ETV Bharat / sukhibhava

Diabetes: ମଧୁମେହ ରୋଗୀ ଏହି ଫଳ ଓ ପନିପରିବାଠୁ ଦୂରେଇ ରୁହନ୍ତୁ - ମଧୁମେହ ରୋଗୀଙ୍କ ଡାଏଟ୍

ମଧୁମେହ ଚିକିତ୍ସା ପାଇଁ ଖାଦ୍ୟରେ କଟକଣା ସବୁଠୁ ଗୁରୁତ୍ବପୂର୍ଣ୍ଣ । ତେବେ ଏହି ରୋଗରେ ପୀଡିତ ବ୍ୟକ୍ତି କେଉଁ ପନିପରିବା ଓ ଫଳ ଖାଇବା ଅନୁଚିତ୍, ଜାଣନ୍ତୁ...

Vegitables
Vegitables
author img

By

Published : Feb 7, 2023, 4:58 PM IST

ହାଇଦ୍ରାବାଦ: ମଧୁମେହ ଏପରି ଏକ ସ୍ବାସ୍ଥ୍ୟ ସମସ୍ୟା, ଯେଉଁଥିରେ ପ୍ରାୟ ଅଧିକାଂଶ ଲୋକେ ପୀଡିତ । ଏହାର ଉପଚାର ପାଇଁ ଇନସୁଲିନ ଥିଲେ ମଧ୍ୟ ଖାଦ୍ୟରେ କଟକଣା ସବୁଠୁ ଗୁରୁତ୍ବପୂର୍ଣ୍ଣ । ଯେତେ ଇନସୁଲିନ ନେଲେ ମଧ୍ୟ ଯଦି ଜଣେ ବ୍ୟକ୍ତି ଖାଦ୍ୟରେ କଟକଣା ନ ଲଗାନ୍ତି, ତେବେ ମଧୁମେହକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡେ । ତେବେ ମଧୁମେହ ରୋଗୀ କେଉଁ ପନିପରିବା ଓ ଫଳ ଖାଇବା ଅନୁଚିତ୍, ଜାଣନ୍ତୁ...

ଏହା ମଧ୍ୟ ପଢନ୍ତୁ:- ChatGPT କୁ ଟକ୍କର ଦେବ ଗୁଗୁଲ୍ ! ଖୁବ୍‌ଶୀଘ୍ର ଲଞ୍ଚ୍ କରିବ Bard

ମଧୁମେହ ରୋଗୀଙ୍କ ପାଇଁ କେଉଁ ଫଳ ବାରଣ:-

ସମ୍ପୂର୍ଣ୍ଣ ରୂପେ ନହେଲେ ମଧ୍ୟ ବନ୍ଧାକୋବି ସେବନକୁ ସମୀତି କରିବାକୁ ପରାମର୍ଶ ଦିଅନ୍ତି ଡାକ୍ତର । ସେହିପରି ଅଧିକ ପରିମାଣରେ କିସମିସ୍ ଖାଇବା ଉଚିତ୍ ନୁହେଁ । ଏହା ଫ୍ରୁକ୍ଟୋଜ ଏବଂ ଗ୍ଲୁକୋଜର ଉତ୍ସ ହୋଇଥିବାରୁ ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରା ସ୍ତରକୁ ପ୍ରଭାବିତ କରିଥାଏ । ଗର୍ଭଧାରଣ ସମୟପେ ମଧୁମେହ ଥିଲେ ଆମ୍ବ ଗ୍ରହଣରୁ ଦୂରେଇ ରୁହନ୍ତୁ । ଚେରି ଏବଂ ପିଚ୍ ସ୍ବାସ୍ଥ୍ୟ ଉପକାରୀ ହୋଇଥିଲେ ମଧ୍ୟ ପ୍ୟାକେଜ୍ ଥିବା ଫଳ ଖାଇବାକୁ ବାରଣ କରାଯାଏ । କାରଣ ଏଥିରେ ଅଧିକ ପରିମାଣର ଶର୍କରା ମିଶିଥାଏ । କହି ରଖୁଛୁ ଯେ, ମଧୁମେହ ରୋଗୀଙ୍କ ପାଇଁ ପ୍ରତ୍ୟେକ ପ୍ୟାକେଜ୍ ଖାଦ୍ୟ ହାନିକାରକ ।

ଏହା ମଧ୍ୟ ପଢନ୍ତୁ:- ସମ୍ପୂର୍ଣ୍ଣ ଜୈବ ବିଘଟନ ହୋଇ ପାରୁଥିବା ପେପର ଷ୍ଟ୍ର ପ୍ରସ୍ତୁତ କଲେ ବୈଜ୍ଞାନିକ

ତେବେ ସବୁଠୁ ବଡ କଥା ହେଉଛି, ଖାଦ୍ୟରେ ଶର୍କରା ସ୍ତର ବୃଦ୍ଧି ପାଉଛି ବୋଲି ଜାଣିବେ କିପରି, ନିମ୍ନରେ କେତେକ ସଙ୍କେତ ବାବଦରେ ଆଲୋଚନା କରାଯାଇଛି...

ଅଧିକ ଶୋଷ ଲାଗିବା, ବାରମ୍ବାର ପରିସ୍ରା ଯିବା, ଅତ୍ୟଧିକ ଭୋକ, ଥକା, ଦୃଷ୍ଟିଶକ୍ତି ହ୍ରାସ ପାଇବା, ଚିକିତ୍ସା ସମସ୍ୟା, ହାତ ଏବଂ ପାଦରେ ଅସ୍ଥିରତା ଇତ୍ୟାଦି ।

ଏହା ମଧ୍ୟ ପଢନ୍ତୁ:- Female Genital Mutilation: ଏକ ଘୃଣ୍ୟ କୁପ୍ରଥା ଖତନାର ବିଲୋପ କେବେ ?

ମଧୁମେହରୁ କିପରି ରକ୍ଷା ପାଇବେ

ମଧୁମେହକୁ ରୋକିବା ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଶର୍କରା ଏବଂ ବିଶୋଧିତ କାର୍ବୋହାଇଡ୍ରେଟ୍‌ ଖାଦ୍ୟଠାରୁ ଦୂରେଇ ରୁହନ୍ତି । ନିୟମିତ ଶାରୀରିକ ବ୍ୟାୟାମ କରନ୍ତୁ । ଶାରୀରିକ ଓଜନ ନିୟନ୍ତ୍ରଣରେ ରଖନ୍ତୁ, ଧୂମପାନଠୁ ଦୂରେଇ ରୁହନ୍ତୁ, ସ୍ଥିର ଜୀବନଶୈଳୀରୁ ଦୂରେଇ ରୁହନ୍ତୁ, ଭିଟାମିନ୍ ଡି ସ୍ତରକୁ ଅପ୍ଟିମାଇଜ୍ କରନ୍ତୁ, ଏକ ସନ୍ତୁଳିତ ଖାଦ୍ୟ ଅନୁସରଣ କରନ୍ତୁ, ପର୍ଯ୍ୟାପ୍ତ ଶୋଇବା ସହ ଚାପକୁ ନିୟନ୍ତ୍ରଣରେ ରଖନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.