ETV Bharat / state

ଶିଶୁ ନିର୍ଯ୍ୟାତନା ରୋକିବା ନେଇ ସୁବର୍ଣ୍ଣପୁର ପ୍ରଶାସନର ଉଦ୍ୟମ - subarnapur collector

ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ଶିଶୁମାନଙ୍କ ବୟସ ଯାଞ୍ଚ କରିବା ସହ ଶିଶୁମାନଙ୍କୁ ସାର୍ବଜନୀନ ଶିକ୍ଷାରେ ସାମିଲ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ଉଦ୍ୟମ କରାଯାଇଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Aug 22, 2019, 11:04 AM IST

ସୁବର୍ଣ୍ଣପୁର : ଶିଶୁ ସୁରକ୍ଷା ଓ ଅଧିକାର ତଥା ସାର୍ବଜନୀନ ପ୍ରାଥମିକ ଶିକ୍ଷାକୁ ନେଇ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ । ଏନେଇ ବେଶ ଯତ୍ନବାନ ହୋଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ମନୀଷା ବାନାର୍ଜି । ଜିଲ୍ଲାର ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ଶିଶୁମାନଙ୍କ ବୟସ ଯାଞ୍ଚ କରିବା ସହ ଶିଶୁମାନଙ୍କୁ ସାର୍ବଜନୀନ ଶିକ୍ଷାରେ ସାମିଲ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ଉଦ୍ୟମ କରାଯାଇଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

ଶିଶୁ ନିର୍ଯ୍ୟାତନା ରୋକିବା ପାଇଁ ଜିଲ୍ଲା ପୋଲିସ ବିଭାଗ ସହ କାର୍ଯ୍ୟ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ କମିଟିକୁ ପରାମର୍ଶ ଦିଆଯାଇଛି । ବୁଧବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚାଇଲ୍ଡ ଲାଇନ ସେବା ଯୋଗାଣ ବ୍ୟବସ୍ଥା ସମ୍ବନ୍ଧୀୟ ବୈଠକରେ ଜିଲ୍ଲାପାଳ ଶିଶୁମାନଙ୍କ ଅଧିକାର ଉପରେ ବେଶ ଗୁରୁତ୍ବ ଦେଇଥିଲେ ।

ଆୟୋଜିତ ବୈଠକରେ ଚାଇଲ୍ଡ ଲାଇନ ସେବା ଫାଉଣ୍ଡେସନର ସିନିୟର ପ୍ରୋଗ୍ରାମ ସଂଯୋଜକ ଆର୍କା ଲାହା ଯୋଗଦେଇ ଶିଶୁ ସୁରକ୍ଷା ଓ ଅଧିକାର ସଂପର୍କରେ ବିଶଦ ଆଲୋଚନା କରିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ଏଙ୍କର-ସୁବର୍ଣ୍ଣପୁର ଜିଲ୍ଲାରେ ଶିଶୁ ସୁରକ୍ଷା ଓ ଶିଶୁ ଅଧିକାର ତଥା ଶିଶୁଙ୍କ ସାର୍ବଜନୀନ ପ୍ରାଥମିକ ଶିକ୍ଷା ଉପରେ ଜିଲ୍ଲାପାଳ ମନୀଷା ବାନାର୍ଜି ବେଶ ଯତ୍ମବାନ ହୋଇଛନ୍ତି ।ଜିଲ୍ଲାର ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ଶିଶୁମାନଙ୍କ ବୟସ ଯାଂଜ କରିବା ସହିତ ଶିଶୁମାନଙ୍କୁ ସାର୍ବଜନୀନ ଶିକ୍ଷାରେ ସାମିଲ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ଉଦ୍ୟମ କରାଯାଉଛି ।ଶିଶୁ ନିର୍ଯ୍ୟାତନା ରୋକିବା ପାଇଁ ଜିଲ୍ଲା ପୋଲିସ ବିଭାଗ ସହିତ କାର୍ଯ୍ୟ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଶିଶୁ ସୁରକ୍ଷା କମିଟୀକୁ ପରାମର୍ଶ ଦେଇଛନ୍ତି ।ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଚାଇଲଡ ଲାଇନ ସେବା ଯୋଗାଣ ବ୍ୟବସ୍ଥା ସମ୍ବନ୍ଧିୟ ବୈଠକରେ ଜିଲ୍ଲାପାଳ ଶିଶୁମାନଙ୍କ ଅଧିକାର ଉପରେ ବେଶ ଗୁରୁତ୍ବ ଦେଇଥିଲେ ।ଆୟୋଜିତ ବୈଠକରେ ଚାଇଲଡ୍ ଲାଇନ ସେବା ଯୋଗାଣ ବ୍ୟବସ୍ଥା ଉପରେ ଚାଇଲଡ ଲାଇନ ଫାଉଣ୍ଡେସନର ସିନିୟର ପ୍ରୋଗ୍ରାମ ସଂଯୋଜକ ଆର୍କା ଲାହା ଯୋଗ ଦେଇ ଶିଶୁ ସୁରକ୍ଷା ଓ ଶିଶୁ ଅଧିକାର ସଂପର୍କରେ ବିଶଦ ଆଲୋଚନା କରିଥିଲେ ।Body:ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ,ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ଶିଶୁ ନିର୍ଯ୍ୟାତନା ,ଶିଶୁ ଶ୍ରମିକ ସଂପର୍କିତ ଆଲୋଚନା କରିବା ସହିତ ଜିଲ୍ଲାର ସ୍ବେଛାସେବୀ ସଂଗଠନ ଗୁଡିକୁ ଶିଶୁଙ୍କ ବିକାଶରେ ସାମିଲ କରିବା ପାଇଁ ଆଲୋଚନା କରିଥିଲେ ।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.