ETV Bharat / state

SAIL ଅଧ୍ୟକ୍ଷାଙ୍କ ଆରଏସପି ଗସ୍ତ, ବିଭିନ୍ନ ବିଭାଗର କଲେ ସମୀକ୍ଷା

author img

By

Published : Feb 2, 2021, 6:15 PM IST

ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷା ସୋମା ମଣ୍ଡଳ ରାଉରକେଲା ଗସ୍ତ କରିଛନ୍ତି । ଏହି ଅବସରରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ବିଭିନ୍ନ ବିଭାଗ ପରିଦର୍ଶନ କରିବା ସହ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

SAIL ଅଧ୍ୟକ୍ଷାଙ୍କ ଆରଏସପି ଗସ୍ତ
SAIL ଅଧ୍ୟକ୍ଷାଙ୍କ ଆରଏସପି ଗସ୍ତ

ସୁନ୍ଦରଗଡ: ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷା ସୋମା ମଣ୍ଡଳ ରାଉରକେଲା ଗସ୍ତ କରିଛନ୍ତି । ଏହି ଅବସରରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ବିଭିନ୍ନ ବିଭାଗ ପରିଦର୍ଶନ କରିବା ସହ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ସୋମା ମଣ୍ଡଳ ରାଉରକେଲା ଏୟାରପୋର୍ଟରେ ପହଞ୍ଚିବା ପରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସିଇଓ ଦୀପକ ଚଟ୍ଟରାଜ ଏବଂ ଅନ୍ୟ ଅଧିକାରୀମାନେ ତାଙ୍କୁ ସ୍ବାଗତ କରି ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପରିସରକୁ ଆଣିଥିଲେ । ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ପହଞ୍ଚିବା ପରେ ସେ କେତେକ ବିଭାଗକୁ ଅତର୍କିତ ଗସ୍ତ କରି ବିଭାଗର ପରିଚାଳନା ନେଇ ସମୀକ୍ଷା କରିଥିଲେ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.