ରାଞ୍ଚି ଚିଡିଆଖାନା: ବାଘ ଖୁଆଡକୁ ଖସି ପଡି ଯୁବକ ମୃତ - ରାଞ୍ଚିର ବିର୍ସା ଜୈବିକ ପ୍ରାଣୀ ଉଦ୍ୟାନ
🎬 Watch Now: Feature Video
ଝାଡଖଣ୍ଡ: ରାଞ୍ଚି ଚିଡିଆଖାନାରେ ଲୋମହର୍ଷଣକାରୀ ଘଟଣା । ଜଣେ ଯୁବକ ବାଘ ରହୁଥିବା ଖୁଆଡ ଭିତରକୁ ଖସି ପଡିବାରୁ ତାଙ୍କର ମୃତ୍ୟୁ ହୋଇଛି । ରାଞ୍ଚିର ବିର୍ସା ଜୈବିକ ପ୍ରାଣୀ ଉଦ୍ୟାନରେ ଏହି ଘଟଣା ଘଟିଛି । ମୃତ ଯୁବକର ପରିଚୟ ମିଳିପାରି ନଥିବାବେଳେ ଉଦ୍ୟାନର ସୁରକ୍ଷା ବ୍ୟବସ୍ଥା ନେଇ ଉଠିଛି ପ୍ରଶ୍ନବାଚୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ