ପ୍ରତିଷ୍ଠା ଦିବସର ବିକାଶର ମଞ୍ଜି ପୋତିବା: BJP - କଟକରେ ବିଜେପି ପ୍ରତିଷ୍ଠା ଦିବସ
🎬 Watch Now: Feature Video
କଟକ: ୪୨ ତମ ପ୍ରତିଷ୍ଠା ଦିବସରେ ବିକାଶର ନାରା ଦେଲା ବିଜେପି । ଏହି ଅବସରରେ ବିଜେପି ନେତା ଶ୍ରିତମ ଦାସ କହିଛନ୍ତି, କଟକର ବିକାଶ ପାଇଁ ସର୍ବଦା ଚେଷ୍ଟିତ ଓ ତତ୍ପର ରହିଛି ଭାରତିୟ ଜନତା ପାର୍ଟି । ଦୀର୍ଘ ଦିନ ଧରି କଟକରେ ଯେଉଁ ବିକାଶର ସ୍ରୋତ ଅଧପନ୍ତରିଆ ହୋଇପଡିଛି ତାହା ବିଜେପିର ଗର୍ଜନରେ ହିଁ ପୂର୍ଣ୍ଣ ହେବ । ତେଣୁ, ଏହି ଦିବସ ବିଜେପି ନେତା ଓ କର୍ମୀ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଆହ୍ୱାନ ବୋଲି ସେ କହିଛନ୍ତି । କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ
Last Updated : Feb 3, 2023, 8:22 PM IST