ETV Bharat / state

ଏସପି ଅଫିସ ଆଗରେ ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ - all india anganwadi ladies workers association

ଅଙ୍ଗନବାଡି କର୍ମୀଙ୍କ ସହ ଦୁଷ୍କର୍ମ ଉଦ୍ୟମର କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଂଘ । ଏସପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ ଓ ଦାବି ପତ୍ର ପ୍ରଦାନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Nov 12, 2019, 2:55 PM IST

ରାଉରକେଲା: ଏସପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଆଙ୍ଗନବାଡ଼ି କର୍ମୀ । ଅଙ୍ଗନବାଡି କର୍ମୀଙ୍କ ସହ ଦୁଷ୍କର୍ମ ଉଦ୍ୟମର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅଙ୍ଗନବାଡ଼ି ବାଡ଼ି କର୍ମୀ ମାନଙ୍କ ଅଭିଯୋଗ କି, ପୋଲିସ 9 ମାସ ହେବ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
ଅଲ୍ ଇଣ୍ଡିଆ ଅଙ୍ଗନବାଡି ଲେଡିଜେ ୱାର୍କର ଆସୋସିଏସନର ସୁନ୍ଦରଗଡ ଜିଲ୍ଲା ସମ୍ପାଦିକା ବିମଲା ଲାକ୍ରାଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେସ୍ ନମ୍ବର 25/19 ଗୁରୁଣ୍ଡିଆ ଥାନାରେ ପଞ୍ଜିକୃତ ହୋଇଥିଲେ ମଧ୍ୟ ପୋଲିସ ଅପରାଧୀ ମାନଙ୍କୁ ଧରିବାରେ ସଫଳ ହୋଇ ନାହାଁନ୍ତି । ଥାନା ଅଧିକାରୀ ବାରମ୍ବାର ସନ୍ତୋଷଜନକ ଜବାବ ଦେବା ପରିବର୍ତ୍ତେ ଧମକପୂର୍ଣ୍ଣ କଥା କହୁଛନ୍ତି ବୋଲି ଅଭିଯୋଗ ହୋଇଛି । ଥାନା ଅଧିକାରୀର ନିଷ୍କ୍ରିୟତା ଯୋଗୁଁ ଅପରାଧୀ ଗିରଫ ହେଉ ନାହାଁନ୍ତି । ଏସପିକୁ ପ୍ରଦାନ କରାଯାଇ ଥିବା ଦାବିପତ୍ରରେ କୁହାଯାଇଛି, ଅପହଞ୍ଚ ଅଞ୍ଚଳର ମହିଳା ମାନଙ୍କୁ ସୁରକ୍ଷା ନ ମିଳିଲେ ସେମାନେ କାମ କରିବେ କେମିତି ?

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିିଭି ଭାରତ

Intro:ରାଉରକେଲା-ରାଉରକେଲା ଏସପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଆଙ୍ଗନବାଡ଼ି କର୍ମୀ ସହିତ ଦୁଷ୍କର୍ମ ଉଦ୍ୟମ ରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଅଙ୍ଗନବାଡ଼ି ବାଡ଼ି କର୍ମୀ ମାନଙ୍କ ଅଭିଯୋଗ ଥାନା ସ୍ତର ରେ ପୋଲିସ 9 ମାସ ପରେ ମଧ୍ୟ ଅଭିଯୁକ୍ତ କୁ ଧରିବାରେ ବିଫଳ ରହିଛି।

Body:ଅଳ ଇଣ୍ଡିଆ ଅଙ୍ଗଲବଡୀ ଲେଡିଜେ ବୋର୍କେର ଏସିସିଆସନ ର ସୁନ୍ଦରଗଡ ଜିଲ୍ଲା ସମ୍ପାଦିକା ବିମଲା ଲାକ୍ରାଙ୍କ ନେତୃତ୍ୱ ରେ ବିକ୍ଷୋଭ ପ୍ରଦର୍ଶନ କରି ଥିଲେ। କେଶ ନମ୍ବର 25/19 ଗୁରୁଣ୍ଡିଆ ଥାନା ରେ ପଞ୍ଜିକୃତ ହୋଇ ଥିଲେ ମଧ୍ୟ ପୋଲିସ ଅପରାଧୀ ମାନଙ୍କୁ ଧରିବାରେ ସଫଳ ହୋଇ ନାହାନ୍ତି। ଥାନା ଅଧିକାରୀ ବାରମ୍ବାର ସନ୍ତୋଷଜନକ ଜବାବ ଦେବା ପରିବର୍ତେ ଧମକପୂର୍ଣ କଥା ହେଉଛନ୍ତି।

Conclusion:ଥାନା ଅଧିକାରୀ ର ନିଷ୍କ୍ରିୟତା ଯୋଗୁ ଅପରାଧୀ ଗିରଫ ହେଉ ନାହାନ୍ତି। ଏସପି କୁ ପ୍ରଦାନ କରା ଯାଇ ଥିବା ଦାବି ପତ୍ର ରେ କୁହ ଯାଇଛି କି ଅପଞ୍ଚ ଅଂଚଳ ରେଏହିଲା ମାନଙ୍କୁ ସୁରଖା ନ ମିଳିଲେ ସେମାନେ କାମ କରିବେ କେମିତି।
ବାଇଟ-ବିମଲ ଲାକ୍ରା,ସମ୍ପାଦିକା,ସୁନ୍ଦରଗଡ଼ ଜିଲ୍ଲା
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.