ETV Bharat / state

ଆରଏମସିର କମ୍ପୋଷ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ କାମ ଆରମ୍ଭ

ରାଉରକେଲା ମହାନଗର ନିଗମ ପକ୍ଷରୁ ମାଇକ୍ରୋ ବର୍ଜ୍ୟବସ୍ତୁ କମ୍ପୋଷ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଆଜି କାମ ଆରମ୍ଭ ହୋଇଛି। ସହରର 10ଟି ସ୍ଥାନରେ ଏହି ପ୍ରୋଜେକ୍ଟ ଲାଗୁ କରାଯିବ । 5ଟି ସ୍ଥାନରେ କାମ ଚାଲି ଥିବାବେଳେ 6ଷ୍ଠ ସ୍ଥାନରେ ଆଜି କାମ ଆରମ୍ଭ କରାଯାଇଛି ।

author img

By

Published : Dec 16, 2019, 8:04 PM IST

ଆରଏମସି
ଆରଏମସି

ରାଉରକେଲା: ଆରଏମସି ପକ୍ଷରୁ ମାଇକ୍ରୋ ବର୍ଜ୍ୟବସ୍ତୁ କମ୍ପୋଷ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଆଜି କାମ ଆରମ୍ଭ ହୋଇଛି । ରାଉରକେଲା ମହାନଗର ନିଗମ ଅଧିକାରୀଙ୍କ ସହିତ 2 ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ନିର୍ମାଣ ଆରମ୍ଭ କରାଯାଇଛି । ସୋମବାର ଦିନ ବାସନ୍ତୀ କଲୋନୀ ଆଇସ ଫ୍ୟାକ୍ଟ୍ରି ନିକଟରେ ଏକ ଜମିରେ ଏହି କମ୍ପୋଷ୍ଟ ପ୍ଲାଣ୍ଟ କରିବା ପାଇଁ କାମ ଆରମ୍ଭ ହୋଇଛି। ଆଗରୁ ଏହି ସ୍ଥାନରେ ବିରୋଧ ଯୋଗୁଁ କାର୍ଯ୍ୟ ଆରମ୍ଭ ହୋଇପାରୁ ନଥିଲା ।

ଆରଏମସିର କମ୍ପୋଷ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ କାମ ଆରମ୍ଭ

ସହରରେ 10ଟି ସ୍ଥାନରେ ଏହି ପ୍ରୋଜେକ୍ଟ ଲାଗୁ କରାଯିବ । 5ଟି ସ୍ଥାନରେ କାମ ଚାଲିଥିବା ବେଳେ 6ଷ୍ଠ ସ୍ଥାନରେ ଆଜି କାମ ଆରମ୍ଭ କରାଯାଇଛି । ସୋମବାର ଦିନ ବାସନ୍ତୀ କଲୋନୀ ଆଇସ ଫ୍ୟାକ୍ଟ୍ରି ନିକଟରେ ଏକ ଜମିରେ ଏହି କମ୍ପୋଷ୍ଟ ପ୍ଲାଣ୍ଟ କରିବା ପାଇଁ କାମ ଆରମ୍ଭ ହୋଇଛି।

ପୂର୍ବରୁ ବିରୋଧ ଯୋଗୁଁ ମହାନଗର ନିଗମର କର୍ମଚାରୀ ମାନେ ଫେରି ଆସିଥିବା ବେଳେ ଆଜି 2 ପ୍ଲାଟୁନ ପୋଲିସ ନେଇ ଜମିରେ କାମ ଚାଲିଛି । ଖୁବଶୀଘ୍ର ଅନ୍ୟ ସ୍ଥାନରେ ମଧ୍ୟ କମ୍ପୋଷ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଜମି ଚିହ୍ନଟ କରାଯିବ ବୋଲି ମହାନଗର ନିଗମ ଡେପୁଟି କମିଶନର କହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ରାଉରକେଲା ମହାନଗର ନିଗମ ପକ୍ଷରୁ ମଇକ୍ରୋ ବର୍ଜ୍ୟବସ୍ତୁ କମ୍ପୋଷ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଆଜି କାମ ଆରମ୍ଭ ହୋଇଛି। ମହାନଗର ନିଗମ ଅଧିକାରୀ ମାନଙ୍କ ସହିତ 2 ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତି ରେ ନିର୍ମାଣ ଆରମ୍ଭ କରାଯାଇଛି। ଆଗରୁ ଏହି ସ୍ଥାନ ରେ ବିରୋଧ ଯୋଗୁଁ କାର୍ଯ୍ୟ ଆରମ୍ଭ ହୋଇ ପାରୁ ନ ଥିଲା।
ସହର ରେ 10 ଟି ଏହି ପ୍ରୋଜେକ୍ଟ ଲାଗୁ କରା ଯିବ। 5 ଟି ସ୍ଥାନ ରେ କାମ ଚାଲି ଥିବା ବେଳେ ଷଷ୍ଠ ସ୍ଥାନ ରେ ଆଜି କାମ ଆରମ୍ଭ କରାଯାଇଛି।
Body: ସୋମବାର ଦିନ ବାସନ୍ତୀ କଲୋନୀ ଆଇସ ଫାକ୍ଟ୍ରି ନିକଟରେ ଏକ ଜମିରେ ଏହି କମ୍ପୋଷ୍ଟ ପ୍ଲାଣ୍ଟ କରିବା ପାଇଁ କାମ ଆରମ୍ଭ ହୋଇଛି।

Conclusion:ପୂର୍ବରୁ ବିରୋଧ ଯୋଗୁଁ ମହାନଗର ନିଗମ ର କର୍ମଚାରୀ ମାନେ ଫେରି ଆସିଥିବା ବେଳେ ଆଜି 2 ପ୍ଲାଟୁନ ପୋଲିସ ନେଇ ଜମି ରେ କାମ ଚାଲିଛି । ଖୁବ ଶୀଘ୍ର ଅନ୍ୟ ସ୍ଥାନରେ ମଧ୍ୟ କମ୍ପୋଷ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଜମି ଚିହ୍ନଟ କରାଯିବ ବୋଲି ମହାନଗର ନିଗମ ଡେପୁଟି କମିଶନର ର୍କହିଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.