ETV Bharat / state

ମାସ୍କ ଚେକିଂ ନାଁରେ ପୋଲିସର ଜୁଲୁମ, ପ୍ରତିବାଦରେ ବୀରମହାରାଜପୁରରେ ଉତ୍ତେଜନା

author img

By

Published : Sep 5, 2020, 1:00 PM IST

ମାସ୍କ ଚେକିଂ ନାଁରେ ବରା ଦୋକାନୀଙ୍କୁ ପୋଲିସ ଜୁଲୁମ । ପ୍ରତିବାଦରେ ସୁବର୍ଣ୍ଣପୁର-ରେଢାଖୋଲ ରାସ୍ତାକୁ ଅବରୋଧ କରାଯାଇଛି । ଅଧିକ ପଢନ୍ତୁ...

ପ୍ରତିବାଦରେ ବୀରମହାରାଜପୁରରେ ଉତ୍ତେଜନା
ପ୍ରତିବାଦରେ ବୀରମହାରାଜପୁରରେ ଉତ୍ତେଜନା

ସୁବର୍ଣ୍ଣପୁର: ମାସ୍କ ଚେକିଂ ନାମରେ ବୀରମହାରାଜପୁର ପୋଲିସର ଜୁଲୁମ । ଯାହାକୁ ଆଜି ପ୍ରତିବାଦ ଜଣାଇ ସୁବର୍ଣ୍ଣପୁର-ରେଢାଖୋଲ ରାସ୍ତାକୁ ଅବରୋଧ କରାଯାଇଛି । ମୁଖ୍ୟ ରାସ୍ତାର ଟାୟାର ଜାଳି ନାରାବାଜି କରୁଛନ୍ତି ଆନ୍ଦୋଳନକାରୀ ।

ମାସ୍କ ଚେକିଂ ନାଁରେ ପୋଲିସର ଜୁଲୁମ, ପ୍ରତିବାଦରେ ବୀରମହାରାଜପୁରରେ ଉତ୍ତେଜନା

ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ବୀରମହାରାଜପୁର ପୋଲିସ ମାସ୍କ ଚେକିଂ କରୁଥିଲେ । ଏହି ସମୟରେ ଜଣେ ବରା ଦୋକାନୀଙ୍କ ପ୍ରତି ପୋଲିସ ଜୁଲୁମ କରିଥିଲେ । ସମ୍ପୃକ୍ତ ବରା ଦୋକାନୀ ଗୁରୁତର ଅବସ୍ଥାରେ ବୁର୍ଲା ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.