ETV Bharat / state

ଭୋଜି ଖାଇ 50 ଅସୁସ୍ଥ - medical

ସୁନ୍ଦରଗଡ ଜିଲ୍ଲା ସୋନାଖାନର ରନ୍ତୁ ପଡାରେ ବାହାଘର ଭୋଜି ଖାଇ 50 ଅସୁସ୍ଥ । ପରେ 36 ଜଣ ଅସୁସ୍ଥଙ୍କୁ ଚିକିତ୍ସା ପାଇଁ ରାଜଗାଙ୍ଗପୁର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Apr 19, 2019, 10:12 PM IST

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ସୋନାଖାନର ରନ୍ତୁ ପଡାରେ ଏକ ବିବାହ ଭୋଜି ଖାଇ 50ରୁ ଊର୍ଦ୍ଧ୍ବ ଅସୁସ୍ଥ । ପରେ 36 ଜଣ ଅସୁସ୍ଥ ରାଜଗାଙ୍ଗପୁର ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ତେବେ ମେଡିକାଲରେ ଭର୍ତ୍ତି ହୋଇଥିବା ଅସୁସ୍ଥଙ୍କ ମଧ୍ୟରୁ 12 ଜଣ ଛୋଟ ପିଲା ରହିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସୂଚନାନୂଯାୟୀ, ଆୟୋଜିତ ଏକ ଭୋଜିରେ ଯୋଗଦେଇ ବୁନ୍ଦି ଖାଇବା ସହ ଓ ଥଣ୍ଡା ପାନୀୟ ପିଇଥିଲେ ଅନେକ ଲୋକ। ଏହାପରେ 50 ଜଣ ଅସୁସ୍ଥ ହୋଇପଡିଥିଲେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.