ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ, କଣ ରହିଛି ବୈଜ୍ଞାନିକ ତତ୍ତ୍ୱ ?

By

Published : Oct 25, 2022, 3:51 PM IST

Updated : Feb 3, 2023, 8:30 PM IST

thumbnail

ଭୁବନେଶ୍ବର: ଆଜି ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯ୍ୟପରାଗ (Solar eclipse) । ଆଜି ଅପରାହ୍ନରେ ଚଳିତ ବର୍ଷର ଦ୍ବିତୀୟ ତଥା ଶେଷ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ । ଓଡିଶାରେ କେବଳ ୨୦ ମିନିଟ୍ ପାଇଁ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ । ତେବେ ଦୀପାବଳି ପରଦିନ ବା ଅମାବାସ୍ୟାର ପରଦିନ ପଡୁଥିବାରୁ କଣ ରହିଛି ଏହାର ବୈଜ୍ଞାନିକ ତତ୍ତ୍ବ ଓଡିଶାରେ କେତେ ସମୟ ରହିବ ଆଉ କଣ ଏହାର କୁପ୍ରଭାବ ରହିବ ସେନେଇ ଆସନ୍ତୁ ଜାଣିବା । ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 3, 2023, 8:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.