ETV Bharat / state

ସୋନପୁର ଓ ବୀରମହାରାଜପୁରରେ ଭୋଟ ଗଣତି ଆରମ୍ଭ

ସୁବର୍ଣ୍ଣପୁରରେ ଆରମ୍ଭ ହେଲା ଭୋଟ ଗଣତି ।

author img

By

Published : May 23, 2019, 10:46 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ଆରମ୍ଭ ହେଲା ଭୋଟ ଗଣତି । କିଏ ମାରିବ ବାଜିମାତ ଏନେଇ ଉତ୍କଣ୍ଠା ବଢିବାରେ ଲାଗିଛି । ସୁବର୍ଣ୍ଣପୁର ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ( 65ନଂ) ଓ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ (64 ନଂ)ର ଭୋଟ ଗଣତି ଆରମ୍ଭ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.