ETV Bharat / state

କାର-ଟ୍ରକ ମୁହାଁମୁହିଁ, ଦୁଇ ମୃତ

author img

By

Published : May 20, 2021, 9:36 PM IST

ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସୁନ୍ଦରଗଡ-ଏମସିଏଲ ରୋଡର ଚକ୍ରାମାଲ ନିକଟରେ ମର୍ମନ୍ତୁଦ କାର ଦୁର୍ଘଟଣା, ଦୁଇ ମୃତ । ଅଧିକ ପଢନ୍ତୁ...

କାର ଓ ଟ୍ରକ ମୁହାଁମୁହିଁ, ଦୁଇ ମୃତ
କାର ଓ ଟ୍ରକ ମୁହାଁମୁହିଁ, ଦୁଇ ମୃତ

ସୁନ୍ଦରଗଡ: ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ଚକ୍ରାମାଲ ନିକଟରେ କାର ଓ ଟ୍ରକ ଧକ୍କା । କାର ଆରୋହୀଙ୍କ ସମେତ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ ଘଟିଛି । ମୃତକଙ୍କ ପରିଚୟ ମିଳିନାହିଁ । ତେବେ ସମସ୍ତ ମୃତକଙ୍କ ଘର ଭୁବନେଶ୍ୱର ଅଞ୍ଚଳର ବୋଲି ପୋଲିସ ତାର ପ୍ରାଥମିକ ତଦନ୍ତରେ କହିଛି ।

ଦୁର୍ଘଟଣା ଘଟିଥିବା କାର( OR-02AZ-1166 ) ଭୁବନେଶ୍ୱର ଅଞ୍ଚଳର ହୋଇଥିବାରୁ ଏପରି ସନ୍ଦେହ କରିଛି ପୋଲିସ । ତେବେ ଟ୍ରକ ଚାଳକ( OD-16E-2469) ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.