ETV Bharat / state

କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ ଅଭିଯୋଗରେ ହୋଟେଲ ସିଲ୍

author img

By

Published : May 21, 2021, 8:22 AM IST

ସୁନ୍ଦରଗଡ ଜିଲ୍ଲା ସଦର ଘରୋଇ ବସଷ୍ଟାଣ୍ଡ ନିକଟରେ ଥିବା ହୋଟେଲ ସିଲ୍ । କୋରୋନା ଗାଇଡଲାଇନ ଉଲ୍ଲଙ୍ଘନ ଅଭିଯୋଗରେ ସିଲ୍ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ ଅଭିଯୋଗରେ ହୋଲଟେଲ ସିଲ୍

ସୁନ୍ଦରଗଡ: ଜିଲ୍ଲା ସ୍ଥିତ ସଦର ଘରୋଇ ବସଷ୍ଟାଣ୍ଡ ସମ୍ମୁଖରେ ଥିବା ହୋଟଲ ନଟରାଜ ସିଲ୍ । ସଦର ତହସିଲଦାରଙ୍କ ଏନଫୋର୍ସମେଣ୍ଟ ଟିମ ସିଲ୍ କରିଥିବା ଜଣାପଡିଛି ।

ଏଥିସହ ହୋଟେଲ ଉପରେ 10 ହଜାର ଟଙ୍କା ଜରିମାନା ପକାଯାଇଛି । ତେବେ ଏନଫୋର୍ସମେଣ୍ଟ ଟିମ୍ 2 ଦିନ ପାଇଁ ହୋଟେଲକୁ ସିଲ୍ କରିଛନ୍ତି । କୋଭିଡ ନୂଆ ଗାଇଡଲାଇନକୁ ଉଲ୍ଲଙ୍ଘନ କରିବା ଅଭିଯୋଗରେ ହୋଟେଲ୍ ସିଲ୍ କରାଯାଇଥିବା ତହସିଲଦାର କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.