ETV Bharat / state

ଚୋରା ବାଲି ଚାଲାଣ ବେଳେ ହାଇୱା ଜବତ

author img

By

Published : Mar 13, 2021, 10:57 AM IST

Updated : Mar 13, 2021, 11:29 AM IST

ଭଷ୍ମା ପୋଲିସକୁ ଆଉ ଏକ ସଫଳତା । ଚୋରାରେ ବାଲି ଚାଲାଣ କରୁଥିବା ବାଲି ଭର୍ତ୍ତି ହାଇୱା ଜବତ ।

ଚୋରାରେ ବାଲି ଚାଲାଣ ହୋଇଥିବା ହାଇୱା ଜବତ
ଚୋରାରେ ବାଲି ଚାଲାଣ ହୋଇଥିବା ହାଇୱା ଜବତ

ସୁନ୍ଦରଗଡ: ଭଷ୍ମା ପୋଲିସକୁ ଆଉ ଏକ ସଫଳତା । ଚୋରାରେ ବାଲି ଚାଲାଣ କରୁଥିବା ବାଲି ଭର୍ତ୍ତି ହାଇୱା ଜବତ । ସୁନ୍ଦରଗଡ ଜିଲ୍ଲା ଭଷ୍ମା ପୋଲିସ ଚୋରାରେ ବାଲି ଚାଲାଣ କରୁଥିବା ଏକ ବାଲି ବୋଝେଇ ହାଇୱାକୁ ଜବତ କରିଛି । ଭଷ୍ମା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏହି ବାଲି ବୋଝେଇ ହାଇୱାଟି ଦ୍ରୁତ ଗତିରେ ପଳାଉଥିଲା । ତେବେ ପୋଲିସ ପିଛା କରିବା ଦେଖି ହାଇୱା ଚାଳକ ହାଇୱାକୁ ରାସ୍ତା ଉପରେ ଠିଆ କରି ଜଙ୍ଗଲ ମଧ୍ୟକୁ ଦୌଡି ପଳାଇଥିଲା ।

ଚୋରା ବାଲି ଚାଲାଣ ବେଳେ ହାଇୱା ଜବତ

ପୋଲିସ OD-15Q-7819 ନମ୍ବର ବିଶିଷ୍ଟ ହାଇୱାଟିକୁ ଥାନାକୁ ଆଣିଛି । ତେବେ ତଦନ୍ତ ଚାଲୁ ରହିଥିବା ବେଳେ ଏ ପର୍ଯ୍ୟନ୍ତ ଗାଡି ମାଲିକ କିମ୍ବା ତା ଚାଳକକୁ ପୋଲିସ ଗିରଫ କରିପାରି ନାହିଁ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated : Mar 13, 2021, 11:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.