ETV Bharat / state

ଏସି ଚାଲୁନଥିବାରୁ ରାଉରକେଲାରେ ଇସ୍ପାତ ଏକ୍ସପ୍ରେସ ଅଟକ

ଟ୍ରେନରେ ଏସି ନ ଚାଲିବାରୁ ତାତିଲେ ଲୋକ । ଯାହାଫଳରେ ଟ୍ରେନ ଅଟକାଇ ଯାତ୍ରୀମାନେ ଆନ୍ଦୋଳନ କରିଛନ୍ତି । ଏଭଳି ଘଟଣା ଘଟିଛି ରାଉରକେଲାରେ ।

author img

By

Published : May 20, 2019, 6:54 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ରାଉରକେଲା: ଟ୍ରେନରେ ଏସି ନଚାଲିବାରୁ ତାତିଲେ ଲୋକ । ଯାହାଫଳରେ ଟ୍ରେନ ଅଟକାଇ ଯାତ୍ରୀମାନେ ଆନ୍ଦୋଳନ କରିଛନ୍ତି । ଏଭଳି ଘଟଣା ଘଟିଛି ରାଉରକେଲାରେ । ଗାଡି ନଂ 12872 ଇସ୍ପାତ ଏକ୍ସପ୍ରେସର ଏସି କୋଚ ନମ୍ବର ସି-1, ସି-3 ତଥା ବି-1 ର ଏସି ଖରାପ ଥିବାରୁ ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ତେବେ ଏହାକୁ ଠିକ କରିବା ପାଇଁ ରେଳ ବିଭାଗ ପ୍ରୟାସ କରିନଥିଲା । ଯାହାକୁ ନେଇ ଅସନ୍ତୋଷ କୁହୁଳିଥିଲା । ରାଉରକେଲାରେ ଟ୍ରେନ ଅଟକାଇ ଆନ୍ଦୋଳନ ଆରମ୍ଭ କରିଥିଲେ। ଏସି ଚାଲୁନଥିବାରୁ ଗରମରେ ଆଉଟୁପାଉଟୁ ହେଉଥିବା ଯାତ୍ରୀଙ୍କ ପାଇଁ ରେଳ ବିଭାଗ କିଛି ସୁବିଧା କରୁନଥିବାରୁ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଥିଲେ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:Body:

ଏସି ଚାଲୁନଥିବାରୁ ରାଉରକେଲା ଷ୍ଟେସନରେ ଇସ୍ପାତ ଏକ୍ସପ୍ରେସ ଅଟକ

ରାଉରକେଲା: ଟ୍ରେନରେ ଏସି ନଚାଲିବାରୁ ତାତିଲେ ଲୋକ । ଯାହାଫଳରେ ଟ୍ରେନ ଅଟକାଇ ଯାତ୍ରୀ ମାନେ ଆନ୍ଦୋଳନ କରିଛନ୍ତି । ଏଭଳି ଘଟଣା ଘଟିଛି ରାଉରକେଲାରେ । ଗାଡି ନଂ 12872 ଇସ୍ପାତ ଏକ୍ସପ୍ରେସର ଏସି କୋଚ ନମ୍ବର ସି-1, ସି-3 ତଥା ବି-1 ର ଏସି ଖରାପ ଥିବାରୁ ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । 

ତେବେ ଏହାକୁ ଠିକ କରିବା ପାଇଁ ରେଳ ବିଭାଗ ପ୍ରୟାସ କରିନଥିଲା । ଯାହାକୁ ନେଇ ଅସନ୍ତୋଷ କୁହୁଳିଥିଲା । ରାଉରକେଲାରେ ଟ୍ରେନ ଅଟକାଇ ଆନ୍ଦୋଳନ ଆରମ୍ଭ କରିଥିଲେ। ଏସି ଚାଲୁନଥିବାରୁ  ଗରମରେ ଆଉଟୁପାଉଟୁ ହେଉଥିବା ଯାତ୍ରୀଙ୍କ ପାଇଁ ରେଳ ବିଭାଗ କିଛି ସୁବିଧା କରୁନଥିବାରୁ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଥିଲେ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.