ETV Bharat / state

ରାଉରକେଲାକୁ ସ୍ବତନ୍ତ୍ର ଜିଲ୍ଲା ଘୋଷଣା ଦାବି - demand for separate rourkela district

ରାଉରକେଲାକୁ ସ୍ବତନ୍ତ୍ର ଜିଲ୍ଲା ଘୋଷଣା ଦାବିରେ କୋଶଳ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ....

od_rkl_Kosala janata dal demand separate rourkela district
କୋଶଳ ଜନତା ଦଳ ପକ୍ଷରୁ ରାଉରକେଲାକୁ ସ୍ବତନ୍ତ୍ର ଜିଲ୍ଲା ଘୋଷଣା ଦାବି
author img

By

Published : Feb 13, 2020, 8:19 PM IST

ରାଉରକେଲା: ପୁଣି ଜୋର ଧରିଲା ରାଉରକେଲାକୁ ସ୍ବତନ୍ତ୍ର ଜିଲ୍ଲା ଘୋଷଣା ଦାବି । ଗୁରୁବାର ଏନେଇ କୋଶଳ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

କୋଶଳ ଜନତା ଦଳ ପକ୍ଷରୁ ରାଉରକେଲାକୁ ସ୍ବତନ୍ତ୍ର ଜିଲ୍ଲା ଘୋଷଣା ଦାବି

ସୂଚନାନୁସାରେ, ରାଉରକେଲାରୁ ସୁନ୍ଦରଗଡକୁ ରେଳ ମାର୍ଗର ସୁବିଧା ନଥିବାବେଳେ ଜିଲ୍ଲାପାଳ ସୁନ୍ଦରଗଡରେ ରହିଥାନ୍ତି । ଯହାଦ୍ବାରା ଲୋକମାନେ ସହଜରେ ନିଜ ଅଭିଯୋଗ ନେଇ ସେଠାକୁ ଯାଇପାରିନଥାନ୍ତି । ଗୁରୁବାର ବୈଦ୍ୟନାଥ ମିଶ୍ରଙ୍କ ନେତୃତ୍ବରେ କୋଶଳ ଦଳର କର୍ମକର୍ତ୍ତାମାନେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ପୂର୍ବରୁ ବଣାଇ ତଥା ରାଉରକେଲାକୁ ସ୍ବତନ୍ତ୍ର ଜିଲ୍ଲା ଘୋଷଣା ପାଇଁ ଦାବି ଉଠିଥିବା ବେଳେ ଆଦିବାସୀ ନେତାମାନେ ଜିଲ୍ଲା ବିଭାଜନର ବିରୋଧ କରିଥିଲେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.