thumbnail

By

Published : Oct 2, 2022, 10:28 PM IST

Updated : Feb 3, 2023, 8:28 PM IST

ETV Bharat / Videos

ମହାମାୟାଙ୍କ ମହାସପ୍ତମୀ, ଜାଣନ୍ତୁ କାହିଁକି କରାଯାଏ ନଦୀ କୂଳରେ ଘଟ ପୂଜା

କଟକ: ଆଜି ହେଉଛି ପବିତ୍ର ସପ୍ତମୀ ପୂଜା । ଏହି ପୂଜାରେ ନଦୀକୂଳରେ ଘଟପୂଜା କରାଯାଇ ମା'ଙ୍କୁ ଆବାହାନ କରାଯିବାର ରହିଛି ପରମ୍ପରା । ତେବେ କାହିଁକି ହୁଏ ନବପତ୍ରିକା ପୂଜା ଏନେଇ ଶୁଣନ୍ତୁ କଣ କହୁଛନ୍ତି ପୂଜକ ପଣ୍ଡିତ ହିମାଂଶୁ ଭୂଷଣ ରଥଶର୍ମା । ଇଟିଭି ଭାରତ, କଟକ
Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.