ETV Bharat / state

ସୁବର୍ଣ୍ଣପୁରରେ ଜାରି ରହିଛି ସାପ୍ତାହିକ ସଟଡାଉନ, ପୋଲିସର ଚେକିଂ କଡାକଡି

author img

By

Published : Jul 25, 2020, 12:16 PM IST

ସୁବର୍ଣ୍ଣପୁରରେ ସପ୍ତାହିକ ସଟଡାଉନ ଜାରି ରହିଛି । ଦୋକାନ ବଜାର, ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ ସମେତ ଅଖ ଚକ ସବୁ ବନ୍ଦ ରହିଛି । ଜନସାଧାରଣଙ୍କ ଭିତରେ କୋଭିଡ ସଂକ୍ରମଣକୁ ନେଇ ବେଶ ଭୟ ରହିଥିବା ବେଳେ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ନେଉଥିବା ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଉଛି ।

ସୁବର୍ଣ୍ଣପୁରରେ ଜାରି ରହିଛି ସାପ୍ତାହିକ ସଟଡାଉନ, ପୋଲିସର ଚେକିଂ କଡାକଡି
ସୁବର୍ଣ୍ଣପୁରରେ ଜାରି ରହିଛି ସାପ୍ତାହିକ ସଟଡାଉନ, ପୋଲିସର ଚେକିଂ କଡାକଡି

ସୁବର୍ଣ୍ଣପୁର: ଜିଲ୍ଲାରେ କୋରୋନା ସଂକ୍ରମଣ କ୍ରମାଗତ ଭାବରେ ବଢି ଚାଲିଛି । ଫଳରେ ଜୁଲାଇ ମାସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସପ୍ତାହିକ ସଟଡାଉନ କରାଯାଉଛି । ତେବେ ତୃତୀୟ ସପ୍ତାହରେ ଶନିବାର ଓ ରବିବାର ଦୁଇ ଦିନ ସଟଡାଉନ କରାଯାଇଛି । ଜିଲ୍ଲାରେ ଦୋକାନ ବଜାର, ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ ସମେତ ଅଖ ଚକ ସବୁ ବନ୍ଦ ରହିଛି ।

ସୁବର୍ଣ୍ଣପୁରରେ ଏବେ 74 ଜଣ କୋରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ 25 ଜଣ ସକ୍ରିୟ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । 49 ଜଣ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇ ସାରିଛନ୍ତି । ତେବେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସନ୍ଧ୍ୟାରେ ବ୍ୟାପକ ଭାବେ ଚେକିଂ କରାଯାଉଥିବା ବେଳେ କର୍ଫ୍ୟୁକୁ କଡ଼ାକଡ଼ି କରାଯାଇଛି । ଜନସାଧାରଣଙ୍କ ଭିତରେ କୋଭିଡ ସଂକ୍ରମଣକୁ ନେଇ ବେଶ ଭୟ ରହିଥିବା ବେଳେ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ନେଉଥିବା ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.