ସୁନ୍ଦରଗଡ: ଜିଲ୍ଲା ରାଉରକେଲା ସହର ଜଗଦା ଏମ /ଏସ ଓରାମ ଫିଲିଙ୍ଗ ଷ୍ଟେସନରୁ ଡକାୟତି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା ।
ପାଞ୍ଚଜଣ ମୁଖା ପିନ୍ଧା ଦୁର୍ବୃତ୍ତ ବନ୍ଧୁକ ମୁନରେ ଲୁଟପାଟ କରିଛନ୍ତି । କେତେ ଟଙ୍କାର ଲୁଟ ହୋଇଛି ତାହା ସଠିକ ଭାବରେ ଜଣାନାହିଁ। ଘଟଣା ସ୍ଥଳରେ ଝିରପାଣି ଥାନା ପୋଲିସ ଓ ପ୍ଲାଣ୍ଟ ସାଇଟ ଥାନା ପୋଲିସ ପହଞ୍ଚି ମିଳିତ ତଦନ୍ତ ଜାରି ରଖିଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିିଭି ଭାରତ