ETV Bharat / state

ଘରୋଇ କଳିକୁ ନେଇ ନିଆଁରେ ପୋଡି ହୋଇଗଲେ ଦମ୍ପତି

ଘରୋଇ କଳିକୁ ନେଇ ନିଆଁରେ ପୋଡିହୋଇ ଗୁରୁତର ହେଲେ ସ୍ବାମୀ ଓ ସ୍ତ୍ରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ରାଉରକେଲାର ସେକ୍ଟର-2 ଅଞ୍ଚଳର ଖରିଅଟୋଟୋଲିରେ।

author img

By

Published : Feb 16, 2019, 11:08 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା
ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା
ରାଉରକେଲା: ଘରୋଇ କଳିକୁ ନେଇ ନିଆଁରେ ପୋଡିହୋଇ ଗୁରୁତର ହେଲେ ସ୍ବାମୀ ଓ ସ୍ତ୍ରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ରାଉରକେଲାର ସେକ୍ଟର-2 ଅଞ୍ଚଳର ଖରିଅଟୋଟୋଲିରେ। ସେଠାରେ ରହୁଥିବା ସୁନିତା ଓ ତାଙ୍କ ସ୍ବାମୀ ଶୁକରୁ ମଧ୍ୟରେ ଘରୋଇ ବିବାଦ ଦେଖାଦେଇଥିଲା। ଯାହା ଉଗ୍ର ରୂପ ଧାରଣ କରିଥିଲା।
undefined

କଳହ ଏତେ ଆଗକୁ ବଢିଗଲା ଯେ, ଉଭୟେ ନିଜର ସଂସାର ବିଷୟରେ ଭାବିବାକୁ ପଛାଇଲେ ନାହିଁ। ରାଗରେ ଜର୍ଜରିତ ହୋଇ ଉଭୟ ଭଭୟଙ୍କ ଉପରକୁ କିରୋସନି ଫିଙ୍ଗାଫିଙ୍ଗି ହୋଇଥିଲେ। ଏହାପରେ ନିଆଁ ମଧ୍ୟ ଲଗାଇଦେଇଥିଲେ।। ଚାହୁଁ ଚାହୁଁ ନିଆଁ ଘରେ ମଧ୍ୟ ଲାଗିଯାଇଥିଲା।

ତେବେ ନିଆଁରେ ପୋଡି ହୋଇ ଗୁରୁତର ହୋଇଥିଲେ ଦମ୍ପତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଚରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.