରହିଛି ।

Budget 2025
Budget 2025 (ETV Bharat)

ଅପଡେଟ ଜାରି ରହିଛି..

Last Updated : Feb 1, 2025, 12:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.