ETV Bharat / state

ସୁବର୍ଣ୍ଣପୁର ସଟଡାଉନ: ଅମାନିଆଙ୍କ ପାଇଁ କଡ଼ାକଡ଼ି ହେଉଛି କାର୍ଯ୍ୟାନୁଷ୍ଠାନ

author img

By

Published : Jul 19, 2020, 7:21 AM IST

ସୁବର୍ଣ୍ଣପୁରର ସଟଡାଉନ । କୋରୋନା ଗାଇଡ ଲାଇନ ଭାଙ୍ଗୁଥିବା ଅମାନିଆଙ୍କୁ ସାବାଡ କରୁଛି ପୋଲିସ । ଅଧିକ ପଢନ୍ତୁ...

subarnapur shutdown , due to corona
ସୁବର୍ଣ୍ଣପୁର ସଟଡାଉନ : ଅମାନିଆଙ୍କ ପାଇଁ କଡ଼ାକଡ଼ି ହେଉଛି କାର୍ଯ୍ୟାନୁଷ୍ଠାନ

ସୁବର୍ଣ୍ଣପୁର: ଜିଲ୍ଲା ପୋଲିସ ପକ୍ଷରୁ ସଟଡାଉନକୁ କଡ଼ାକଡ଼ି କରାଯାଉଛି । ସଟଡାଉନ ନ ମାନିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଜନସାଧାରଣଙ୍କ ଭିତରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ତେବେ କୋଭିଡ 19 ଗାଇଡ ଲାଇନକୁ ମାନି ନ ଥିବା 9 ଜଣ ଦୋକାନୀଙ୍କ ବିରୋଧରେ ଜିଲ୍ଲା ପୋଲିସ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଗତ ସପ୍ତାହରେ ଶନିବାର ଓ ରବିବାର ଦୁଇ ଦିନ ପାଇଁ ସଟ ଡାଉନ ସଫଳ ହୋଇଥିବା ବେଳେ ଶନିବାର ବି ସଟଡାଉନକୁ କଡ଼ାକଡ଼ି ପାଳନ କରାଯାଇଛି। ରବିବାର ବି ସାରା ଜିଲ୍ଲା ସଟଡାଉନ ରହିବ । ଅଧିକାଂଶ ସମୟରେ ସୁବର୍ଣ୍ଣପୁର ଗ୍ରୀନ ଜୋନରେ ରହୁଥିବା ବେଳେ ଏବେ 5 ଜଣ କୋରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଟଡାଉନ ପାଇଁ ନିଷ୍ପତ୍ତି ନିଆଯାଇଛି । ଯାହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.