ETV Bharat / state

ସୁନ୍ଦରଗଡରେ ଜୁଏଲଙ୍କ ଜଲଓ୍ବା

ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନିଜ ନିକଟତମ ପ୍ରାର୍ଥୀ ବିଜେଡିର ସୁନିତା ବିଶ୍ୱାଳଙ୍କ ଠାରୁ 2ଲକ୍ଷ 23 ହଜ଼ାର 65ରେ ଜିତି ରେକର୍ଡ କରିଛନ୍ତି । ଜୁଏଲ ଓରାମ 5 ଲକ୍ଷ 56 ଭୋଟ ପାଇ ବିଜୟ ହୋଇଛନ୍ତି ।

ଫାଇଲ ଫଟୋ
author img

By

Published : May 24, 2019, 9:44 AM IST

ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ରେକର୍ଡ କରିଛି ବିଜେପି । ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନିଜ ନିକଟତମ ପ୍ରାର୍ଥୀ ବିଜେଡିର ସୁନିତା ବିଶ୍ୱାଳଙ୍କ ଠାରୁ 2ଲକ୍ଷ 23 ହଜ଼ାର 65ରେ ଜିତି ରେକର୍ଡ କରିଛନ୍ତି ।

ଜୁଏଲ ଓରାମ 5 ଲକ୍ଷ 56 ଭୋଟ ପାଇଥିବା ବେଳେ ବିଜେଡିର ସୁନିତା ବିଶ୍ୱାଳ 2 ଲକ୍ଷ 76 ହଜ଼ାର 991 ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀ 2 ଲକ୍ଷ 68 ହଜ଼ାର 218 ଭୋଟ ପାଇ ତୃତୀୟ ସ୍ଥାନ ରେ ରହିଛନ୍ତି ।

ନୋଟାରେ 13, 675 ଲୋକ ମତଦାନ କରି ଥିଲାବେଳେ 2,457 ପୋଷ୍ଟଲ ଭୋଟ ପଡିଛି । ନୋଟାରେ ଯାହା ଭୋଟ ପଡିଛି ତାହା 4 ଜଣ ପ୍ରାର୍ଥୀ ପାଇଁ ଥିବା ଭୋଟରୁ ଅଧିକ । 2457 ପୋଷ୍ଟଲ ଭୋଟ ପଡି ଥିଲା ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.