ETV Bharat / state

ଟ୍ରକ ତଳେ ପଶିଲା ସ୍କୁଟି, 2 ଯୁବତୀ ମୃତ

ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବତୀଙ୍କ ମୃତ୍ୟୁ ହୋଇଛି। ଏ ଘଟଣା ଘଟିଛି ରାଉରକେଲାର ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ। ଖବର ଅନୁଯାୟୀ ମୃତକ ଦ୍ୱୟଙ୍କର କୌଣସି ପରିଚୟ ମିଳିପାରିନାହିଁ।

author img

By

Published : Feb 11, 2019, 12:29 PM IST

breaking news

ରାଉରକେଲା: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବତୀଙ୍କ ମୃତ୍ୟୁ ହୋଇଛି। ଘଟଣା ଘଟିଛି ରାଉରକେଲାର ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ। ଖବର ଅନୁଯାୟୀ ମୃତକ ଦ୍ୱୟଙ୍କର କୌଣସି ପରିଚୟ ମିଳିପାରିନାହିଁ।

ବର୍ତ୍ତମାନ ସଡ଼କ ସୁରକ୍ଷା ଅଭିଯାନ ଚାଲିଛି । ସଡକ ସୁରକ୍ଷାକୁ ନେଇ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ସଚେତନତାଧର୍ମୀ କାର୍ଯ୍ୟକ୍ରମ କରାଯାଉଛି। ଏହି ସମୟରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟୁଥିବାର ନଜର ଆସିଛି। ସୋମବାର ସକାଳେ ରାଉରକେଲାର ବ୍ରାହ୍ମଣୀତରଙ୍ଗ ଅଞ୍ଚଳରେ ଦୁର୍ଘଟଣା ଘଟି ଦୁଇ ଯୁବତୀଙ୍କ ମୃତ୍ୟୁ ଘଟିଛି।

ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହିଞ୍ଚି ଥିଲା । ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଆଇଜିଏଚକୁ ପଠାଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:Body:

ଟ୍ରକ ତଳେ ପଶିଲା ସ୍କୁଟି, 2 ଯୁବତୀ ମୃତ

ରାଉରକେଲା: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବତୀଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି ରାଉରକେଲାର ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ । ତେବେ ଶେଷ ଖବର ଅନୁଯାୟୀ ମୃତକ ଦ୍ବୟଙ୍କର କୌଣସି ପରିଚୟ ମିଳିପାରିନାହିଁ ।

ସୂଚନାଯୋଗ୍ୟ ବର୍ତ୍ତମାନ ସଡ଼କ ସୁରକ୍ଷା ଅଭିଯାନ ଚାଲିଛି । ସଡକ ସୁରକ୍ଷାକୁ ନେଇ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ନାରାବାଜି ଲାଗି ରହିଛି । ତେବେ ଏହି ସମୟରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟୁଥିବାର ନଜର ଆସିଛି । ସକାଳେ ରାଉରକେଲାର ବ୍ରାହ୍ମଣୀତରଙ୍ଗ ଅଞ୍ଚଳରେ ଦୁର୍ଘଟଣା ଘଟି ଦୁଇ ଯୁବତୀଙ୍କ ମୃତ୍ୟୁ ଘଟିଛି ।

ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହିଞ୍ଚି ଥିଲା । ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଆଇଜିଏଚକୁ ପଠାଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ନ୍ୟୁଜ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.