ETV Bharat / state

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କାଢା ବାଣ୍ଟୁଛନ୍ତି ସ୍ବେଚ୍ଛାସେବୀ

author img

By

Published : May 23, 2021, 11:29 AM IST

ସୁବର୍ଣ୍ଣପୁର ଜିଲ୍ଲାରେ କୋରୋନାକୁ ମାତ୍ ଦେବା ପାଇଁ କାଢା ପ୍ରସ୍ତୁତ କରି ବଣ୍ଟନ କରୁଛନ୍ତି ସ୍ବେଚ୍ଛାସେବୀ ସଂଗଠନ । ଅଧିକ ପଢନ୍ତୁ...

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କାଢା  ବଣ୍ଟନ କରୁଛନ୍ତି  ସ୍ବେଛାସେବୀ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ କୋରୋନାର ମୁକାବିଲା ପାଇଁ ଅନେକ ସ୍ବେଚ୍ଛାସେବୀ ସଂଗଠନ ଆଗେଇ ଆସିଛନ୍ତି । ଏନେଇ ସକାଳ ସମୟରେ ଅନେକ ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଗୁଡିକ ଭୋକିଲା ଲୋକଙ୍କୁ ଆହାର ଯୋଗାଇ ଦେବା ସହିତ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ପାଇଁ କାଢା ପ୍ରସ୍ତୁତ କରି ବଣ୍ଟନ କରୁଛନ୍ତି ।

ସଦର ମହକୁମା ସହିତ ବିରମହରାଜପୁର ଓ ବିନିକା ସହରରେ କାଢା ପ୍ରସ୍ତୁତ କରି ବଣ୍ଟନ କରାଯାଉଛି । ସକାଳୁ ସକାଳୁ ଲୋକେ ବଜାର ଜିବା ପାଇଁ ଘରୁ ବାହାରୁଥିବା ବେଳେ ସେମାନଙ୍କୁ କାଢା ପ୍ରଦାନ କରାଯାଉଛି । ଏହି କାର୍ଯ୍ୟରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ,କେଶରୀଆ ହିନ୍ଦୁ ବାହୀନି , ଭାରତୀୟ ଜନତା ପାର୍ଟି ସମେତ ଅନ୍ୟାନ୍ୟ ଅନୁଷ୍ଠାନ ଏହି କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ।

ତୁଳସୀ ପତ୍ର, ତେଜ ପତ୍ର, ଲବଙ୍ଗ, ଗୋଲ ମରିଚ, ଡାଲଚିନି, ସୁଣ୍ଠି, ଅଳେଇଚ , ଧନିଆଁ ଆଦି ସହିତ ଅନେକ ମସଲା ଜାତୀୟ ଦ୍ରବ୍ୟ ମିଶାଇ କାଢା ପ୍ରସ୍ତୁତ କରାଯାଇ ଲୋକଙ୍କୁ ପ୍ରଦାନ କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.