ETV Bharat / state

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଷୀ ମୃତ - sundargarh

ବିଲରେ ହଳ କରୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀଙ୍କ ମୃତ୍ୟୁ । କ୍ଷତିପୂରଣ ଦାବିରେ ବିଦ୍ୟୁତ କାର୍ଯ୍ୟାଳୟ ଭଙ୍ଗାରୁଜା କଲେ ଗ୍ରାମବାସୀ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Aug 16, 2019, 11:58 AM IST

ରାଉରକେଲା: ସୁନ୍ଦରଗଡ ଜିଲ୍ଲାର ବଣାଇ ଥାନା ଅନ୍ତର୍ଗତ ବଡଗୋଗୁଆ ଗାଁରେ ଅଘଟଣ । ଜଣେ ଚାଷୀ ଜମିରେ ହଳ କରୁଥିବା ବେଳେ ଜମିରେ ଥିବା ପୋଲର ଆର୍ଥିଂ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଶ୍ୟାମଘନ । ଏଥିସହ ଏକ ବଳଦର ମଧ୍ୟ ମୃତ୍ୟୁ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଆଜି ସକାଳେ ଚାଷ ପାଇଁ ଯାଇ ଥିବା ଏହି ଚାଷୀ ଓ ତାଙ୍କର ବଳଦ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ତେବେ ସେଠାରେ ଥିବା ସ୍ଥାନୀୟ ଲୋକେ ତାଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଘଟଣାସ୍ଥଳରେ ଚାଷୀ ଜଣକଙ୍କ ମୃତ୍ୟୁ ହୋଇଛି । ଏହାପରେ ଉତ୍ତ୍ୟକ୍ତ ଗ୍ରାମବାସୀମାନେ କ୍ଷତିପୂରଣ ଦାବିରେ ବିଦ୍ୟୁତ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro: ବିଦ୍ୟୁତ୍ ତାରା ଲାଗି ବଳଦ ସହିତ ଜଣେ ମୃତ, ରାଉରକେଲା-, ସୁନ୍ଦରଗଡ ଜିଲ୍ଲାର ବଣାଇ ଥାନା ଅନ୍ତର୍ଗତ ବଡ ଗୋଗୂଆ ଗ୍ରାମର ଶ୍ୟାମ ଘନ ସାହୁ ଜମି ରେ ହଲ କରୁଥିବା ବେଳେ ଜମିରେ ଥିବା ପୋଲ ର ଆର୍ଥିଂ ବିଦ୍ୟୁତ ତାର ଲଗି ଯିବାରୁ ଘଟଣା ସ୍ଥଳରେ ଶ୍ୟାମ ଘନ ଙ୍କ ର ମୃତ୍ଯ ହୋଇଥିବା ବେଳେ ଗୋଟିଏ ବଳଦ ମଧ୍ଯ ମୃତ୍ଯ ହୋଇଛି. ଘଟଣା ପରେ ଗ୍ରାମ ବାସୀ ଜମିରୁ ଉଦ୍ଧାର କରିଥିଲେ ସୁଦ୍ଧା ତାଙ୍କର୍ ମୃତ୍ଯ ହୋଇଥିଲା.Body:ଆଜି ସକାଳେ ଚାଷ ପାଇଁ ଯାଇ ଥିବା ଏହି ଚାଷୀ ତାର ବଳଦ ତଥା ସେ ନିଜେ ବିଦ୍ୟୁତ ଆଘାତ ର ଶିକାର ହୋଇଥିଲା। କିଛି ସମୟ ରେ ଅନ୍ୟ ମନେ ତାକୁ ବଞ୍ଚାଇବା ପାଇଁ ଉଦ୍ୟମ କରି ଥିଲେ କିନ୍ତି ସେ ଘଟଣା ସ୍ଥଳ ରେ ମୃତ୍ୟୁବରଣ କରି ସାରି ଥିଲା।Conclusion:ଘଟଣା ପରେ ମୃତକ ର ଘର ଲୋକ ତଥା ଗ୍ରାମବାସୀଙ୍କ ମଧ୍ୟ ରେ ଶୋକ ର ଛାୟା ଖେଳି ଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.