ETV Bharat / state

ଆସିପାରିଲାନି ଆମ୍ବୁଲାନ୍ସ, ପୁଣି ଖଟିଆରେ ଗର୍ଭବତୀ - ଖଟିଆରେ ବୁହାହେଲେ ଗର୍ଭବତୀ

ବିକାଶର ଆଉ ଏକ ନଗ୍ନ ଚିତ୍ର । ପୁଣି ରାଜ୍ୟରେ ଜନନୀ ଯନ୍ତ୍ରଣା । ରାସ୍ତା ଖରାପ ଯୋଗୁଁ ଗାଁକୁ ଗଡ଼ିପାରିଲାନି ଆମ୍ବୁଲାନ୍ସ । ଫଳରେ ଖଟିଆରେ 2 କିମି ବୁହାହେଲେ ଗର୍ଭବତୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Oct 20, 2019, 11:03 AM IST

Updated : Oct 20, 2019, 11:16 AM IST

ସୁବର୍ଣ୍ଣପୁର: ପଦାରେ ପଡ଼ିଛି ସରକାରଙ୍କର ବାସ୍ତବ ବିକାଶର ଚିତ୍ର । ଗାଁକୁ ଗଡ଼ିପାରିଲାନି ଆମ୍ବୁଲାନ୍ସ । ଖଟିଆରେ ଦୁଇ କିଲୋମିଟର ବୁହାହେଲେ ଗର୍ଭବତୀ । ବୀରମହାରାଜପୁର ଉପଖଣ୍ଡ ଦୁର୍ଜନତୈଲା ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଦୟନୀୟ ଚିତ୍ର ।

ଆସିପାରିଲାନି ଆମ୍ବୁଲାନ୍ସ, ପୁଣି ଖଟିଆରେ ଗର୍ଭବତୀ

ଶନିବାର ବିଳମ୍ବିତ ରାତିରେ ମସିଣାପାଲି ଗ୍ରାମର ଲଳିତା ଭୋଇ ନାମକ ଜଣେ ଗର୍ଭବତୀ ମହିଳାଙ୍କର ସ୍ବାସ୍ଥ୍ୟ ଉଦବେଗ ଜନକ ରହିଥିଲା । ଗ୍ରାମର ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଘର ଠାରୁ ଦୁଇ କି.ମି ପଛରେ ରହିଥିଲା । ଫଳରେ ଆଶାକର୍ମୀଙ୍କ ସହାୟତାରେ ଖଟିଆରେ ବୁହା ହୋଇଥିଲେ ଗର୍ଭବତୀ ।

ମଶିଣାପାଲିରୁ ଠେଙ୍ଗୋ ଡ୍ୟାମ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଖରାପ ଯୋଗୁଁ ଅଟକି ଯାଇଥିଲା ୧୦୮ ଆମ୍ବୁଲାନ୍ସ । ଗୋଟେପଟେ ରାଜ୍ୟ ସରକାର ବିକାଶର କଥା କହୁଥିବା ବେଳେ ଅନ୍ୟପଟେ ଗୋଟେ ପରେ ଗୋଟେ ଜନନୀ ଯନ୍ତ୍ରଣା ଭଳି ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:୨ କି.ମି ଖଟିଆ ରେ ବୁହାହେଲା ପ୍ରସୁତି
ମାତ୍ରାଧିକ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଦୁର୍ଜନତୈଲା ପଞ୍ଚାୟତ ର ମଶିଣାପାଲି ରୁ ଠେଙ୍ଗୋ ଡ୍ୟାମ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଖରାପ ହୋଇପଡିଛି ।ଏଣୁ ୧୦୮ ଆମ୍ବୁଲାନ୍ସ ମଶିଣାପାଲି କୁ ଯାଇପାରି ନ ଥିବାରୁ ମସିଣାପାଲି ଗ୍ରାମର ଲଲିତା ଭୋଇ ନାମକ ଜଣେ ଗର୍ଭବତୀ ମହିଳାଙ୍କୁ ଆଶା ଦିଦି କଲ୍ୟାଣୀ ପଣ୍ଡା ଗ୍ରାମବାସୀ ଙ୍କ ସହାୟତାରେ ୨ କି.ମି ରାସ୍ତା ଖଟିଆ ବୋହି ଠେଙ୍ଗୋଡ୍ୟାମ ଠାରେ ଅଟକି ରହିଥିବା ୧୦୮ ଆମ୍ବୁଲାନ୍ସ ପାଖକୁ ନେଇଥିଲେ ।Body:ଗର୍ଭବତୀ ଙ୍କ ସ୍ୱାସ୍ଥ୍ୟ ଉଦବେଗ ଜନକ ହେବାରୁ ଆଶା ଦିଦି ଆମ୍ବୁଲାନ୍ସ କୁ ଖବର ଦେଇଥିଲେ।ହେଲେ ରାସ୍ତା କାଦୁଅ ହୋଇ ଥିବାରୁ ଆମ୍ବୁଲାନ୍ସ ଗାଁକୁ ପହଞ୍ଚି ପାରି ନ ଥିଲା ।ଗର୍ଭବତୀ ଙ୍କୁ ଖଟିଆ ସାହାଯ୍ୟ ରେ ଆମ୍ବୁଲାନ୍ସ ପାଖକୁ ଆଣି ଥିଲେ।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇ ଟିଭି ଭାରତ।
Last Updated : Oct 20, 2019, 11:16 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.