ETV Bharat / state

ସୁବର୍ଣ୍ଣପୁରରେ ଟୀକାକରଣ ଆରମ୍ଭ, ଟିକା ନେଲେ 12 ବରିଷ୍ଠ ନାଗରିକ - ସୁବର୍ଣ୍ଣପୁର ନେତ୍ର ଚିକିତ୍ସାଳୟରେ ଟୀକାକରଣ

ସୁବର୍ଣ୍ଣପୁର ବିରମହାରାଜପୁର ଉପଖଣ୍ଡ ସ୍ଥିତ ମହାନଦୀ ନେତ୍ର ତିକିତ୍ସାଳୟରେ କୋଭିଡ ଟୀକାକରଣ ଆରମ୍ଭ । 60 ବୟସରୁ ଊର୍ଦ୍ଧ୍ବ ନାଗରିକ ନେଲେ ଟିକା । ଅଧିକ ପଢନ୍ତୁ....

ସୁବର୍ଣ୍ଣପୁର ମହାନଦୀ ନେତ୍ର ଚିକିତ୍ସାଳୟରେ ଟୀକାକରଣ ଆରମ୍ଭ

author img

By

Published : Mar 5, 2021, 8:19 PM IST

ସୁବର୍ଣ୍ଣପୁର: ଜିଲ୍ଲା ବିରମହାରାଜପୁର ଉପଖଣ୍ଡର ପଣ୍ଡାପାଲି ଠାରେ ଥିବା ମହାନଦୀ ନେତ୍ର ଚିକିତ୍ସାଳୟରେ କୋଭିଡ19 ଟୀକାକରଣ ଆରମ୍ଭ ହୋଇଛି । ଜିଲ୍ଲାର ଏହି ଘରୋଇ ଚିକିତ୍ସାଳୟରେ 60 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନଙ୍କୁ ଟିକା ପ୍ରଦାନ କରାଯାଉଛି ।

ସୁବର୍ଣ୍ଣପୁର ମହାନଦୀ ନେତ୍ର ଚିକିତ୍ସାଳୟରେ ଟୀକାକରଣ ଆରମ୍ଭ

ଆଜି(ଶୁକ୍ରବାର) ପ୍ରଥମ ଦିନରେ 12 ଜଣ ବରିଷ୍ଠ ନାଗରିକଙ୍କୁ ଟିକା ଦିଆଯାଇ ଥିବାବେଳେ ଏହି ଟୀକାକରଣ ପ୍ରତ୍ୟେକ ଦିନ ଚାଲିବ ବୋଲି ଚିକିତ୍ସାଳୟ ପକ୍ଷରୁ ସୂଚନା ମିଳିଛି । ତେବେ ଜିଲ୍ଲାର ଏହି ଚିକିତ୍ସାଳୟରେ ଟୀକାକରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବରିଷ୍ଠ ନାଗରିକମାନେ ଏହି ଟୀକାକରଣର ସୁଯୋଗ ନେବାକୁ ଚିକିତ୍ସାଳୟର ମୁଖ୍ୟ ଗୋପାଳ ବାବୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.