ETV Bharat / state

ବର୍ଷା ପାଣିରେ ବୁଡିଛି ପୋଲ, ଯାତାୟତ ପ୍ରଭାବିତ - ବର୍ଷା ପାଣି

ଟିକିଏ ବର୍ଷା ହେଲେ ଜମୁଛି ଆଣ୍ଠୁଏ ଆଣ୍ଠୁଏ ପାଣି । ପୋଲ ଥାଇ ବି ନଥିଲା ପରି ମନେ ହେଉଛି । ଏ ହେଉଛି ବିନିକା ବ୍ଲକ ମହଦା-ବାବୁପାଲି ଆରଡି ରାସ୍ତା ମଝିରେ ଥିବା ପୋଲ ଉପରର ଦୃଶ୍ୟ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Jul 6, 2019, 9:00 PM IST

ସୁବର୍ଣ୍ଣପୁର: ଟିକିଏ ବର୍ଷା ହେଲେ ଜମୁଛି ଆଣ୍ଠୁଏ ଆଣ୍ଠୁଏ ପାଣି । ପୋଲ ଥାଇ ବି ନଥିଲା ପରି ମନେ ହେଉଛି । ବୁଡି ଯାଉଛି ରାସ୍ତା ଘାଟ । ଚାରିଆଡେ କେବଳ ପାଣି ହିଁ ପାଣି । ଏପରି ସ୍ଥିତିରେ ବେହାଲ ହୋଇପଡିଛି ସାଧାରଣ ଜନଜୀବନ । ଯାତାୟତ ଏକ ପ୍ରକାର ବନ୍ଦ ହୋଇଯାଇଛି କହିଲେ ଚଳେ । ଏ ହେଉଛି ବିନିକା ବ୍ଲକ ମହଦା-ବାବୁପାଲି ଆରଡି ରାସ୍ତା ମଝିରେ ଥିବା ପୋଲ ଉପରର ଦୃଶ୍ୟ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଆରଡି ରାସ୍ତା ଦେଇ ଦୈନିକ ଶହ ଶହ ଲୋକ ଯିବା ଆସିବା କରୁଥିବାବେଳେ ଟିକେ ବର୍ଷା ହେଲେ ବୁଡି ଯାଉଛି ପୋଲ ଏବଂ ପୋଲ ଉପରେ ପ୍ରବାହିତ ହେବାରେ ଲାଗୁଛି ବର୍ଷା ପାଣି । ଏନେଇ ଲୋକେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ତିଆରି ହୋଇ ପାରିନାହିଁ ଉଚ୍ଚ ପୋଲ । ଫଳରେ ପ୍ରତ୍ୟେକ ବର୍ଷ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ବ୍ୟବସାୟିକ ସହର ଭାବେ ପରିଚିତ ବିନିକା ସହରକୁ ଦୈନିକ ପ୍ରାୟ 60ରୁ ଅଧିକ ମଉଜାର ଲୋକେ ଆସିଥାନ୍ତି । ହେଲେ ବର୍ଷା ପାଣି ପୋଲ ଉପରେ ଯାଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Anchor
ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହଦା-ବାବୁପାଲି ଆରଡି ରାସ୍ତାରେ ମଝିରେ ଥିବା ପୋଲ ଉପରେ ଆଣ୍ଠୁଏ ପାଣି ଯାତାୟାତ ବନ୍ଦ ହୋଇଯାଇଛି I ଗତ ତିନିଦିନ ଧରି ତୁହାକୁ ତୁହା ଲଘୁଚାପ ବର୍ଷା ହେଉଥିବାରୁ ଏହି ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବନ୍ଦ ହୋଇଯାଇଛି I ଏହି ଆରଡି ରାସ୍ତାଦେଇ ଦୈନିକ ଶହଶହ ଲୋକ ଯିବାଆସିବା କରିଥାନ୍ତି I ହେଲେ ଏହି ରାସ୍ତାରେ ଉଚ୍ଚ ପୋଲଟିଏ ତିଆରି ହୋଇ ପାରିନାହିଁ I ଯା ଫଳରେ ପ୍ରତ୍ୟେକ ବର୍ଷ ଏହି ପୋଲ ଉପରେ ବର୍ଷାପାଣି ପ୍ରବାହିତ ହେଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଯିବା ଆସିବା ସମ୍ପୂର୍ଣ ଭାବେ ବନ୍ଦ ହୋଇ ଯାଇଥାଏ IBody:ବ୍ୟବସାୟିକ ସହର ଭାବେ ପରିଚିତ ବିନିକା ସହରକୁ ପ୍ରାୟ 60ରୁ ଅଧିକ ମୌଜାର ଲୋକେ ଏହି ରାସ୍ତାରେ ପ୍ରତିଦିନ ଯିବା ଆସିବା କରୁଛନ୍ତି। ହେଲେ ବର୍ଷା ପାଣି ପୋଲ ଉପରେ ଯାଉ ଥିବାରୁ ଯୋଗାଯୋଗ ବିଛିନ୍ନ ହୋଇ ପଡିଛି।Conclusion:Story assigned by Sarada Madam.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.