ETV Bharat / state

ଡ୍ରେନେଜ୍ କାମ ପାଇଁ ରାସ୍ତା ଅଚଳ, ଲୋକେ ହନ୍ତସନ୍ତ

ସ୍ବରେଜ ବୋର୍ଡର କାମ ଚାଲୁରହିବା ଫଳରେ ରାସ୍ତା ପାଲଟଛି ମରଣାଯନ୍ତା । ଛେଣ୍ଡ ଅଞ୍ଚଳର ବିଭିନ୍ନ ରାସ୍ତାକୁ ନେଇ ସ୍ଥାନୀୟବାସୀଙ୍କ ମନରେ ଦେଖାଦେଇଛି ଅସନ୍ତୋଷ ।

author img

By

Published : Apr 29, 2019, 8:05 PM IST

ରାଉରକେଲା : ସ୍ବରେଜ ବୋର୍ଡର କାମ ଚାଲୁରହିବା ଫଳରେ ରାସ୍ତା ପାଲଟଛି ମରଣାଯନ୍ତା । ଛେଣ୍ଡ ଅଞ୍ଚଳର ବିଭିନ୍ନ ରାସ୍ତାକୁ ନେଇ ସ୍ଥାନୀୟବାସୀଙ୍କ ମନରେ ଦେଖାଦେଇଛି ଅସନ୍ତୋଷ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ରାଉରକେଲା

ଡ୍ରେନେଜ୍ କାମ ପାଇଁ ଭଲ ରାସ୍ତା ଗୁଡିକୁ ଖୋଳି ଖରାପ କରି ଦିଆଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସୀନ୍ଦା । ମନନୁଖୀ ଭାବେ କାମ କରାଯାଉଛି ଏବଂ କାର୍ଯ୍ୟ ସରିବାର ସମୟ ବିଳମ୍ବ ଘଟୁଥିବାରୁ ଅସନ୍ତୋଷ ଦାନା ବାନ୍ଧୁଛି ଛେଣ୍ଡ ଅଞ୍ଚଳରେ ।

ସ୍ମାର୍ଟ ସିଟି ଭାବେ ରାଉରକେଲାକୁ ଘୋଷଣା କରିବା ପରେ ସ୍ଥାନୀୟ ଲୋକଙ୍କ ମନରେ ଆନନ୍ଦ ଦେଖାଯାଇଥିଲା । କିନ୍ତୁ ସହରର ରାସ୍ତା ଗୁଡିକର ଅବସ୍ଥା ଉନ୍ନତି ଘଚିବା ବଦଳରେ ଅବନତି ଘଟିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସହରବାସୀ ।

ରାଉରକେଲାରୁ ରାଜେନ୍ଦ୍ର ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.