ETV Bharat / state

'ଦୁର୍ନୀତି ମୁକ୍ତ ସମାଜ ଗଠନ ଚରିତ୍ରରେ ସଂସ୍କାର ଆବଶ୍ୟକ' - ଦୁର୍ନୀତି ମୁକ୍ତ ହେବାପାଇଁ ଶପଥପାଠ

ଦୁର୍ନୀତି ମୁକ୍ତ ସମାଜ ଗଠନ ପାଇଁ ଚରିତ୍ରରେ ସଂସ୍କାର ଆବଶ୍ୟକ । ଛାତ୍ରଛାତ୍ରୀ , ବୁଦ୍ଧିଜୀବୀ , ସରକାରୀ କର୍ମଚାରୀ ମାନଙ୍କୁ ଦୁର୍ନୀତି ମୁକ୍ତ ହେବାପାଇଁ ଶପଥପାଠ କରାଯାଇଛି ।

ଫଟୋ ସୌଜନ୍ୟ : ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Oct 31, 2019, 4:01 PM IST

ସୁବର୍ଣ୍ଣପୁର : ଦୁର୍ନୀତି ନିବାରଣ ସପ୍ତାହ । ସ୍ଥାନୀୟ ଡିଆରଡିଏ ସମ୍ବିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇଛି ।

ଜିଲ୍ଲାପାଳ ମନୀଷା ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁର୍ନୀତି ମୁକ୍ତ ସମାଜ ଗଠନ ପାଇଁ ଚାରିତ୍ରିକ ସଂସ୍କାରର ଆବଶ୍ୟକ ରହିଛି ବୋଲି କହିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ପଣ୍ଡା ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ , ବୁଦ୍ଧିଜୀବୀ , ସରକାରୀ କର୍ମଚାରୀ ମାନଙ୍କୁ ଦୁର୍ନୀତି ମୁକ୍ତ ହେବା ପାଇଁ ଶପଥପାଠ କରାଇଛନ୍ତି। ଏହି ସଚେତନତା ସଭାରେ ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ ଦୁର୍ନୀତି ନିବାରଣ ପାଇଁ ଜିଲ୍ଲା ପ୍ରଶାସନର ଆନ୍ତରିକତା ଆବଶ୍ୟକ ବୋଲି କହିଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ସୁବର୍ଣ୍ଣପୁର

ସରକାରୀ କର୍ମଚାରୀ ନିଷ୍ଠାପର ଭାବେ କାର୍ଯ୍ୟ କଲେ ଦୁର୍ନୀତି ଦୂର ସମ୍ଭବ ବୋଲି କହିଥିଲେ । ଦୁର୍ନୀତି ମୁକ୍ତ ସମାଜ ଗଠନ ପାଇଁ ଉଭୟ ଜିଲ୍ଲା ପ୍ରଶାସନ ଓ ଗଣମାଧ୍ୟମର ମିଳିତ ପ୍ରୟାସ ଦରକାର ବୋଲି କହିଥିଲେ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନୀୟ ଡିଆରଡିଏ ସମ୍ବିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇଛି।ଜିଲ୍ଲାପାଳ ମନୀଷା ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁର୍ନୀତି ମୁକ୍ତ ସମାଜ ଗଠନ ପାଇଁ ଚାରିତ୍ରିକ ସଂସ୍କାରର ଆବଶ୍ୟକ ରହିଛି ବୋଲି କହିଥିଲେ।ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ପଣ୍ଡା ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ , ବୁଦ୍ଧିଜୀବୀ , ସରକାରୀ କର୍ମଚାରୀ ମାନଙ୍କୁ ଦୁର୍ନୀତି ମୁକ୍ତ ହେବାପାଇଁ ଶପଥପାଠ କରାଇ ଥିଲେ।ଏହି ସଚେତନତା ସଭାରେ ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ ଦୁର୍ନୀତି ନିବାରଣ ପାଇଁ ଜିଲ୍ଲା ପ୍ରଶାସନର ଆନ୍ତରିକତା ଆବଶ୍ୟକ ବୋଲି କହିଥିଲେ।

Body:ସରକାରୀ କର୍ମଚାରୀ ନିଷ୍ଠାପର ଭାବେ କାର୍ଯ୍ୟ କଲେ ଦୁର୍ନୀତି ଦୂର ସମ୍ଭବ ବୋଲି କହିଥିଲେ।ଦୁର୍ନୀତି ମୁକ୍ତ ସମାଜ ଗଠନ ପାଇଁ ଉଭୟ ଜିଲ୍ଲା ପ୍ରଶାସନ ଓ ଗଣମାଧ୍ୟମର ମିଳିତ ପ୍ରୟାସ ଦରକାର ବୋଲି କହିଥିଲେ।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.