ETV Bharat / state

କିଏ ଶୁଣିବ ରୋଗାଗ୍ରସ୍ତ 108 ଆମ୍ବୁଲାନ୍ସର କାହାଣୀ - ସୁନ୍ଦରଗଡ଼

ସୁନ୍ଦରଗଡ଼ରେ ରୋଗାଗ୍ରସ୍ତ ହୋଇପଡିଛି 108 ଆମ୍ବୁଲାନ୍ସ ସେବା । କେଉଁ ଗାଡିରେ ଫ୍ୟାନ କାମ କରୁନି ତ କେଉଁଥିରେ ଏସି । ଆଉ କେତେକ ଗାଡି ସର୍ଭିସିଂ ହୋଇନଥିବାରୁ ହଇରାଣ ହରକତ ହେଉଛନ୍ତି ଗାଡି ଚାଳକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Jun 29, 2019, 3:02 PM IST

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସାଙ୍ଘାତିକ ହୋଇପଡିଛି 108 ଆମ୍ବୁଲାନ୍ସ ସେବା। ବିଭିନ୍ନ ବ୍ଲକର ରୋଗୀଙ୍କୁ ସେବା ଯୋଗାଉଥିବା ଏହି ଗାଡି ଏବେ ଦୟନୀୟ ହୋଇପଡିଛି । ଫଳରେ ରୋଗୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହେଲେ ଏଥିପ୍ରତି ନା କେନ୍ଦ୍ର ସରକାର ଧ୍ୟାନ ଦେଉଛନ୍ତି ନା ରାଜ୍ୟ ସରକାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

2013ରୁ ଜିଲ୍ଲାରେ ଆରମ୍ଭ ହୋଇଥିଲେ 108 ଆମ୍ବୁଲାନ୍ସ ସେବା । 21ଟି ଗାଡିକୁ ନେଇ ଆରମ୍ଭ ହୋଇଥିବା ଏହି ସେବା ଏବେ ଠିକ ଭାବରେ କାର୍ଯ୍ୟକାରୀ ହେଉନାହିଁ । ଗାଡିଗୁଡିକରେ ଫ୍ୟାନ ଓ ଏସି କାମ କରୁନଥିବା ବେଳେ କବାଟକୁ ରଶିରେ ବନ୍ଧାରେ ଯାଇଛି । ଆଉ ଗାଡିଗୁଡିକ ପୁରୁଣା ହୋଇ ପଡିଥିବାବେଳେ ସର୍ଭିସିଂ ମଧ୍ୟ କରାଯାଉନାହିଁ । ଫଳରେ ଗାଡି ଚାଳକ ମଧ୍ୟ ବିଭିନ୍ନ ସମୟରେ ହଇରାଣ ହରକତରେ ପଡିଛନ୍ତି ।

ତେବେ କେନ୍ଦ୍ର ସରକାରଙ୍କ ଏହି ଯୋଜନା ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ହେଉଥିବା ବେଳେ ଏବେ ଏଥିପ୍ରତି କେହି ଧ୍ୟାନ ନେଉନାହାନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ବହୁଳ ଜିଲ୍ଲା ତଥା ଏଠାରେ ବିଭିନ୍ନ ବ୍ଲକ ରୁ ରୋଗୀ ନେଇ ଯାଉ ଥିବା 17 ଟି 108 ଆମ୍ବୁଲାନ୍ସ ର ଅବସ୍ଥା ସାଙ୍ଘାତିକ। ବଡ କଥା ହେଉଛି 108 ଆମ୍ବୁଲାନ୍ସ ରେ ନିର୍ବାଚନୀ ଫାଇଦା ରାଜ୍ୟ ସରକାର ନେଉଛି ବୋଲି ବିଜେପି ର କେନ୍ଦ୍ର ସରକାର ଚାପ ପ୍ରୟୋଗ କରି କେନ୍ଦ୍ର ରାଜ୍ୟ ସରକାର ର ନାମ ଗାଡି ରୁ ହଟାଇ ଦିଆଯାଇଛି। କିନ୍ତୁ ଆଜି 108 ଆମ୍ବୁଲାନ୍ସ ର ଅବସ୍ଥା ଖରାପ ହୋଇ ଯାଇଛି ହେଲେ କିଏ କିଏ ଏହି ଦାଇତ୍ୱ ନେବା ପାଇଁ ପ୍ରସ୍ତୁତ ନାହିଁ।

Body:2013 ରୁ ଜିଲ୍ଲା ରେ 108 ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା। ଜିଲ୍ଲା ରେ 21 ଟି 108 ଆମ୍ବୁଲାନ୍ସ ଚାଲିଛି। କିନ୍ତୁ ରୋଗୀ ସେବା ପାଇଁ ନିୟୋଜିତ ଆମ୍ବୁଲାନ୍ସ ଗୁଡିକ ନିଜେ ଚିକିତ୍ସା ଅ ଅଭାବ ରେ ପୀଡିତ। ଆମ୍ବୁଲାନ୍ସ ରେ ଏସି ଗୁଡିକ କାମ କରିନାହିଁ। କବାଟ କୁ ବନ୍ଦ କରିବା ସ୍ଥାନ ରେ କବାଟ କୁ ରସ୍ସୀ ରେ ବନ୍ଧା ହେଉଛି । ଏହାର ଗାଡି ଚାଳକ ମନେ ମଧ୍ୟ ହଇରାଣ ହେବାର ମୁଖ୍ୟ କାରଣ ହେଉଛି କି ଗାଡି ପୁରୁଣା ହୋଇ ଯାଇଛି କିନ୍ତୁ ଏହାକୁଭିଥିକ କରିବା ପାଇଁ କିଛି କର ନାହିଁ।

Conclusion:ଲୋକଙ୍କ ଭୋଟ ନେବା ପାଇଁ କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ର ବିବାଦ ହେଲା। କିନ୍ତୁ ପରିସ୍ଥିତି ଖରାପ ହେବ ବେଳେ କିଏ ଆଗେଇ ପରିସ୍ଥିତି କୁ ସୁଧାରିବା ପାଇଁ ଉଦ୍ୟମ କରି ନାହାନ୍ତି।
ବାଇଟ- 108 ଗାଡି ଚାଳକ
ବାଇଟ-ନିରଞ୍ଜନ ରାଉତ,ସମାଜସେବୀ
ବାଇଟ-108 ଗାଡି ର ହେଲ୍ପର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.