ETV Bharat / state

ମାଓ ସଙ୍ଗଠନକୁ ପାଣ୍ଠି ଯୋଗାଇ ଯୁବକ ଗିରଫ

author img

By

Published : Sep 16, 2019, 11:17 PM IST

ମାଓ ସଙ୍ଗଠନ ପିଏଲ୍‌ଏଫ୍‌ଆଇ ପାଇଁ କାମ କରୁଥିବା ମହେନ୍ଦ୍ର ଚମ୍ପିଆ ନାମକ ବ୍ୟକ୍ତିକୁ ଗିରଫ କରିଛି ରାଉରକେଲା ପୋଲିସ । ଗୋଟିଏ ରିଭଲଭର ସହ 2ଟି ମାଗାଜିନ ଜବତ କରିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ବିଶ୍ରା, ରାଇବଗା, ହାଥିବାରି, ତାଳସେରା ସହିତ ବିଭିନ୍ନ ଅଞ୍ଚଳରେ ମାଓ ସଙ୍ଗଠନ ପିଏଲଏଫଆଇ ପାଇଁ ପାଣ୍ଠି ଯୋଗାଡ କରୁଥିବା ହାତୀବାରି ଥାନା ଅଞ୍ଚଳର ମହେନ୍ଦ୍ର ଚାମ୍ପିଆକୁ ରାଉରକେଲା ପୋଲିସ ଗିରଫ କରିଛି। ଗୋଟିଏ ରିଭଲଭର ତଥା 2ଟି ମାଗାଜିନ ପୋଲିସ ତା ପାଖରୁ ଜବତ କରିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଝାଡଖଣ୍ଡର ପିଏଲ୍‌ଏଫ୍‌ଆଇ (people liberation font of india) ନେତା ଦିନେଶ ଗୋପ ପାଇଁ କାମ କରୁଥିଲା ଅଭିଯୁକ୍ତ । ଆଜି ପଶ୍ଚିମାଞ୍ଚଳର ଡିଆଇଜି କବିତା ଜାଲାନ ତଥା ଏସପି କେ, ଶିବା ସୁବ୍ରମଣି ଏନେଇ ସୂଚନା ଦେଇଛନ୍ତି । ସୀମାନ୍ତ ଅଞ୍ଚଳରେ 7ଟି ମାମଲାରେ ଗିରଫ କରାଯାଇଥିବା ସୂଚନା ମିଳିଛି। ଘଟଣା ନେଇ ଓଡିଶା ପୋଲିସ ଝାଡଖଣ୍ଡ ପୋଲିସ ସହିତ ସମ୍ପର୍କରେ ରହିଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ବିଶ୍ରା,ରାଇବଗା,ହାଥିବାଡି, ତାଳସେରା ସହିତ ବିଭିନ୍ନ ଅଞ୍ଚଳ ରେ PLFI ପାଇଁ ଟଙ୍କା ଅସୁଲ କରୁଥିବା ହାତୀବାଡ଼ି ଥାନା ଅଂଚଳ ରେ ରହୁଥିବା ମହେନ୍ଦ୍ର ଚାମ୍ପିଆ କୁ ରାଉରକେଲା ପୋଲିସ ଗିରଫ କରିଛି। ଏକ revolver ତଥା 2 ମ୍ୟାଗଜିନ ପୋଲିସ ତା ପାଖରୁ ଜପତ କରିଛି।Body:
ଝାରଖଣ୍ଡ ର PLFI ନେତା ଦିନେଶ ଗୋପ ପାଇଁ ସେ କାମ କରୁଥିଲା। ଆଜି ପଶ୍ଚିମଞ୍ଚଳ ର DIG କବିତା ଜାଲାନ ତଥା sp କେ, ଶିବା ସୁବ୍ରମଣି ଏହି ସୂଚନା ଦେଇ ଥିଲେ।
Conclusion:ସୀମାନ୍ତ ଅଂଚଳ ରେ 7 ଟି ମାମଲା ରେ ଗିରଫ କରା ଯାଇଥିବା ସୂଚନା ମିଳିଛି। ଓଡିଶା ପୋଲିସ ଝାରଖଣ୍ଡ ପୋଲିସ ସହିତ ସମ୍ପର୍କ ରେ ରହିଛି।
ବାଇଟ- କବିତା ଜଲାନ,ଡ଼ିଆଇଜି,ପଶ୍ଚିମଞ୍ଚଳ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.