ETV Bharat / state

କଲେଜ ବସ୍‌ ଧକ୍କାରେ ଯୁବକ ମୃତ, ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ - rourkela accident news

ରାଉରକେଲାରେ କଲେଜ ବସ ଧକ୍କାରେ ଯୁବକ ମୃତ । ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ । ମୃତ ଯୁବକ ଜ୍ୟୋତି ମିଞ୍ଜ ବୋଲି ଜଣାପିଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Aug 1, 2019, 5:06 PM IST

ରାଉରକେଲା : କୋଏଲ ନଗର ମୁଖ୍ୟ ରାସ୍ତାରେ ଏକ ଘରୋଇ ଇଂଜିନିୟରିଂ କଲେଜ ବସ୍‌ ଧକ୍କାରେ ଯୁବକ ମୃତ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଆଜି (ଗୁରୁବାର) ଦିନ 2 ଟା ବେଳେ ବସ୍‌ ଧକ୍କାରେ ଯୁବକ ଜ୍ୟୋତି ମିଞ୍ଜର ମୃତ୍ୟୁ ଘଟିଛି । କ୍ଷତିପୂରଣ ଦାବି ଏବଂ ଗାଡି ଗୁଡିକର ବେଗ ନିୟନ୍ତ୍ରଣ ଦାବିରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ସେପଟେ ଦୁର୍ଘଟଣା ଘଟାଇଥିବା ବସକୁ ପୋଲିସ ଜବତ କରିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଉରକେଲା କୋଏଲ ନଗର ମୁଖ୍ୟ ରାସ୍ତାରେ ଗୁରୁବାର ଦିନ 2 ଟା ବେଳେ ଏକ ଘରୋଇ ଇଂଜିନିଅରିଂ କଲେଜ ବସ ଧକ୍କାରେ ଜଣେ ଯୁବକ ର ମୃତ୍ୟୁ କୁ ନେଇ ଉତେଜନା ସୃଷ୍ଟି ହୋଇଛି ।
Body: କ୍ଷତିପୂରଣ ଦାବି ଏବଂ ଗାଡି ଗୁଡିକର ବେଗ ନିଅନ୍ତ୍ରଣ ଦାବିରେ ସ୍ଥାନୀୟ ଲୋକ ମାନେ ଟାୟାର ଆଦି ଜାଳି ରାସ୍ତା ଅବରୋଧ କରିଛନ୍ତି । ଦୁର୍ଘଟଣା ଘଟାଇଥିବା ବସ ପୋଲିସ ଜବତ କରିଥିବା ବେଳେ ଯୁବକ ଜଣକ ନିକଟସ୍ଥ ବସ୍ତିର ଜ୍ୟୋତି ମିଞ୍ଜ ବୋଲି ଚିହ୍ନଟ ହୋଇଛି । ଉତ୍ତେଜନା ଥିବାରୁ ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଛି ।Conclusion:ଅନିୟନ୍ତ୍ରିତ ଗାଡି ଚାଳନା ଉପରେ ରୋକ ଲଗାଇବା ପାଇଁ ମଧ୍ୟ ଦାବି କରାଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.