ETV Bharat / state

ଜଳିଗଲା ଚାଉଳ ବୋଝେଇ ଟ୍ରକ, କାରଣ ଅସ୍ପଷ୍ଚ

author img

By

Published : Dec 23, 2020, 8:01 PM IST

ଚାଉଳ ବୋଝେଇ ଟ୍ରକରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର । ଅଧିକ ପଢନ୍ତୁ...

rice loaded truck burn in subarnapur
ପୋଡି ଗଲା ଚାଉଳ ବୋଝେଇ ଟ୍ରକ,କାରଣ ଅସ୍ପଷ୍ଚ

ସୁବର୍ଣ୍ଣପୁର : ଚାଉଳ ବୋଝେଇ ଟ୍ରକରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର । ଟ୍ରକଟି ଏକ ରାଇସ ମିଲରୁ ଚାଉଳ ବୋଝେଇ କରି ଡୁଙ୍ଗୁରିପାଲିକୁ ଯାଉଥିବା ବେଳେ ରାମପୁର ରାସ୍ତାର କମିରା ଛକରେ ହଠାତ ନିଆଁ ଲାଗି ଯାଇଥିଲା । ଫଳରେ ଟ୍ରକଟି ସମ୍ପୁର୍ଣ୍ଣ ପୋଡି ନଷ୍ଟ ହୋଇ ଯାଇଛି । ନିଆଁ ଲାଗିଯିବା ଜାଣି ପାରି ଡ୍ରାଇଭର ଓ ହେଲପର ଗାଡିରୁ ଡେଇଁ ପଡିଥିଲେ ।

ପୋଡି ଗଲା ଚାଉଳ ବୋଝେଇ ଟ୍ରକ,କାରଣ ଅସ୍ପଷ୍ଚ

ସଟସର୍କିଟ ଯୋଗୁଁ ନିଆଁ ଲାଗିଥାଏ ପାରେ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଟ୍ରକରେ ନିଆଁ ଲାଗିବା ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଗାଡ଼ି ମଟର ବେଶ କିଛି ସମୟ ଧରି ଅଟକି ରହିଥିଲା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.