ETV Bharat / sukhibhava

କେମିତି କଟିବ ଆପଣଙ୍କ ଚଳିତ ସପ୍ତାହ ? ନଜର ପକାନ୍ତୁ ସାପ୍ତାହିକ ରାଶିଫଳ ଉପରେ

କେମିତି କଟିବ ଏଥରର ସପ୍ତାହ ? କଣ ଘଟିବ ଆପଣ ସହ? ଜାଣିବା ପାଇଁ ପଢନ୍ତୁ ଇଟିଭି ଭାରତ ଓଡ଼ିଆର ସାପ୍ତାହିକ ରାଶିଫଳ । ଅଧିକ ପଢନ୍ତୁ

weekly horoscope
weekly horoscope
author img

By ETV Bharat Odisha Team

Published : Oct 8, 2023, 6:24 AM IST

ମେଷ: ପରିବାରରେ କିଛି ଆନନ୍ଦ ଉତ୍ସବ ପାଳିତ ହେବ। ସମସ୍ତେ ଏକତ୍ର ଭାବେ ଉପଭୋଗ କରିବେ। ଚାକିରୀ କରୁଥିବା ଲୋକମାନଙ୍କ ପାଇଁ ଏହି ସପ୍ତାହ ଉତଥାନ ଓ ପତନରେ ପରିପୂର୍ଣ୍ଣ ହେବ। କାମକୁ ନେଇ ଆପଣ ଅଧିକରୁ ଅଧିକ ବ୍ୟସ୍ତ ରହିବେ। ବ୍ୟବସାୟ କରୁଥିବା ଲୋକମାନେ ଅର୍ଥ ନିବେଶ କରିବା ଦ୍ଵାରା ହଠାତ କିଛି ବଡ ଲାଭ ପାଇବେ। ଯାହା ଦ୍ଵାରା ଆପଣ ନିଜର ବ୍ୟବସାୟକୁ ଆଗକୁ ନେବା ପାଇଁ ସଫଳ ହେବେ କିନ୍ତୁ ସହଭାଗୀଙ୍କ ସହିତ ଆପଣଙ୍କର ବୁଝାମଣା ଖରାପ ହେବାର ସମ୍ଭାବନା ଅଛି। ବିବାହିତ ଲୋକମାନେ ସେମାନଙ୍କର ସାଥୀଙ୍କ ଆଚରଣରେ ପରିବର୍ତ୍ତନ ହେବା କାରଣରୁ ଗୃହସ୍ଥ ଜୀବନରେ ସମସ୍ୟାଗୁଡ଼ିକର ସମ୍ମୁଖୀନ ହେବାର ସମ୍ଭାବନା ଅଛି। ଆପଣଙ୍କ ଜୀବନସାଥୀ କ୍ରୋଧିତ ହୋଇପାରନ୍ତି ଏବଂ ଆପଣଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରିବାର ସମ୍ଭାବନା ଅଛି। ପ୍ରେମ ଜୀବନରେ ସମୟ ରୋମାଞ୍ଚ ଓ ଆନନ୍ଦରେ ପରିପୂର୍ଣ୍ଣ ହେବ। ବିଦ୍ୟାର୍ଥୀମାନଙ୍କ ପାଇଁ ମଧ୍ୟ ଏହି ସପ୍ତାହ ଅନୁକୂଳ ହେବ। ଆପଣ ଉଭୟେ ଅଧ୍ୟୟନ କରିବା ସହିତ ମଜା କରିବେ। ଭ୍ରମଣ ପାଇଁ ସପ୍ତାହର ପ୍ରଥମ ତିନି ଦିନ ଶୁଭ ହେବ ।

ବୃଷ: ସପ୍ତାହର ଆରମ୍ଭରେ ଆପଣ କିଛି ନିକଟତମ ସ୍ଥାନଗୁଡିକୁ ଭ୍ରମଣରେ ଯିବାର ସମ୍ଭାବନା ଅଛି। ଘରର ସୁନ୍ଦରତାକୁ ଆହୁରି ବଢାଇବା ପାଇଁ ଆପଣ ବହୁତ ଉଦ୍ୟମ କରିବା ସହିତ ପ୍ରଚୁର ଅର୍ଥ ଖର୍ଚ୍ଚ କରିବେ। ଘରୋଇ ଖର୍ଚ୍ଚ ବାବଦରେ ଆପଣ ପ୍ରଚୁର ଅର୍ଥ ବ୍ୟୟ କରିବେ, ତଥାପି ଆପଣ ଏହା ଦ୍ଵାରା ଆନନ୍ଦିତ ହେବେ । ଚାକିରୀ କ୍ଷେତ୍ରରେ ଆପଣଙ୍କର ସ୍ଥିତି ଦୃଢ ହେବ ଏବଂ କଠିନ ପରିଶ୍ରମ ଦ୍ଵାରା ଆପଣ ପୁରସ୍କୃତ ହେବେ। ବ୍ୟବସାୟ କରୁଥିବା ଲୋକମାନଙ୍କ ପାଇଁ ସମୟ ଉତଥାନ ଓ ପତନରେ ପରିପୂର୍ଣ୍ଣ ହେବ । ଆପଣଙ୍କ ଜୀବନସାଥୀଙ୍କ ସ୍ୱାସ୍ଥ୍ୟହାନୀ ହେବାର ସମ୍ଭାବନା ଅଛି ଏବଂ ତାଙ୍କ ସହିତ ଆପଣଙ୍କର ସମ୍ପର୍କ ମଧ୍ୟ ପ୍ରଭାବିତ ହୋଇପାରେ, ତେଣୁ ସତର୍କ ରୁହନ୍ତୁ । ବ୍ୟକ୍ତିଗତ ଜୀବନରେ ନିଜର ପ୍ରିୟତମ/ପ୍ରିୟତମାଙ୍କ ସହିତ ଆପଣଙ୍କର ସମ୍ପର୍କ ପୂର୍ବାପେକ୍ଷା ଆହୁରି ଦୃଢ ହେବ। ବିଦ୍ୟାର୍ଥୀମାନଙ୍କ ପାଇଁ ସମୟ ଅନୁକୂଳ ହେବ। ଆପଣଙ୍କ ଧ୍ୟାନ ଲଗାଇବାର କ୍ଷମତା ବୃଦ୍ଧି ପାଇବ ଏବଂ ଆପଣଙ୍କର ସ୍ମୃତିଶକ୍ତି ମଧ୍ୟ କ୍ରମଶଃ ପ୍ରଖର ହେବ।

ମିଥୁନ: ଏହି ସପ୍ତାହରେ ଆପଣଙ୍କ ପରିବାରରେ ଆନନ୍ଦର ବାତାବରଣ ଦେଖାଦେବ । ପରିବାର ସଦସ୍ୟମାନଙ୍କ ଠାରୁ ଅଧିକରୁ ଅଧିକ ସହଯୋଗ ପାଇବା ସହିତ ଘରର ବାତାବରଣରେ ପରିବର୍ତ୍ତନ ହେବ ଏବଂ ପ୍ରତ୍ୟେକ ଜଣ ପରସ୍ପର ପ୍ରତି ସ୍ନେହପୂର୍ଣ୍ଣ ଆଚରଣ କରୁଥିବା ଦେଖିବାକୁ ମିଳିବ। ଆପଣ ବନ୍ଧୁମାନଙ୍କ ଠାରୁ ମଧ୍ୟ ଉତ୍ତମ ସହଯୋଗ ପାଇବେ। ଏକ ନିର୍ଦ୍ଦିଷ୍ଟ ବନ୍ଧୁଙ୍କ ପ୍ରତି ଆପଣଙ୍କ ହୃଦୟ ଢଳିବାର ସମ୍ଭାବନା ଅଛି। ପ୍ରେମ ଜୀବନ ପାଇଁ ଏହି ସମୟ ଦୁର୍ବଳ ରହିବ। ଝଗଡା ହେବାର ସମ୍ଭାବନା ଦେଖାଦେଇପାରେ। ବିବାହିତ ଲୋକମାନଙ୍କର ଗୃହସ୍ଥ ଜୀବନ ମଧ୍ୟ ସାମାନ୍ୟ ଚାପଗ୍ରସ୍ତ ହେବାର ସମ୍ଭାବନା ଅଛି କିନ୍ତୁ ଜୀବନସାଥୀ କିଛି ବଡ ଆକାରରେ ଲାଭ ପାଇପାରନ୍ତି। ବ୍ୟବସାୟ ପାଇଁ ସମୟ ଅନୁକୂଳ ଅଟେ। ଆପଣ ସଫଳ ହେବେ। ଚାକିରୀ କ୍ଷେତ୍ରରେ କିଛି ଅସୁବିଧା ସହିତ ଆପଣ ଆଗକୁ ବଢିବେ। ସ୍ଵାସ୍ଥ୍ୟରେ ଉନ୍ନତି ଓ ଅବନତି ଲାଗି ରହିବ। ଖାଦ୍ୟାଭ୍ୟାସ ଉପରେ ଧ୍ୟାନ ଦେବା ଏକ ଜରୁରୀ କାମ ହେବ। ସପ୍ତାହର ଆରମ୍ଭ ଦିନରୁ ମଧ୍ୟ ଭାଗର ଦିନ ପର୍ଯ୍ୟନ୍ତ ସମୟ ଭ୍ରମଣ ପାଇଁ ଶୁଭ ହେବ। ଶିକ୍ଷା କ୍ଷେତ୍ରରେ କିଛି ସମସ୍ୟା ଦେଖାଦେବାର ସମ୍ଭାବନା ଅଛି।

କର୍କଟ: ସପ୍ତାହର ଆରମ୍ଭ ଦିନଗୁଡିକରେ ଆପଣଙ୍କର ମନ ଅତ୍ୟନ୍ତ ଆବେଗପୂର୍ଣ୍ଣ ହେବ ଏବଂ ଏପରିକି ଆପଣ ନିଜର ପ୍ରିୟଜନମାନଙ୍କୁ ମନେପକାଇ ଲୁହ ଗଡାଇ ପାରନ୍ତି । ଜୀବନସାଥୀଙ୍କ ପ୍ରତି ଆପଣଙ୍କର ଏକ ଭାବପ୍ରବଣ ମନୋଭାବ ରହିବା ସହିତ ତାଙ୍କ ପାଇଁ ଆପଣଙ୍କର ସହାନୁଭୁତି ରହିବ । ପରିବାରରେ ଆପଣଙ୍କ ମା’ଙ୍କର ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି । ଆପଣ ଭାଇଭଉଣୀମାନଙ୍କର ସହଯୋଗ ପାଇବେ। ଆପଣଙ୍କର ଭଲ ଆୟ ମଧ୍ୟ ହେବ। ଚାକିରୀ ଅବସ୍ଥା ପୂର୍ବ ଭଳି ଦୃଢ ରହିବ । ବ୍ୟବସାୟ ପାଇଁ ମଧ୍ୟ ସମୟ ଅନୁକୂଳ ହେବ । କଠିନ ପରିଶ୍ରମ କରିବା ଜାରି ରଖନ୍ତୁ, ଆପଣ ନିଶ୍ଚିତ ରୂପେ ସଫଳ ହେବେ । ଆପଣଙ୍କ ଠାରେ ଅତୁଳନୀୟ ଆତ୍ମବିଶ୍ଵାସ ଦେଖିବାକୁ ମିଳିବ, ଯାହା ଦ୍ଵାରା ଆପଣ ଲାଭବାନ ହେବେ । ନିଜର ବୁଦ୍ଧିମତା ଦ୍ଵାରା ଆପଣ ଆପଣଙ୍କର ପ୍ରିୟତମ/ପ୍ରିୟତମାଙ୍କ ପାଇଁ କିଛି ନୂଆ କଥା ଯୋଜନା କରିପାରନ୍ତି ଏବଂ ସେ ଆପଣଙ୍କ ପାଇଁ କେତେ ମୂଲ୍ୟବାନ, ତାହା ଆପଣ ଜଣାଇବେ । ବିଦ୍ୟାର୍ଥୀମାନଙ୍କ ପାଇଁ କିଛି ନୂଆ ଲୋକଙ୍କର ସାହାଯ୍ୟ ଆବଶ୍ୟକ ହେବ, ଯେଉଁମାନେ ତାଙ୍କୁ ତାଙ୍କର ପାଠ୍ୟଖସଡାକୁ ସଂପୂର୍ଣ୍ଣ କରିବାରେ ସାହାଯ୍ୟ କରିବାର ସମ୍ଭାବନା ଅଛି ।

ସିଂହ: ଆପଣ କିଛି କଥାକୁ ନେଇ ଅତ୍ୟନ୍ତ ଚାପଗ୍ରସ୍ତ ହେବାର ସମ୍ଭାବନା ଅଛି, ଯାହା ଦ୍ଵାରା ଆପଙ୍କର ସ୍ୱାସ୍ଥ୍ୟ ମଧ୍ୟ ପ୍ରଭାବିତ ହୋଇପାରେ। ଯଦି ଭ୍ରମଣ କରିବା ଆବଶ୍ୟକ ହୁଏ, ତେବେ ସପ୍ତାହର ଅନ୍ତିମ ଦିନ ଏହି କାର୍ଯ୍ୟ ପାଇଁ ଶୁଭ ହେବ। ଏକତ୍ର କାମ କରୁଥିବା ଲୋକମାନଙ୍କ ଠାରେ ପରସ୍ପରକୁ ସଂପୂର୍ଣ୍ଣ ସହଯୋଗ କରିବା ମନୋଭାବ ଦେଖିବାକୁ ମିଳିବ ଏବଂ ଆପଣ ଲାଭବାନ ହେବେ । ଯଦି ଆପଣ ଜଣେ କ୍ରୀଡାବିତ, ତେବେ ଏହି ସପ୍ତାହରେ ଆପଣ ସର୍ବୋଚ୍ଚ ଶିଖରରେ ପହଞ୍ଚିବାର ସମ୍ଭାବନା ଅଛି । ଆୟରେ ଉନ୍ନତି ଦେଖାଦେବ, ଖର୍ଚ୍ଚ ପୂର୍ବ ଭଳି ସାମାନ୍ୟ ରହିବ । ବୈବାହିକ ଜୀବନରେ ଭରପୁର ପ୍ରେମ ଓ ରୋମାଞ୍ଚ ଦେଖିବାକୁ ମିଳିବ। ଆପଣ ବନ୍ଧୁମାନଙ୍କର ସହଯୋଗ ପାଇବେ। ଆପଣ ନିଜର ସାଥୀଙ୍କୁ ମନକଥା କହିବାର ସମ୍ଭାବନା ଅଛି। ଚାକିରି କରୁଥିବା ଲୋକମାନେ ସେମାନଙ୍କ କାମରେ ଅତ୍ୟନ୍ତ ଦୃଢ ହେବେ । ଆପଣଙ୍କର ନିଷ୍ଠା ଓ ଦକ୍ଷତା ଆପଣଙ୍କୁ ଆଗକୁ ନେବ । ଯଦି ଆପଣ ଜଣେ ବିଦ୍ୟାର୍ଥୀ ତେବେ ସପ୍ତାହର ଆରମ୍ଭ ଦିନଗୁଡିକରୁ ମଧ୍ୟ ଭାଗ ପର୍ଯ୍ୟନ୍ତ ସମୟ ଅତ୍ୟନ୍ତ ଅନୁକୂଳ ହେବ । ଏହି ସମୟରେ ଆପଣ ନିଜ ମନକୁ ଅଧ୍ୟୟନ କରିବା କାର୍ଯ୍ୟକୁ ଉପଭୋଗ କରିବେ ।

କନ୍ୟା: ଉଦ୍ୟମଗୁଡିକ ସଫଳ ହେବାକୁ ଆରମ୍ଭ କରିବେ ଏବଂ ଆୟ ବୃଦ୍ଧି ହେବ । ସପ୍ତାହର ଆରମ୍ଭ ଦିନଗୁଡିକରେ ଆପଣ କିଛି ବଡ ମାତ୍ରାରେ ଲାଭ ପାଇବାର ସମ୍ଭାବନା ଅଛି । ଆପଣଙ୍କର ଚିନ୍ତା କରିବା ଏବଂ ବୁଝିବା କ୍ଷମତାରେ ଏକ ପରିବର୍ତ୍ତନ ହେବ ଏବଂ ଆପଣ ପ୍ରତ୍ୟେକ କାମକୁ ଅତି ବୁଦ୍ଧିମାନ ଭାବରେ ତୁଲାଇବେ। ଯାହା ଦ୍ଵାରା ବ୍ୟବସାୟରେ ସଫଳ ହେବାର ଅନେକ ଗୁଡିଏ ସୁଯୋଗ ସୃଷ୍ଟି କରିବ ଏବଂ ଆପଣଙ୍କ ବ୍ୟବସାୟରେ ପୂର୍ବରୁ ଲାଗି ରହିଥିବା ମାନ୍ଦାବସ୍ଥାରୁ ବର୍ତ୍ତମାନ ଆପଣ ସଂପୂର୍ଣ୍ଣ ରୂପେ ମୁକ୍ତି ପାଇବେ। ଠିକ ସମୟରେ ଖାଦ୍ୟ ଗ୍ରହଣ କରିବା ମଧ୍ୟ ଜରୁରୀ ଅଟେ। ବିବାହିତ ଲୋକମାନେ ବର୍ତ୍ତମାନ ସେମାନଙ୍କ ବୈବାହିକ ଜୀବନରେ ସୁଖୀ ଥିବା ଜଣା ପଡିବେ। ନିଜର ଜୀବନସାଥୀଙ୍କ ସହିତ ଆପଣଙ୍କର ଉତ୍ତମ ବୁଝାମଣା ରହିବ ଏବଂ ପ୍ରେମ ଜୀବନରେ ଆପଣ ପରସ୍ପରର ଆହୁରି ନିକଟତର ହେବେ। ପୂର୍ବରୁ କରାଯାଇଥିବା ଉଦ୍ୟମ ସଫଳ ହେବ। ଆପଣ ନିଜର ବିରୋଧୀମାନଙ୍କ ଠାରୁ ଅଧିକ କ୍ଷମତାଶାଳୀ ହେବେ ଏବଂ କୌଣସି ଏକ ଦୂର ଜାଗାକୁ ବୁଲି ଯିବା ବିଷୟରେ ଆପଣ ଆପଣଙ୍କର ପ୍ରେମୀ/ପ୍ରେମିକାଙ୍କ ସହିତ କଥା ହେବାର ସମ୍ଭାବନା ଅଛି । ବିଦ୍ୟାର୍ଥୀମାନେ ଅଧ୍ୟୟନ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ।

ତୁଳା: ଆଜି ମନରେ ଦ୍ଵନ୍ଦ୍ଵ ସୃଷ୍ଟି ହେବ, ଯେଉଁ କାରଣରୁ ଆପଣ ନିଷ୍ପତ୍ତି ନେବାରେ ସକ୍ଷମ ହେବେ ନାହିଁ। ଖର୍ଚ୍ଚ ବୃଦ୍ଧି ପାଇବ। ସରକାରୀ ବିଭାଗ ସମ୍ବନ୍ଧିତ କିଛି ନୋଟିସ ଆସିବା କିମ୍ବା ଟିକସ ଦେବା ବାବଦରେ କିଛି କଥା ଶୁଣିବାକୁ ମିଳିବାର ସମ୍ଭାବନା ଅଛି। ବ୍ୟବସାୟ ପାଇଁ ସମୟ ଉତଥାନ ପତନରେ ପରିପୂର୍ଣ୍ଣ ହେବ। ଆପଣ ପସନ୍ଦ କରୁ ନଥିବା କିଛି ଲୋକଙ୍କୁ ଭେଟିବା ପାଇଁ ଆପଣ ବାଧ୍ୟ ହେବେ। ଆପଣ କଠିନ ପରିଶ୍ରମ କରିବେ, ଯାହା ଏହି ସମୟରେ ଲୋକଙ୍କ ପାଇଁ ଦର୍ଶନର କେନ୍ଦ୍ର ବିନ୍ଦୁ ହେବ। ବିବାହିତ ଲୋକମାନେ ସେମାନଙ୍କ ଗୃହସ୍ଥ ଜୀବନରେ ସୁଖ ଅନୁଭବ କରିବେ। ପ୍ରେମ ଜୀବନ ପାଇଁ ମଧ୍ୟ ଏହି ସମୟ ସଂପୂର୍ଣ୍ଣ ରୋମାଞ୍ଚକର ହେବ ଏବଂ ଆପଣମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବ୍ୟବଧାନ ମଧ୍ୟ ବର୍ତ୍ତମାନ ହ୍ରାସ ପାଇବାକୁ ଲାଗିବ। ଆପଣ ବନ୍ଧୁମାନଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ। ସେମାନଙ୍କ ସହାୟତାରେ ଆପଣ ବ୍ୟବସାୟରେ ମଧ୍ୟ ଉନ୍ନତି କରିବେ। ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ବିଦ୍ୟାର୍ଥୀମାନେ ସେମାନଙ୍କ ଅଧ୍ୟୟନ ଉପରେ ଧ୍ୟାନ ଦେବା ଏକ ଅତ୍ୟନ୍ତ ଜରୁରୀ କାମ ହେବା ଆବଶ୍ୟକ।

ବିଛା: ସପ୍ତାହର ଆରମ୍ଭରେ ଆପଣ ଦୂର ଯାତ୍ରା କରିବାର ସମ୍ଭାବନା ଅଛି । ଭାଗ୍ୟ ସଂପୂର୍ଣ୍ଣ ରୂପେ ଆପଣଙ୍କର ସହାୟ ହେବ, ଯେଉଁ କାରଣରୁ ବଡ ବଡ କାମଗୁଡିକ ସମ୍ପନ୍ନ ହେବ ଏବଂ ପଡି ରହିଥିବା କାମଗୁଡିକ ସଂପୂର୍ଣ୍ଣ ହେବା ଦ୍ଵାରା ଆପଣଙ୍କ ଆର୍ଥିକ ଅବସ୍ଥା ମଧ୍ୟ ପୂର୍ବାପେକ୍ଷା ଦୃଢ ହେବ ଏବଂ ଆପଣ ଲାଭବାନ ହେବେ । ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟହାନୀ ହେବାର ସମ୍ଭାବନା ଅଛି, ତେଣୁ ନିଜର ଯତ୍ନ ନିଅନ୍ତୁ । ଚାକିରି କରୁଥିବା ଲୋକମାନେ ସେମାନଙ୍କ କର୍ମକ୍ଷେତ୍ରରେ କାମକୁ ଉପଭୋଗ କରିବେ। ବ୍ୟବସାୟ କରୁଥିବା ଲୋକମାନଙ୍କୁ ସାମାନ୍ୟ ମନଯୋଗୀ ହେବାକୁ ପଡିବ। ଆପଣଙ୍କ ପାଇଁ କିଛି ବାଧା ସୃଷ୍ଟି ହୋଇପାରେ। ବିବାହିତ ଲୋକମାନଙ୍କର ଗୃହସ୍ଥ ଜୀବନ ଅନୁକୂଳତମ ହେବ କିନ୍ତୁ ଆପଣଙ୍କର ବୃତ୍ତିଗତ ଜୀବନ କାରଣରୁ ଆପଣଙ୍କର ଜୀବନସାଥୀ ସାମାନ୍ୟ ଅବହେଳିତ ହେବା ଭଳି ଅନୁଭବ କରିପାରନ୍ତି। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକମାନଙ୍କ ପାଇଁ କମ୍ ବାଧା ରହିବ ଏବଂ ଆପଣ ନିଜ ସମ୍ପର୍କର ଉଷ୍ମତାକୁ ଅନୁଭବ କରିବା ସହିତ ପରସ୍ପର ମଧ୍ୟରେ ହ୍ରାସ ପାଇଥିବା ବ୍ୟବଧାନକୁ ଅନୁଭବ କରିବେ । ଆପଣ ଭବିଷ୍ୟତ ବିଷୟରେ ଆଲୋଚନା କରିବେ । ସ୍ୱାସ୍ଥ୍ୟ ସଂପୂର୍ଣ୍ଣ ରୂପେ ଉନ୍ନତି ଅବନତି ଦେଇ ଗତି କରିବ । ବିଦ୍ୟାର୍ଥୀମାନଙ୍କୁ ଅତ୍ୟଧିକ ଧ୍ୟାନର ସହିତ ଅଧ୍ୟୟନ କରିବାକୁ ପଡିବ ।

ଧନୁ: ମାନସିକ ଚିନ୍ତା ସହିତ ଅର୍ଥ ହାନୀ ହେବାର ସମ୍ଭାବନା ଅଛି କିନ୍ତୁ ସପ୍ତାହ ଯେପରି ଯେପରି ଆଗକୁ ବଢିବ, ସେହିପରି ଆପଣ ଏହି ସମସ୍ତ ସମସ୍ୟାଗୁଡ଼ିକରୁ ମୁକ୍ତି ପାଇବାକୁ ଲାଗିବେ। ଆପଣଙ୍କର ଯେକୌଣସି ପ୍ରକାରର ଇଚ୍ଛା ପୂରଣ ହେବାରେ ବିଳମ୍ବ ହେବ। କାମରେ ଏକ ବାଧା ସୃଷ୍ଟି ହେବାର ସମ୍ଭାବନା ଅଛି କିନ୍ତୁ ସପ୍ତାହର ମଧ୍ୟ ଭାଗରେ ସମୟ ବହୁତ ମାତ୍ରାରେ ଅନୁକୂଳ ହେବ। ଚାକିରୀ ହେଉ କିମ୍ବା ବ୍ୟବସାୟ ହେଉ, ଆପଣ ଉଭୟ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିବେ। ସ୍ଵାସ୍ଥ୍ୟରେ ଉନ୍ନତି ହେବ। ପାକସ୍ଥଳୀରେ ୟନ୍ତ୍ରଣା ହେବ ଏବଂ ଗରମ ଖାଦ୍ୟ ଖାଇବା ଦ୍ଵାରା ଆପଣଙ୍କର କ୍ଷତି ହେବ । ପରସ୍ପର ବୁଝାମଣା ଥିବା ସମ୍ପର୍କରେ ଅଶାନ୍ତି ବୃଦ୍ଧି ପାଇବ, ଯାହା ଆପଣଙ୍କ ସମ୍ପର୍କ ପାଇଁ ଭଲ ହେବ ନାହିଁ । ବିବାହିତ ଲୋକମାନେ ସେମାନଙ୍କ ଗୃହସ୍ଥ ଜୀବନରେ ସନ୍ତୁଷ୍ଟ ଥିବା ଜଣା ପଡିବେ ଏବଂ ସେମାନଙ୍କ ଜୀବନସାଥିଙ୍କ ସହାୟତା କାରଣରୁ ସେମାନେ ନିଜ କ୍ୟାରିଆରରେ ଭଲ ପ୍ରଦର୍ଶନ କରିବେ। ପରିବାର ସହଯୋଗ ମିଳିବ। ସପ୍ତାହର ଆରମ୍ଭ ଦିନଗୁଡିକ ବ୍ୟତୀତ ଅନ୍ୟ ସମୟଗୁଡିକ ଭ୍ରମଣ ପାଇଁ ଶୁଭ ହେବ। ଚାରୁ କଳା ଓ କମର୍ସ ପଢୁଥିବା ବିଦ୍ୟାର୍ଥୀମାନେ ବହୁତ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହେବେ।

ମକର: ଏହି ସପ୍ତାହରେ ଆପଣ ଶୁଭ ଫଳ ପାଇବେ। ଆତ୍ମବିଶ୍ଵାସ ବୃଦ୍ଧି ପାଇବ। ଜୀବନସାଥିଙ୍କ ସହିତ ଯୁକ୍ତିତର୍କ କରିବେ ନାହିଁ ଏବଂ ନିଜ ପରିବାର ଉପରେ ଧ୍ୟାନ ଦେବେ। ଆପଣ ସନ୍ତାନମାନଙ୍କ ପ୍ରତି ଅତ୍ୟନ୍ତ ସକାରାତ୍ମକ ମନୋଭାବ ରଖିବେ। ପ୍ରେମଜୀବନ ପାଇଁ ଏହି ସମୟ ଶୁଭ ହେବ। ଆପଣ ପରସ୍ପରର ନିକଟତର ହେବେ। ଚାକିରୀ କ୍ଷେତ୍ରରେ ଆପଣଙ୍କ ସ୍ଥିତି ପୂର୍ବ ଭଳି ଦୃଢ ରହିବ। ଆପଣଙ୍କର ଦାୟିତ୍ଵ ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି । କିଛି ନୂଆ ଦାୟିତ୍ଵ ମଧ୍ୟ ଗ୍ରହଣ କରିବାର ସମ୍ଭାବନା ଅଛି କିନ୍ତୁ କୌଣସି ପ୍ରକାରର ଷଡଯନ୍ତ୍ର ଠାରୁ ଦୂରେଇ ରୁହନ୍ତୁ ଏବଂ ଅତି ଆତ୍ମବିଶ୍ଵାସୀ ହୁଅନ୍ତୁ ନାହିଁ। ଯାହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। ବ୍ୟବସାୟ ପାଇଁ ସମୟ ଅନୁକୂଳ ହେବ। ଘରେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟହାନୀ ହେବ ଯାହାକି ମାନସିକ ଚାପର କାରଣ ହୋଇପାରେ । ଆପଣଙ୍କ ସ୍ଵାସ୍ଥ୍ୟରେ ଉନ୍ନତି ଅବନତି ଲାଗି ରହିବ । ଭ୍ରମଣ ପାଇଁ ସପ୍ତାହର ଅନ୍ତିମ ଦିନଗୁଡିକ ଶୁଭ ହେବ। ବିଦ୍ୟାର୍ଥୀମାନଙ୍କ ପାଇଁ ସମୟ ଉତଥାନ ପତନରେ ପରିପୂର୍ଣ୍ଣ ହେବ।

କୁମ୍ଭ: ନିଜ ଯୋଜନାଗୁଡିକରେ ସଫଳତା ଲାଭ କରିବା ପାଇଁ ଆପଣଙ୍କୁ ମାନସିକ ଚାପ ଠାରୁ ଦୂରେଇ ରହିବା ସହିତ ନିଜ ଉପରେ ବିଶ୍ଵାସ ରଖିବାକୁ ହେବ । ଚାକିରୀ କ୍ଷେତ୍ରରେ କରାଯାଇଥିବା ଉଦ୍ୟମଗୁଡିକ ସଫଳ ହେବ, ଆପଣ ଗୋଟିଏ ନୂତନ ଚାକିରୀ ପାଇପାରନ୍ତି କିମ୍ବା ବର୍ତ୍ତମାନ କରୁଥିବା ଚାକିରୀକୁ ଆପଣଙ୍କର ବଦଳି ହେବାର ସମ୍ଭାବନା ଅଛି । ବ୍ୟବସାୟ କରୁଥିବା ଲୋକମାନଙ୍କ ପାଇଁ ଏହା ଏକ ସଫଳତାର ସମୟ ହେବ । ବିବାହିତ ଲୋକମାନଙ୍କ ଗୃହସ୍ଥ ଜୀବନର ଗାଡି ଠିକ ରାସ୍ତାକୁ ଆସିଯିବ ଏବଂ ଆପଣଙ୍କ ଆଖିରେ ରୋମାଞ୍ଚର ଏକ ଆଭା ଦେଖିବାକୁ ମିଳିବ । ଆପଣ ଉଭୟ ଏକତ୍ର ସମୟ ବିତାଇବା ପାଇଁ ଚେଷ୍ଟା କରିବେ ଏବଂ ଏହା ଦ୍ଵାରା ଆପଣଙ୍କର ସମ୍ପର୍କ ପୂର୍ବାପେକ୍ଷା ଆହୁରି ସୁନ୍ଦର ହେବ। ସପ୍ତାହର ଆରମ୍ଭ ଦିନଗୁଡିକରେ କିଛି ଅର୍ଥ ବ୍ୟୟ ହେବ ଏବଂ ଆୟ ସାଧାରଣ ହେବ। ଭ୍ରମଣ ପାଇଁ କେବଳ ସପ୍ତାହର ଅନ୍ତିମ ଦିନ ଶୁଭ ଅଟେ। ବିଦ୍ୟାର୍ଥୀମାନେ ଏହି ସପ୍ତାହରେ ମାଧ୍ୟମ ଫଳ ପାଇବେ।

ମୀନ: ଏହି ସପ୍ତାହରେ ଆପଣ ମଧ୍ୟମ ଫଳ ପାଇବେ। ସପ୍ତାହର ଆରମ୍ଭରେ ଆପଣଙ୍କ ଠାରେ ରିସ୍କ ନେବା ଭଳି ସଂପୂର୍ଣ୍ଣ ସ୍ଵଭାବ ଦେଖିବାକୁ ମିଳିବ । ଆପଣ ବ୍ୟବସାୟରେ ନୂଆ ରିସ୍କ ନେବେ ଏବଂ ଏଥିରୁ ଲାଭବାନ ହେବେ । ଆପଣ ସରକାରୀ କାମରେ ମଧ୍ୟ ଯୋଗ ଦେଇ ଲାଭବାନ ହେବାରେ ସକ୍ଷମ ହେବେ। ଚାକିରୀ କରୁଥିବା ଲୋକମାନେ ସେମାନଙ୍କର କାମକୁ ବୁଝିବା ପାଇଁ ଗୋଟିଏ ସୁଯୋଗ ପାଇବେ ଏବଂ ଏହାକୁ ଆଗକୁ ନେବେ । ଆପଣଙ୍କ ପରିଚୟ ଆପଣଙ୍କୁ ବଳ ପ୍ରଦାନ କରିବ । ସ୍ୱାସ୍ଥ୍ୟ ପୂର୍ବ ଭଳି ଦୃଢ ରହିବ । ଆପଣ ଗୁପ୍ତ ଭାବରେ ମଧ୍ୟ କିଛି ଅର୍ଥ ବ୍ୟୟ କରିବେ, ଯାହା ବିଷୟରେ ଆପଣଙ୍କର ପରିବାର ଲୋକେ ଜାଣିବେ ନାହିଁ । ବିବାହିତ ଲୋକମାନେ ସେମାନଙ୍କ ଶ୍ଵଶୁର ଘର ଲୋକଙ୍କୁ ଭେଟି ବହୁତ ଖୁସି ହେବେ । ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକମାନେ ଉତ୍ତମ ପରିଣାମ ଲାଭ କରିବେ। ଭ୍ରମଣ ପାଇଁ ସପ୍ତାହର ଆରମ୍ଭ ଦିନଗୁଡିକ ଶୁଭ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.