ETV Bharat / state

4 ଟ୍ରେନ ଲୁଟେରାଙ୍କୁ କାବୁ କଲା ପୋଲିସ

ରାଉରକେଲା ଜିଆରପି ପୋଲିସକୁ ସଫଳତା । ଏସି ଟ୍ରେନରେ ଡକାୟତି ଓ ଲୁଟ ମଚାଉଥିବା 4ଜଣ ଆନ୍ତରାଜ୍ୟ ଡକାୟତଙ୍କୁ କାବୁ କରିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Jul 28, 2019, 2:42 PM IST

ରାଉରକେଲା: ସହରରେ ଜିଆରପି ପୋଲିସ ହାତରେ ଧରାପଡିଲା କୁଖ୍ୟାତ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗ । କଲୁଙ୍ଗା ଷ୍ଟେସନରେ ଟାଟା ବିଳାଶପୁର ପାସେଞ୍ଜର ଟ୍ରେନରେ ଡକାୟତି ଉଦ୍ୟମ କରୁଥିବାବେଳେ 4 ଜଣଙ୍କୁ କାବୁ କରିଛି ରେଳ ପୋଲିସ । ଏମାନେ ସମସ୍ତେ ବିହାରର ମୁଙ୍ଗେର ଅଞ୍ଚଳର ବୋଲି ଜଣାପଡିଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ତେବେ ଏମାନଙ୍କ ଠାରୁ ମାରଣାସ୍ତ୍ର ସହ 5ଟି ମୋବାଇଲ ଜବତ କରିଛି ପୋଲିସ । କିନ୍ତୁ ଗ୍ୟାଙ୍ଗର ମୁଖ୍ୟ କୁହାଯାଉଥିବା ଚନ୍ଦନ ମଣ୍ଡଳର ଏଯାଏଁ ଧରାପଡିନାହିଁ । ଏମାନେ ମୁଖ୍ୟତଃ ଏସି ଟ୍ରେନରେ ଲୁଟ ଓ ଡକାୟତି ଘଟାଇଥାନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା : ରାଉରକେଲା ଜିଆରପି ପୋଲିସ ହାତରେ ଲାଗିଛି କୁଖ୍ୟାତ ଅନ୍ତରାଜ୍ୟ ଡକାୟତ ଗ୍ୟାଙ୍ଗ ।Body:ରାଉରକେଲା ନିକଟ କଲୁଙ୍ଗା ଷ୍ଟେସନରେ ଟାଟା ବିଳାଶପୁର ପାସେଞ୍ଜର ଟ୍ରେନ ରେ ଡକାୟତି ପାଇଁ ଉଦ୍ୟମ କରୁଥିବା ବେଳେ 4 ଜଣ ଡକାୟତ ଙ୍କୁ କାବୁ କରିଛି ରେଳ ପୋଲିସ। ବିହାର ର ଡକାୟତି ଗ୍ୟାଙ୍ଗ ର ଚାରି ଜଣ ସଦସ୍ୟ କୁ ଗିରଫ କରିଥିବା ବେଳେ ଆଉ କିଛି ଡକାୟତ ଫେରାର ହୋଇଯାଇଥିଲେ। ଏମାନେ ସମସ୍ତେ ବିହାର ମୁଙ୍ଗେର ଅଂଚଳର। ଏମାନଙ୍କ ନାମରେ ରହିଛି ଅନେକ ଲୁଟ , ଡକାୟତି ଭଳି ମାମଲା।Conclusion:ଏମାନଙ୍କ ଠାରୁ ଅନେକ ମାରଣାସ୍ତ୍ର ସହ 5 ଟି ମୋବାଇଲ ଜବତ କରିଛି ଜିଆରପି ପୋଲିସ। ତେବେ ଗେଙ୍ଗ ର ମୁଖ୍ୟ ଚନ୍ଦନ ମଣ୍ଡଳ ଏପର୍ଯ୍ୟନ୍ତ ଧରପଡିନାହିଁ। ମୁଖ୍ୟତଃ ଏସି ଟ୍ରେନ ରେ ଲୁଟ ଏବଂ ଡକାୟତି କୁ ଅଞ୍ଜାମ ଦେଇଥାନ୍ତି।

Byte : ରଞ୍ଜନ ପଟନାୟକ,ଆଇଆଇସି, ଜିଆରପି , ରାଉରକେଲା।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.