ETV Bharat / state

ମିଳୁନି ସାର: ଚାଷୀଙ୍କ ରାସ୍ତା ଅବରୋଧ

ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳରେ ସାରର ଅଭାବ ଦେଖା ଦେଇଥିବା ବେଳେ ଚାଷୀ ମାନେ ଏବେ ଚିନ୍ତାରେ । ଅଧିକାଂଶ ଚାଷୀ ସାର ନ ପାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

author img

By

Published : Aug 17, 2020, 10:34 PM IST

farmers protest for fertilise in rourkela
ଚାଷୀଙ୍କ ରାସ୍ତା ଅବରୋଧ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳରେ ସାରର ଅଭାବ ଦେଖା ଦେଇଥିବାବେଳେ ଚାଷୀମାନେ ଏବେ ଚିନ୍ତାରେ । ଅଧିକାଂଶ ଚାଷୀ ସାର ନ ପାଇ ଫେରିଥିବା ପରେ ସନ୍ଧ୍ୟାରେ ଶହଶହ ଚାଷୀ ସାର ନ ପାଇଁ ରାସ୍ତା ଅବରୋଧ କରିଛନ୍ତି ।

ଚାଷୀଙ୍କ ରାସ୍ତା ଅବରୋଧ

ରାଜମୁଣ୍ଡାର ଆରଏସଏମସିରୁ ସାର ନ ପାଇ ଥିବା ଚାଷୀ ରାଜାମୁଣ୍ଡା, ଲହୁଣିପଡ଼ା ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରୁଛି । ଏହି ଅଞ୍ଚଳରେ ସାର ପାଇଁ ଲୋକ ଘଣ୍ଟା ଘଣ୍ଟା ଧରି ପ୍ରତିଦିନ ଅପେକ୍ଷା କରି ହଇରାଣ ହେଉଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.