ETV Bharat / state

ଏଣିକି ଦହି ଦ୍ବାରା ହେବ ରକ୍ତଚାପର ସମାଧାନ ! - reduce

ରାଉରକେଲା NITର ପ୍ରଫେସର ଡା. ଆର ଜୈବାଲମ ତାଙ୍କର ଟିମ ସହିତ ଏହା ଅନୁସନ୍ଧାନ କରିଛନ୍ତି । ଏହା ଲ୍ୟାବରେ ପ୍ରମାଣିତ ହୋଇଛି କିନ୍ତୁ ପଶୁ କିମ୍ବା ମଣିଷ ଉପରେ ଏହାର ପ୍ରୟୋଗ ଶୀଘ୍ର କରାଯିବ ବୋଲି ପ୍ରଫେସର ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Feb 10, 2019, 7:39 AM IST

ରାଉରକେଲା: ସାଧାରଣତଃ ଦହି ଖାଇବା ଦ୍ବାରା ଅନେକ ରୋଗ ଦୂର ହୋଇଥାଏ । କିନ୍ତୁ ଏବେ ରକ୍ତଚାପ ଜନିତ ରୋଗର ସମାଧାନ କରିବ ଦହି । ଏନେଇ ଦୀର୍ଘ ଦିନ ଧରି ଗବେଷଣା ଚାଲିଥିବାବେଳେ ଏବେ ଏହାର ସମାଧାନ ମିଳିଛି । ରାଉରକେଲା NITର ପ୍ରଫେସର ଡା. ଆର ଜୈବାଲମ ତାଙ୍କର ଟିମ ସହିତ ଏହା ଅନୁସନ୍ଧାନ କରିଛନ୍ତି । ଏହା ଲ୍ୟାବରେ ପ୍ରମାଣିତ ହୋଇଛି କିନ୍ତୁ ପଶୁ କିମ୍ବା ମଣିଷ ଉପରେ ଏହାର ପ୍ରୟୋଗ ଶୀଘ୍ର କରାଯିବ ବୋଲି ପ୍ରଫେସର ସୂଚନା ଦେଇଛନ୍ତି ।

ତେବେ କ୍ଷୀର, ସୋୟା କ୍ଷୀର ତଥା ଗ୍ରୀନ-ଟି ମିଶାଇ ଦହି ତିଆରି କରି ଏହାକୁ ଖାଇଲେ ରକ୍ତଚାପ ସହିତ ବହୁତ ରୋଗର ଚିକିତ୍ସା ହୋଇପାରେ । ଏହାର ସ୍ବାଦ ପିତା ରହିଲେ ସୁଦ୍ଧା ଏହା ସ୍ୱାସ୍ଥ୍ୟ ପାଇଁ ଭଲ ରହିବ। ଏହାସହ ଦହିରୁ ବାହାରୁଥିବା ବ୍ୟାକ୍ଟେରିଆ ଦ୍ବାରା ଅନେକ ରୋଗ ଭଲ ହୋଇଥାଏ ବୋଲି କହିଛନ୍ତି ଏନଆଇଟିର ଅନୁସନ୍ଧାନକର୍ତ୍ତା । ବହୁତ ଦିନ ଧରି NIT ଲାବ୍ରୋଟୋରୀରେ ଏହାର ପରୀକ୍ଷା ପରେ ଏହି ଅନୁସନ୍ଧାନକାରୀ ଦଳ ଏହି କାମରେ ସଫଳ ହୋଇଛନ୍ତି ।

ଏହି ଦହିର ପ୍ରୟୋଗ ବହୁତ ଶୀଘ୍ର ମଣିଷ ଉପରେ ପ୍ରୟୋଗ କରାଯିବ ବୋଲି ଟିମର ମୁଖ୍ୟ କହିଛନ୍ତି । ଏହି ସଫଳତାକୁ ନେଇ ଅନୁସନ୍ଧାନକାରୀ ଦଳର କର୍ତ୍ତାମାନେ ଉତ୍ସାହିତ ହୋଇଥିବା ଦେଖିବାକୁ ମିଳିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

undefined

Intro:Body:

ସିରିଜ ଦୁର୍ଘଟଣା, ଜଣେ ମୃତ

ରାୟଗଡ଼ା: ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାୟଗଡା ଦେଇ ଯାଇଥିବା ଜାତୀୟ ରାଜପଥରେ ଏକକାଳୀନ ତିନୋଟି ଗାଡି ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଚାନ୍ଦିଲି ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି  ।

ସୂଚନାନୁଯାୟୀ, ଏକ 10ଚକିଆ କାଠ ବୋଝେଇ ଟ୍ରକଟି ଜେକେ କାଗଜ କଳ ଅଭିମୁଖେ ଦ୍ରୁତଗତିରେ ଯାଉଥିବା ବେଳେ ଆଗରେ ଯାଉଥିବା କାର୍‌କୁ ପଛଆଡୁ ଜୋରରେ ଧକ୍କା ଦେଇଥିଲା । ଫଳରେ କାରଟି ସମ୍ପୂର୍ଣ୍ଣ ଭାବରେ ଘୁରି ବିପରୀତ ମୁହାଁ ହୋଇ ଡାହାଣପଟକୁ ଚାଲି ଯାଇଥିଲା । ଏତିକି ବେଳେ ଆଉ ଏକ ପିକ ଅପ ଭ୍ୟାନ ଟ୍ରକ ଆଗକୁ ଆସିଯାଇଥିଲା । ସେତିକି ବେଳେ ଟ୍ରକଟି ପିକଅପ ଭ୍ୟାନ ଉପରେ ଚଢିଯାଇଥିଲା । 

ଟ୍ରକଟି ଭରାସାମ୍ୟ ହରାଇ ପିକଅପ ଉପରେ ମାଡିଯିବା ଫଳରେ ଗାଡିର ଡ୍ରାଇଭର ଘଟଣାସ୍ଥଳରେ ମୃତ୍ୟୁବରଣ କରିଛି । ଏହି ଦୁର୍ଘଟଣାରେ କାର୍‌ରେ ବସିଥିବା ଦୁଇ ଯାତ୍ରୀ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ନ୍ୟୁଜ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.