ହ୍ରଦରେ ଭାସୁଥିଲା 500,200 ଟଙ୍କିଆ ନୋଟ..ତା ପରେ - ରାଜସ୍ଥାନରେ 200 ଏବଂ 500 ଟଙ୍କାର ନୋଟ
🎬 Watch Now: Feature Video
ରାଜସ୍ଥାନ: ଆଜମେରର ଆନାସାଗର ଜିଲ୍ଲାର ଏକ ହ୍ରଦରେ 500 ଏବଂ 200 ଟଙ୍କିଆ ନୋଟ ଭାସୁଥିଲା । ଏହାକୁ ଦେଖିବା ପରେ କିଛି ଲୋକେ ହ୍ରଦକୁ ଡେଇଁ ଟଙ୍କା ଗୋଟାଇଥିଲେ । ଯିଏ ଯେତେ ପାରିଲା ଟଙ୍କା ଗୋଟାଇ ପକାଇଲା । କୁହାଯାଉଛି ଯେ, କିଛି ଅଜ୍ଞାତ ଲୋକ ହ୍ରଦରେ ଟଙ୍କା ଭରା ବ୍ୟାଗ ଫିଙ୍ଗି ଦେଇଥିଲେ । ଯେଉଁଥିପାଇଁ ସମ୍ପୂର୍ଣ୍ଣ ହ୍ରଦ ଟଙ୍କା ମୟ ହୋଇଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ