ETV Bharat / state

ସିଆଇଏସଏଫ ନିଯୁକ୍ତିରେ ଫେଲ ହେବାରୁ ବିଦ୍ୟୁତ ତାର ଧରି ଝୁଲି ପଡିଲେ ଯୁବକ - ବିଦ୍ୟୁତ ଖୁଣ୍ଡରେ ଯୁବକ

ସିଆଇଏସଏଫ ନିଯୁକ୍ତିରେ ଫେଲ ହେବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ଆଶାୟୀ ଯୁବକ । ବିଦ୍ୟୁତ ଖୁଣ୍ଟରେ ଚଢି ତାର ଧରି ଝୁଲି ପଡ଼ିଲେ ଯୁବକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Aug 27, 2019, 6:44 PM IST

ରାଉରକେଲା: ସହରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ସିଆଇଏସଏଫ୍ ଅର୍ଦ୍ଧ ସାମରିକ ବାହିନୀ ନିଯୁକ୍ତି ଲାଗି ଶାରିରୀକ ଅକ୍ଷମତାରୁ ଅକୃତକାର୍ଯ୍ୟ ପରେ ଯୁବକ ଭିଆଇଲେ ଏପରି କାଣ୍ଡ । ବିଦ୍ୟୁତ ଖୁଣ୍ଟରେ ଚଢି ତାର ଧରି ଝୁଲିପଡ଼ିଲେ ଯୁବକ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସୂଚନା ମୁତାବକ ଏହି ଯୁବକଙ୍କ ନାମ ଅରବିନ୍ଦ ପଟେଲ । ଘଟଣା ଘଟିଛି ରାଉରକେଲା ଏରୋଡ୍ରମ ନିକଟ ପଡ଼ିଆରେ । ମଙ୍ଗଳବାର ଏଠାରେ ସିଆଇଏସଏଫ୍ର ଚୟନ ପ୍ରକ୍ରିୟା ଚାଲିଥିଲା । ଏହି ଚୟନରେ ଶାରିରୀକ ଟେଷ୍ଟରେ ଅକୃତକାର୍ଯ୍ୟ ହେବା ପରେ ଯୁବକ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଘଟଣା ପରେ ସେଠାରେ ଥିବା ଯବାନ ମାନେ ଅରବିନ୍ଦକୁ ଗୁରୁତର ଅବସ୍ଥାରେ ଆଇଜିଏଚ୍ ରେ ଚିକିତ୍ସା ପାଇଁ ଭର୍ତି କରିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା: ରାଉରକେଲା ରେ CISF ଅର୍ଦ୍ଧ ସାମରିକ ବାହିନୀ ରେ ନିଯୁକ୍ତି ଲାଗି ଶାରିରୀକ ପରୀକ୍ଷା ରେ ଅକୃତକାର୍ଯ୍ୟ ହେଲା ପରେ ଜଣେ ଯୁବକ ଏଲେକ୍ଟ୍ରିକ ଖୁଣ୍ଟ ଉପରେ ଚଢ଼ି ତାର ଧରି ଝୁଲି ପଡିବା ବେଳେ ବିଦ୍ୟୁତ ଝଟକାରେ ତଳେ ପଡି ଆହତ ହୋଇଛନ୍ତି । ତାଙ୍କ ନାମ ଅରବିନ୍ଦ ପଟେଲ ବୋଲି ସୂଚନା ମିଳିଛି । Body:ଏହି ଘଟଣା ଘଟିଛି ରାଉରକେଲା ଏରୋଡ୍ରମ ନିକଟ ପଡ଼ିଆରେ ।ଆଜି ଏଠାରେ ଚୟନ ପ୍ରକ୍ରିୟା ଚାଲି ଥିଲା। Conclusion:ଘଟଣା ପରେ ଅରବିନ୍ଦ କୁ cisf ଅଫିସର ତଥା ଯବାନ ମନେ ଗୁରୁତନ ଅବସ୍ଥା ରେ IGH ରେ ଚିକିତ୍ସା ପାଇଁ ଭର୍ତି କରିଥିଲେ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.