ETV Bharat / state

ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି: ବୀରମହାରାଜପୁର ବନ୍ଦ - ermanet highcourt bench demand for protest

ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ବୁଧବାର  ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହରରେ ବନ୍ଦ ପାଳିତ ହୋଇଛି ।  ଅଧିକ ପଢନ୍ତୁ...

permanet highcourt bench demand for protest
ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ବିରମହରାଜପୁର ବନ୍ଦ
author img

By

Published : Feb 5, 2020, 2:46 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହରାଜପୁର ସହରରେ ବନ୍ଦ ପାଳିତ ହୋଇଛି । ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ବୁଧବାର ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବନ୍ଦ ପାଳିତ ହୋଇଛି ।

ଅନେକ ସଂଗଠନ ଏହି ବନ୍ଦକୁ ସମର୍ଥନ କରିଥିବାରୁ ବୀରମହାରାଜପୁରରେ ବନ୍ଦ ପାଳନ ସଫଳ ରହିଛି । ପଶ୍ଚିମ ଓଡିଶା କ୍ରିୟାନୁଷ୍ଠାନ କମିଟି ଦେଇଥିବା ବନ୍ଦ ଡାକରାରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡର କୋଶଳ କ୍ରାନ୍ତି ଦଳ ମଧ୍ୟ ସମର୍ଥନ କରି ବନ୍ଦ ଡାକରା ଦେଇଥିଲା ।

ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ବିରମହରାଜପୁର ବନ୍ଦ

ମାତ୍ର ସୁବର୍ଣ୍ଣପୁର ସଦର ମହକୁମାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିନଥିବାବେଳେ ଦୋକାନ ବଜାର ସ୍ବାଭାବିକ ଖୋଲା ରହିଛି । କେବଳ ବୀରମହାରାଜପୁରରେ ଲୋକେ ସ୍ବତଃ ପ୍ରବୃତ ଭାବେ ବନ୍ଦ କରିଛନ୍ତି । ଏଠାରେ ଗାଡି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିଛି ।

ପଶ୍ଚିମ ଓଡିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ଦୀର୍ଘ ଦିନ ହେବ ପଶ୍ଚିମ ଓଡିଶାବାସୀ ଦାବି କରିଆସୁଥିଲେ ହେଁ ସରକାର କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି । ଏଥିପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତ୍ରୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଂଚ ସ୍ଥାପନ ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ବିରମହରାଜପୁର ସହରରେ ବନ୍ଦ ପାଳିତ ହୋଇଛି।ଅନେକ ସଂଗଠନ ନିଜ ଆଡୁ ବନ୍ଦ କୁ ସମର୍ଥନ କରି ଥିବାରୁ ବୀରମରହାରାଜପୁରରେ ବନ୍ଦ ପାଳନ ସଫଳ ରହିଛି। ପଶ୍ଚିମ ଓଡିଶା କ୍ରିୟାନିଷ୍ଠାନ କମିଟି ଦେଇଥିବା ଡାକରାରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡର କୋଶଳ କ୍ରାନ୍ତି ଦଳ ବି ସମର୍ଥନ କରି ବନ୍ଦ ଡାକରା ଦେଇଥିଲା ।ହେଲେ ସୁବର୍ଣ୍ଣପୁର ସଦର ମହକୁମାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳି ନଥିବାବେଳେ ଦୋକାନ ବଜାର ସ୍ୱାଭାବିକ ଖୋଲା ରହିଛି । କେବଳ ବୀରମହାରାଜପୁରରେ ଲୋକେ ସ୍ୱତଃ ପ୍ରବୃତ ଭାବେ ବନ୍ଦ କରିଛନ୍ତି । ଗାଡି ମଟର ଚଳାଚଳ ବି ସମ୍ପୁର୍ଣ୍ଣ ବନ୍ଦ ଥିବାବେଳେ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିଛି । ପଶ୍ଚିମ ଓଡିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଂଚ ସ୍ଥାପନ ଦାବିରେ ଦିର୍ଘ ଦିନ ହେବ ପଶ୍ଚିମ ଓଡିଶା ବାସୀ ଦାବୀ କରିଆସୁଥିଲେ ହେଁ ସରକାର କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି । ଏଥିପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତିବ୍ର ହେବ ବୋଲି ଚେତାବନି ଦେଇଛନ୍ତି ଆନ୍ଦୋଳନକାରୀମାନେ ।Body:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।Conclusion:Edited visual with voice over.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.