ETV Bharat / state

ସୁବର୍ଣ୍ଣପୁରରେ ପୋଲିସ ଚେକିଂ ଜୋରଦାର

author img

By

Published : Sep 13, 2020, 10:44 PM IST

ସୁବର୍ଣ୍ଣପୁର ଜିଲ୍ଲାରେ କୋରୋନା ବଢି ବଢି ଚାଲିଛି । ଯାହାକୁ ନେଇ ଜିଲ୍ଲା ପୋଲିସ ପକ୍ଷରୁ କିନ୍ତୁ ସଚେତନତା କାର୍ଯ୍ୟକ୍ରମ ବେଶ ଜୋରଦାର କରାଯାଇଛି । ପ୍ରତିଟି ଛକରେ ଚେକିଂ ହେବା ସହିତ ଗୁରୁତ୍ୱପୂର୍ଣ୍ଣ ଜାଗା ଗୁଡିକରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଅଧିକ ପଢନ୍ତୁ...

Subarnapur police checking is very tied
ସୁବର୍ଣ୍ଣପୁରରେ ପୋଲିସ ଚେକିଂ ଜୋରଦାର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ କୋରୋନା ବଢି ବଢି ଚାଲିଛି । ସେପ୍ଟେମ୍ବର ପହିଲାରୁ ଜୀବନ ଯାତ୍ରା ସ୍ୱାଭାବିକ ହେବା ପରେ ରାସ୍ତା ଘାଟ, ଦୋକାନ ବଜାର ଓ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଲୋକଙ୍କ ଭିଡ଼ ଜମୁଛି।

ସୁବର୍ଣ୍ଣପୁରରେ ପୋଲିସ ଚେକିଂ ଜୋରଦାର

ଜିଲ୍ଲା ପୋଲିସ ପକ୍ଷରୁ କିନ୍ତୁ ସଚେତନତା କାର୍ଯ୍ୟକ୍ରମ ବେଶ ଜୋରଦାର କରାଯାଇଛି । ପ୍ରତିଟି ଛକରେ ଚେକିଂ ହେବା ସହିତ ଗୁରୁତ୍ୱପୂର୍ଣ୍ଣ ଜାଗା ଗୁଡିକରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।ବିଶେଷକରି ମାସ୍କ ଚେକିଂ ଓ ସାମାଜିକ ଦୂରତ୍ୱ ରକ୍ଷା କରିବା ଦିଗରେ ପୋଲିସ କାର୍ଯ୍ୟ କରୁଛି । ମାସ୍କ ବ୍ୟବହାର ନ କଲେ ଅବା ସାମାଜିକ ଦୂରତ୍ୱ ନିୟମ ଭାଙ୍ଗିଲେ ଫାଇନ ଆଦାୟ କରୁଛନ୍ତି ପୋଲିସ ।

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ନିଜେ ପ୍ରତିଦିନ ସନ୍ଧ୍ୟାରେ ପୋଲିସ କର୍ମଚାରୀଙ୍କୁ ନେଇ ପେଟ୍ରୋଲିଂ କରିବା ସହିତ ଛକ ଗୁଡ଼ିକରେ ରହି ଚେକିଂ କରୁଛନ୍ତି। ଯାହାକୁ ସହରର ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.