Panchayat Result: ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟର ପ୍ରତିଫଳନ କହିଲେ ଭଗବାନ ମାଝୀ

By

Published : Feb 27, 2022, 4:29 PM IST

Updated : Feb 3, 2023, 8:18 PM IST

thumbnail
ନବରଙ୍ଗପୁର: ଚାଲିଛି ପଞ୍ଚାୟତ ନିର୍ବାଚନ ଭୋଟ ଗଣତି । ସାରା ରାଜ୍ୟରେ ନବୀନ ସୁନାମିରେ ବିରୋଧୀ ପୁରା ସଫା ହୋଇଯିବା ସ୍ଥିତିରେ । ପୂର୍ବରୁ ପଶ୍ଚିମ ଉପକୂଳରୁ ଉପାନ୍ତ ସବୁଠି ବିଜେଡି ନିଜ ବିଜୟ ଉତ୍ସବ ମନାଇବାକୁ ପ୍ରସ୍ତୁତ ହେଉଛି । ଏହି ପରିପ୍ରେକ୍ଷୀରେ ନିର୍ବାଚନ ଫଳାଫଳ ଓ ଦକ୍ଷିଣ ଓଡିଶାରେ ବିଜେଡିର ସ୍ଥିତି ସମ୍ପର୍କରେ ଅଧିକ ଆଲୋଚନା କରିବା ପାଇଁ ଆମେ ଭେଟିଥିଲୁ ଦକ୍ଷିଣ ଓଡିଶାର ଅନ୍ୟତମ ପୁରୁଖା ରାଜନେତା ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେଡିର ବରିଷ୍ଠ ନେତା ପ୍ରଦୀପ ମାଝୀଙ୍କ ପିତା ଭଗବାନ ମାଝୀଙ୍କୁ । ସାକ୍ଷାତକାର ତପନ ବିଷୋୟୀ...ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର
Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.