ETV Bharat / state

ସୁବର୍ଣ୍ଣପୁରରେ ଦ୍ବିତୀୟ ସପ୍ତାହର ସଟଡାଉନ: ଗାଁ ଠୁ ସହର ଜନମାନବ ଶୂନ୍ୟ

author img

By

Published : Jul 18, 2020, 12:23 PM IST

ରାଜ୍ୟରେ କୋରୋନା ବୃଦ୍ଧି କାରଣରୁ କେତେକ ଜିଲ୍ଲାକୁ ଏବେ ସମ୍ପୂର୍ଣ୍ଣ ଭାବେ ସଟଡାଉନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁରରେ ପୂର୍ବପରି ଜୁଲାଇ ମାସର ଦ୍ବିତୀୟ ସପ୍ତାହର ଶନିବାର ଓ ରବିବାରକୁ ସଟଡାଉନ କରାଯାଇଛି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ ଦ୍ବିତୀୟ ସପ୍ତାହର 2 ଦିନ ମଧ୍ୟ ଜାରି ରହିଛି ସଟଡାଉନ

ସୁବର୍ଣ୍ଣପୁର: ଜିଲ୍ଲାରେ ଜୁଲାଇ ଦ୍ଵିତୀୟ ସପ୍ତାହରେ 2 ଦିନ ପାଇଁ ସଟଡାଉନ କରାଯାଇଛି। ଆଜି(ଶନିବାର) ଆଉ ରବିବାର ଗାଁ ଗହଳିରୁ ଆରମ୍ଭ କରି ସହର ଯାଏଁ ସବୁକିଛି ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି।

ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବା ସହିତ ସଟଡାଉନକୁ କଡ଼ାକଡ଼ି କରାଯାଇଛି। ଫଳରେ ଶନିବାର ଗାଁରୁ ସହର ଜନମାନବ ଶୂନ୍ୟ ହୋଇପଡିଛି। ଜନସାଧାରଣଙ୍କ ମନରୁ ଧୀରେ ଧୀରେ କୋରୋନା ସଂକ୍ରମଣ ଭୟ ଦୂରଉଥିବାବେଳେ, ପ୍ରଶାସନ କିନ୍ତୁ ଲୋକଙ୍କ ଜୀବନ ସୁରକ୍ଷା ନେଇ ଚିନ୍ତିତ ରହିଛି।

ଫଳରେ ସପ୍ତାହରେ 2 ଦିନ ପାଇଁ ସଟଡାଉନ କରାଯାଇଛି । ଏବେ ମାତ୍ର 5 ଜଣ କୋରୋନା ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ 44 ଜଣ ସଂକ୍ରମିତ ବ୍ୟକ୍ତି ଏବେ ସୁସ୍ଥ ଥିବା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.