ETV Bharat / state

ଫନି ପ୍ରଭାବ: ଘୁଞ୍ଚିଲା ବିପିୟୁଟି ପରୀକ୍ଷା

ବିପିୟୁଟି ପକ୍ଷରୁ 6 ତାରିଖ ଦିନ ହେବାକୁ ଥିବା ପରୀକ୍ଷା ଆସନ୍ତା 29 ତାରିଖରେ ପୁନଃ ନିର୍ଦ୍ଧାରିତ କରାଯାଇଥିବା ବେଳେ 7 ତାରିଖ ଦିନ ହେବାକୁ ଥିବା ପରୀକ୍ଷାକୁ 30 ତାରିଖକୁ ଘୁଞ୍ଚାଯାଇଛି ।

author img

By

Published : May 2, 2019, 9:36 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ରାଉରକେଲା

ରାଉରକେଲା: ସମ୍ଭାବିତ ବାତ୍ୟା ଫନି ଯୋଗୁ ବିପିୟୁଟି ପକ୍ଷରୁ ଆସନ୍ତା 6 ତଥା 7 ତାରିଖ ଦିନ ହେବାକୁ ଥିବା ରେଗୁଲାର ଓ ବ୍ୟାକ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । 6 ତାରିଖ ଦିନ ହେବାକୁ ଥିବା ପରୀକ୍ଷା ଆସନ୍ତା 29 ତାରିଖରେ ପୁନଃ ନିର୍ଦ୍ଧାରିତ କରାଯାଇଥିବା ବେଳେ 7 ତାରିଖ ଦିନ ହେବାକୁ ଥିବା ପରୀକ୍ଷାକୁ 30ତାରିଖକୁ ଘୁଞ୍ଚାଯାଇଛି । ବିପିୟୁଟି ତରଫରୁ ଆଜି ଏହି ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯାଇଛି।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:Body:

sdfg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.