ETV Bharat / sukhibhava

Horoscope: ଅଗଷ୍ଟ 18 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By

Published : Aug 18, 2023, 12:00 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope

ମେଷ: ଆଜି ଆପଣଙ୍କ ପ୍ରିୟ ସାଥିଙ୍କ ସହିତ ସମୟ ବିତାଇବେ। ପ୍ରତିବଦ୍ଧତା ହୋଇ କାମ କରିବେ। କୌଣସି କାରଣ ପାଇଁ ଉପରିସ୍ଥ ଅଧିକାରୀମାନେ ଆପଣଙ୍କ ଉପରେ କ୍ରୋଧ କରିପାରନ୍ତି। ତଥାପି ଦିନଟି ଆପଣଙ୍କ ଫୁଲ ଓ ପ୍ରେମ ପତ୍ରରେ ପରିପୂର୍ଣ୍ଣ ରହିବ।

ବୃଷ: ଆଜି ବିଭିନ୍ନ ବୁଦ୍ଧି ମନକୁ ଆସିବ କାରଣ ଆଜି ଆପଣ ସମ୍ପୂର୍ଣ୍ଣ ସୃଜନାତ୍ମକ ମନୋଭାବରେ ରହିବେ। ଆପଣଙ୍କ ବ୍ୟବସାୟ ପ୍ରଖରତା ଆପଣଙ୍କୁ ସମସ୍ୟାଗୁଡିକର ସହଜ ସମାଧାନରେ ସାହାଯ୍ୟ କରିବ। ଅଫିସରେ କୌଣସି ଜଟିଳ ସମସ୍ୟାର ସମାଧାନ କରି ପ୍ରଶଂସିତ ହୋଇପାରନ୍ତି।

ମିଥୁନ: ଆଜି ଆପଣଙ୍କ ଭାବନା ଆପଣଙ୍କ ବିବେକ ବୁଦ୍ଧିକୁ ପ୍ରଭାବିତ କରିବ। ଆପଣ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। କିଛି ଧାର୍ମିକ ସ୍ଥାନକୁ ଯିବା ଦ୍ଵାରା ଆପଣଙ୍କ ମନକୁ ଶାନ୍ତି ମିଳିବ। ଶାନ୍ତ ମନୋଭାବ ଯୋଗୁଁ ଆପଣ ପ୍ରଶଂସିତ ହୋଇପାରନ୍ତି।

କର୍କଟ: କୌଣସି ଏକ କାର୍ଯ୍ୟରେ ସଫଳ ନହେବା କାରଣରୁ ଆପଣ ନିଜ ଉପରେ ଆତ୍ମ ବିଶ୍ବାସ ହରାଇବେ। କାର୍ଯ୍ୟକୁ ସଫଳ କରିବା ପାଇଁ କଠିନ ପରିଶ୍ରମ କରିଲେ ମଧ୍ୟ ସଫଳତା ପାଇବେ ନାହିଁ। ତେବେ ଏହି ସମସ୍ୟାରୁ ମୁକ୍ତ ପାଇବା ପାଇଁ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ।

ସିଂହ: ସକାଳୁ ଉଠୁଉଠୁ ଭଗବାନଙ୍କ ନାମ ନେବା ଦ୍ବାରା ସବୁ କାର୍ଯ୍ୟରେ ସଫଳତା ପାଇବେ। ନିଜ କାର୍ଯ୍ୟ ମାଧ୍ୟରେ ଆଜି ବ୍ୟକ୍ତିତ୍ବ ପ୍ରମାଣିତ କରିବେ। ମାନସିକ ଶାନ୍ତି ପାଇଁ ଏକ ମନ୍ଦିର ଯାଆନ୍ତୁ। ନଚେତ ଅନ୍ୟ ପକ୍ଷରେ ଘରେ ହୋମ ଯଜ୍ଞର ଆୟୋଜନ କରନ୍ତୁ।

କନ୍ୟା: ଆଜି ଆପଣଙ୍କ ଶକ୍ତି ଓ ଆର୍ଥିକ ଅବସ୍ଥା ସବୁଠାରୁ ଭଲ ରହିବ। ଆହୁରି ମଧ୍ୟ ଆଗକୁ ଯଦି କୌଣସି ଆର୍ଥିକ ସମସ୍ୟା ଆସିପାରେ ତାହା ପାଇଁ ଏବେ ଠାରୁ କିଛି ଆର୍ଥିକ ବ୍ୟବସ୍ଥା କରିବାକୁ ଚାହିଁବେ। ଆପଣଙ୍କ ଚାରିପାଖରେ ଥିବା ଲୋକମାନେ ଆଜି ଆପଣଙ୍କ ନେତୃତ୍ଵ ନେବା ଗୁଣକୁ ପ୍ରଶଂସା କରିପାରନ୍ତି।

ତୁଳା: ଆଜି ଆପଣ ସମସ୍ତ କାମକୁ ଠିକ ସମୟରେ ଶେଷ କରିବା ପାଇଁ ଆପଣଙ୍କ ମାନସିକ ଦକ୍ଷତାର ବ୍ୟବହାର କରିବେ। ଆପଣ କାମରେ କିମ୍ଵା ଅଫିସରେ ଅଧିକ ସମୟ ଓ ଧ୍ୟାନ ଦେଉଥିବାରୁ ଆପଣଙ୍କ ପରିବାରକୁ ଉପେକ୍ଷା କରିପାରନ୍ତି। ଆପଣଙ୍କ ଅଦ୍ଵିତୀୟ ବୁଦ୍ଧିମତା ଆଜି ଆପଣ କାର୍ଯ୍ୟସ୍ଥଳରେ ଦେଖେଇବାର ସୁଯୋଗ ପାରିବେ।

ବିଛା: ଆପଣଙ୍କ ଭାବନାଗୁଡିକ ଆଜି ଆପଣଙ୍କ କାର୍ଯ୍ୟକୁ ନିୟନ୍ତ୍ରଣ କରିବ। ଆପଣ କାର୍ଯ୍ୟର ଚାପକୁ ପଛରେ ପକାଇ ଅଧିକ ଉତ୍ସାହର ସହିତ କାମଗୁଡିକ କରିବେ। ଆପଣଙ୍କ ସ୍ଵାଭାବିକତାକୁ ଅନୁସରଣ କରନ୍ତୁ ଓ ମାନସିକ ଚାପରୁ ଦୂର କରିବା ପାଇଁ ଗିତ ଶୁଣନ୍ତୁ।

ଧନୁ: ଆଜି ଭଲ ପାଇବାରେ ଧୋକା ଖାଇପାରନ୍ତି। ଅନ୍ୟ ପକ୍ଷରେ ଆପଣଙ୍କର ଜୀବନସାଥୀଙ୍କ ସହ ଯୁକ୍ତି ହୋଇପାରେ ସେଥିପାଇଁ ସେ ସବୁରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ। ସଂଧ୍ୟାରେ ଆପଣଙ୍କ ସମୟ ପ୍ରେମମୟ ହେବ। ପରିବାର ସହିତ ବାହାରକୁ ବୁଲିବାକୁ ଯାଆନ୍ତୁ।

ମକର: ଆଜି ଆପଣଙ୍କ ଉପରେ ଯେକୌଣସି ସମସ୍ୟା ଆସିଲେ ମଧ୍ୟ କୌଣସି କ୍ଷତି ହେବ ନାହିଁ। ଅନ୍ୟମାନେ ସେମାନଙ୍କ ଅସମ୍ଭବ ଲକ୍ଷ୍ୟ ପଛରେ ଗୋଡାଉଥିବା ସମୟରେ, ଆପଣ ଯାହା ଲାଭ କରିଛନ୍ତି ସେଥିରେ ତୃପ୍ତ ରହିବେ। ଆଜି ଉଚ୍ଛାଭିଳାସି ହେବେ।

କୁମ୍ଭ: ଆଜି ନିଜ ପ୍ରିୟଜନଙ୍କୁ ମନେ ପକାଇ ଦୁଃଖ କରିବେ। ମାନସିକ ଚାପ ବୃଦ୍ଧି ପାଇବ। ଚାକିରି କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଭୁଲ ବୁଝାମଣା ଯୋଗୁଁ ପରିବାରରେ ମଧ୍ୟ ଅଶାନ୍ତି ବୃଦ୍ଧି ପାଇବ।

ମୀନ: ଆଜି ଚିନ୍ତା ଦୂର ହେବ। ଅଟକି ରହିଥିବା କାର୍ଯ୍ୟ ସମ୍ପୁର୍ଣ୍ଣ ହେବ। ଉପରିସ୍ଥ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟ ଓ ନିଷ୍ପତ୍ତିର ସମର୍ଥନ କରିବେ। ଦରମା ବୃଦ୍ଧି ହୋଇପାରେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.