ETV Bharat / sukhibhava

କୋରୋନା କାଳରେ ପିଲାଙ୍କ ସ୍କ୍ରିନ ଟାଇମ

author img

By

Published : Jul 26, 2020, 8:15 AM IST

ଅନଲାଇନ୍ କ୍ଲାସ ପିଲାମାନଙ୍କ ଦୃଷ୍ଟିଶକ୍ତି ପାଇଁ ଅତିରିକ୍ତ ସମସ୍ୟା ସୃଷ୍ଟି କରିଛି । ତେଣୁ ପିଲାଙ୍କ ପାଇଁ ଝମକ୍ସରରଦ୍ଭ Screen ସ୍ଥିର କରିବା ଜରୁରୀ ହୋଇପଡିଛି । ଏ ସଂପର୍କରେ ହାଇଦ୍ରାବାଦ ସ୍ଥିତ ଏଲ.ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟର ଚକ୍ଷୁ ବିଶେଷଜ୍ଞ ଡକ୍ଟର ମଂଜୁ ଭାଟେ କହିଛନ୍ତି ଯେ, ପିଲାଙ୍କ ବୟସକୁ ଦେଖି Screen Time ସ୍ଥିର କରାଯିବା ଉଚିତ । ଏଥିସହ ପିଲାମାନଙ୍କ ଠାରେ ସମୀପ ଦୃଷ୍ଟିଦୋଷ ଭଳି ରିଫ୍ରାକଟିଭ୍ ଏରର୍ ରହିଛି କି ନାହିଁ , ତାହା ବି ଦେଖିବାକୁ ପଡିବ ।

କୋରୋନା କାଳରେ ପିଲାଙ୍କ Screen Time
କୋରୋନା କାଳରେ ପିଲାଙ୍କ Screen Time

କୋରୋନା ମହାମାରୀ ଏକାଧିକ ଆହ୍ୱାନ ସୃଷ୍ଟି କରିଛି । ଅଧିକାଂଶ ସମୟ ଆମେ ଘରେ ରହୁଥିବାରୁ ଟିଭି ଓ ମୋବାଇଲ ଅଧିକ ସମୟ ଦେଖିବା ଦ୍ୱାରା ଆମର ଦୃଷ୍ଟିଶକ୍ତି ଉପରେ ଏହାର ପ୍ରଭାବ ପଡୁଛି । ଗତ କିଛି ମାସ ଧରି ଆମେଦିନ ତମାମ ଟିଭି, ମୋବାଇଲ୍ ଓ ଲାପଟପ୍ ଧରି ବସୁଛେ । ଏବେ ପୁଣି ପିଲାମାନଙ୍କ ପାଇଁ ଅନ୍ ଲାଇନ କ୍ଲାସ୍‌ ।

ଅନଲାଇନ୍ କ୍ଲାସ ପିଲାମାନଙ୍କ ଦୃଷ୍ଟିଶକ୍ତି ପାଇଁ ଅତିରିକ୍ତ ସମସ୍ୟା ସୃଷ୍ଟି କରିଛି । ତେଣୁ ପିଲାଙ୍କ ପାଇଁ ଝମକ୍ସରରଦ୍ଭ Screen ସ୍ଥିର କରିବା ଜରୁରୀ ହୋଇପଡିଛି ।

ଏ ସଂପର୍କରେ ହାଇଦ୍ରାବାଦ ସ୍ଥିତ ଏଲ.ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟର ଚକ୍ଷୁ ବିଶେଷଜ୍ଞ ଡକ୍ଟର ମଂଜୁ ଭାଟେ କହିଛନ୍ତି ଯେ, ପିଲାଙ୍କ ବୟସକୁ ଦେଖି Screen Time ସ୍ଥିର କରାଯିବା ଉଚିତ । ଏଥିସହ ପିଲାମାନଙ୍କ ଠାରେ ସମୀପ ଦୃଷ୍ଟିଦୋଷ ଭଳି ରିଫ୍ରାକଟିଭ୍ ଏରର୍ ରହିଛି କି ନାହିଁ , ତାହା ବି ଦେଖିବାକୁ ପଡିବ ।

କୋଭିଡ-୧୯ ମହାମାରୀ ଯୋଗୁଁ ବିଭିନ୍ନ ଶିକ୍ଷା ପ୍ରତିଷ୍ଠାନଗୁଡିକ ଅନ୍‌ଲାଇନ କ୍ଲାସ କରିବାକୁ ବାଧ୍ୟ ହେବେ । ଅନଲାଇନ୍ କ୍ଲାସକୁ ଦୃଷ୍ଟିରେ ରଖି ଏଲ.ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‌ ମାର୍ଗଦର୍ଶିକାର ସୁପାରିଶ କରିଛି । ମାର୍ଗଦର୍ଶିକାର ବିନ୍ଦୁ ଗୁଡିକ ହେଲା –

. ୪ ରୁ ୬ ବର୍ଷ ବୟସ୍କ ଶିଶୁଙ୍କ ପାଇଁ ଅନ୍ତତଃ ଗୋଟିଏ ବ୍ରେକ୍ ସହ ୯୦ ମିନିଟ ଯାଏଁ କ୍ଲାସ୍‌

. ୭ରୁ ୧୨ ବର୍ଷ ବୟସର ପିଲାଙ୍କ ପାଇଁ ତିନି ଚାରି ଘଂଟା କ୍ଲାସ ହୋଇପାରିବା ସର୍ବାଧକ ୨ରୁ ୩ ଥର ବ୍ରେକ୍‌ ନିଆଯାଇପାରେ ।

. ୧୨ରୁ ୧୬ ବର୍ଷ ବୟସର ପିଲାଙ୍କ ପାଇଁ ୬ରୁ ୮ ଘଂଟା କ୍ଲାସ ହୋଇପାରିବ । ଆଉ ଏହି ସମୟ ମଧ୍ୟରେ ୫ରୁ ୬ ଥର ବ୍ରେକ୍ ନିଆଯାଇପାରେ । ପିଲାମାନେ ଏକ ଭଲଭାବେ ଆଲୋକିତ ହୋଇଥିବା ରୁମରେ ପରଦାଠାରୁ ଅନ୍ତତଃ ହାତେ ଛାଡି ଯେପରି ବସିବେ , ତାହା ସୁନିଶ୍ଚିତ କରିବାକୁ ପଡିବ ।

ସୀମିତ ଗ୍ଦମକ୍ସରରଦ୍ଭ ଗ୍ଧସଜ୍ଞର କାହିଁକି ଜରୁରୀ ? ଏ ବାବଦରେ ଡକ୍ଟର ମଂଜୁ କହନ୍ତି ଯେ, ଅଧିକ ସମୟ ମୋବାଇଲ୍ ଓ ଟିଭି ପରଦାରେ ବସିଲେ-

. ପିଲାଙ୍କ ସମୀପ ଦୃଷ୍ଟିଦୋଷ ହେବା ଆଶଙ୍କା ଥାଏ ।

. ମାୟୋପିଆ ଥିଲେ ଏହା ବଢେ ।

. ଚିନ୍ତା ଓ ଚାପ ବଢେ ।

.ସାମାଜିକ ଦକ୍ଷତା ହ୍ରାସ ।

. ବ୍ୟବହାରିକ ବିଶୃଙ୍ଖଳା ।

. ଭଲ ନିଦ ହୁଏ ନାହିଁ ।

ଆଖି ରୋଗରୁ ଦୂରେଇବା ପାଇଁ ଡକ୍ଟର ମଂଜୁଙ୍କ ଟିପ୍ସ

୧. ଯେଉଁ ପିଲାମାନେ ଚଷମା ପିନ୍ଧୁଛନ୍ତି ବା ପିନ୍ଧିବା ପାଇଁ ପରାମର୍ଶ ଦିଆଯାଉଛି, ସେମାନେ ନିୟମିତ ତାହା ବ୍ୟବହାର କରିବା ଦରକାର ।

୨. ଅନଲାଇନ କ୍ଲାସ ବେଳେ ଶିକ୍ଷକ ଓ ବାପାମାଆମାନେ ପିଲାଙ୍କୁ ନିୟମିତ ବ୍ରେକ୍ ଦେବା ଦରକାର । ଏ ନେଇ ୨୦-୨୦-୨୦ ସୂତ୍ର ଉପରେ ଗୁରୁତ୍ୱାରୋପ କରିଛନ୍ତି ଡକ୍ଟର ମଂଜୁଳା । ପ୍ରତି ୨୦ ମିନିଟ୍ ବ୍ୟବଧାନରେ ୨୦ ସେକେଣ୍ଡ ବ୍ରେକ୍ ଓ ୨୦ ମିନିଟ୍ ଦୂରରେ ରହିବା ଦରକାର ।

. ପିଲାଙ୍କ ସାମନାରେ ବାପାମାଆମାନେ ମୋବାଇଲ୍ ଫୋନ୍ ବାରମ୍ବାର ବ୍ୟବହାର କରିବା ଉଚିତ ନୁହେଁ । କେବଳ ଅତି ଦରକାର ଥିଲେ ହିଁ ମୋବାଇଲ୍ ବ୍ୟବହାର କରିବା କଥା ।

. ଘରେ ବୋର୍ଡ ଗେମ୍ ଭଳି ବିଭିନ୍ନ ଆମୋଦପ୍ରମୋଦ କାର୍ଯ୍ୟକଳାପ ଓ ଅନ୍ୟ ଶାରୀରିକ କାର୍ଯ୍ୟକଳାପରେ ପିଲାମାନଙ୍କୁ ବାପାମାଆମାନେ ସଂପୃକ୍ତ କରିବା ଉଚିତ ।

. ବର୍ତମାନ ସ୍ଥିତିରେ କେବଳ ଅତ୍ୟାବଶ୍ୟକ ସ୍କୁଲ୍ ଓ ଶିକ୍ଷା ସଂପର୍କିତ କାର୍ଯ୍ୟକଳାପକୁ ଛାଡି ଦେଲେ ଅନ୍ୟ ସବୁ କାମ ପାଇଁ ସ୍କିନ୍ ଟାଇମ୍ ସୀମିତ କରିବା ଦରକାର ।

. ଅନଲାଇନ କ୍ଲାସ ବେଳେ ପ୍ରୋଟେକଟର୍‌ ବ୍ୟବହାର କରିବା ଦରକାର ।

. ଯଦି ସମ୍ଭବ କ୍ଲାସ ମଝିରେ ଫିଜିକାଲ୍‌ ଆକ୍ଟିଭିଟି ବା ଚଳପ୍ରଚଳ କଲେ ଭଲ ।

. ପିଲାମାନେ ଯେପରି ସ୍ୱାସ୍ଥ୍ୟକର ଓ ସନ୍ତୁଳିତ ଖାଦ୍ୟ ଖାଇବେ, ସେଥିପ୍ରତି ଧ୍ୟାନ ଦେବା ଉଚିତ ।

ପିଲାଙ୍କୁ ବିଭିନ୍ନ ଆଖି ରୋଗରୁ ବଂଚାଇବା ପାଇଁ ମାଆବାପାମାନେ ଉପରୋକ୍ତ ନୀତିନିୟମ କଠୋର ଭାବେ ପାଳନ କରିବାକୁ ହେବ । ଏଥିପାଇଁ ପିଲାଙ୍କୁ ମନାଇବା ସେମାନଙ୍କର ଦାୟିତ୍ୱ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.