ETV Bharat / state

ଦିବାଲୋକରେ ଲୁଟି ନେଲେ ଲକ୍ଷାଧିକ ଟଙ୍କା - ଲୁଟି ନେଲେ ଲକ୍ଷାଧିକ ଟଙ୍କା

ସାଢେ 6 ଲକ୍ଷ ଟଙ୍କା ନେଇ ଯାଉଥିବା ସମୟରେ 3ଜଣ ଲୁଟେରା ଲୁଟିନେଲେ । ଏହିପରି ଚାଞ୍ଚଲ୍ୟକର ଘଟଣା ସିଭିଲ ଟାଉନସିପ ଅଞ୍ଚଳରେ ଘଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Jul 20, 2019, 9:51 AM IST

ରାଉରକେଲା: ସିଭିଲ ଟାଉନସିପ ଅଞ୍ଚଳରେ ଲୁଟ୍‌ ଅଭିଯୋଗ । ରଘୁନାଥପାଲ୍ଲୀ ପୋଲିସ ଥାନାରେ ଲୁଟ୍‌ର ଶୀକାର ହୋଇଥିବା ପୀତବାସ ପାତ୍ର ଅଭିଯୋଗ କରିଛନ୍ତି । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରି ଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଖବରମୁତାବକ, ପୀତବାସ ପାତ୍ର ଆଇସିଆଇସିଆଇ ବ୍ୟାଙ୍କରୁ ସାଢେ 6 ଲକ୍ଷ ଟଙ୍କା ନେଇ ଯାଉଥିଲେ । ତେବେ ଶନିମନ୍ଦିର ନିକଟରେ 3 ଜଣ ଲୁଟେରା ବାଇକ ଯୋଗେ ଆସି ତାଙ୍କ ଠାରୁ ଟଙ୍କା ଲୁଟି ନେଇଥିଲେ । ଏହାପରେ ଲୁଟ୍‌ର ଶୀକାର ହୋଇଥିବା ପୀତବାସ ପୋଲିସ ନିକଟରେ ଅଭିଯୋଗ ଦାୟର କରିଥିଲେ । ଏହାପରେ ପୋଲିସ ବ୍ୟାଙ୍କର ସିସିଟିଭି ଆଧାରରେ ଲୁଟେରାଙ୍କୁ ଧରିବା ପାଇଁ ଉଦ୍ୟମ କରୁଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ରାଉରକେଲା ର ସିଭିଲ ଟାଉନଶିପ ଅଂଚଳ ରେ ସଡେ 6 ଲକ୍ଷ୍ୟ ୟଙ୍କ ଲୂଟ ହୋଇଛି। ଠିକ କମ୍ପାନୀ ର ପୀତବାସ ପାତ୍ର ICICI ବ୍ୟାଙ୍କ ରୁ ଟଙ୍କା ନେଇ ଯିବା ସମୟ ରେ ଏହି ଘଟଣା ହୋଇ ଥିଲା। ଘଟଣା ର ଖବର ରଘୁନାଥପଲ୍ଲୀ ପୋଲିସ ପାଇବା ପରେ ତଦନ୍ତ ଆରମ୍ଭ କରିଛି।Body:ପୋଲିସ ବ୍ୟାଙ୍କ କୁ ଯାଇ ତନାଘନା କରିବା ପରେ ଏହା ସ୍ପଷ୍ଟ ହୋଇଛି କି ଟଙ୍କା ନେଇ ଥିଲେ ପୀତବାସ। ଶନିମନ୍ଦିର ପାଖ ରେ ମୋଟର ସାଇକଲ ରେ ତିନି ଜଣ ଆସି ଭୁଜଲି ଦେଖାଇ ଲୂଟ କରିଥିଲେ। ଲୁଟେରା ଶହର ରେ ଲୂଟ ପରେ ଖସି ଯାଇଥିବା ବେଳେ ପୋଲିସ ବ୍ୟାଙ୍କ ର ସିସିଟିଭି ଆଧାର ରେ ଏମନ୍ଙ୍କି ଧରିବା ପାଇଁ ଉଦ୍ୟମ କରୁଛି।Conclusion:ଲୂଟ କରିଥିନ ଲୋକ କେତେ ଦିନ ହେଲା ତା ଉପରେ ନଜର ରଖିଥିଲେ ନ ଆଜି ବ୍ୟାଙ୍କ ରୁ ତାର ପିଛା କରିଥିଲେ ଏଜ ପୋଲିସ ଖୋଜିବା ଆରମ୍ଭ କରିଦେଇଛି।
ବାଇଟ-ପୀତବାସ ପାତ୍ର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.