ETV Bharat / state

‘ନିର୍ବାଚନ ପରେ ବାକି ଚାଷୀ ପାଇବେ କାଳିଆ ସହାୟତା’ - ଓଡିଶା

ବୀରମହାରାଜପୁର ନିର୍ବାଚନମଣ୍ଡଳୀର ପ୍ରାୟ 90 ପ୍ରତିଶତ ବିକାଶମୂଳକ କାର୍ଯ୍ୟ ଶେଷ ହୋଇଥିବାବେଳେ ବାକି 10 ପ୍ରତିଶତ ବିକାଶ କାର୍ଯ୍ୟ ନିର୍ବାଚନ ପରେ ସମ୍ପୂର୍ଣ୍ଣ କରାଯିବ ବୋଲି ପଦ୍ମନାଭ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ବଛ ଶାସନ ଓ ବିକାଶ ମୂଳକ କାର୍ଯ୍ୟକୁ ନେଇ ଜନସାଧାରଣ ସନ୍ତୁଷ୍ଟ ଥିବା ବେଳେ ଏଥର ସେ ନିର୍ବାଚନ ବୈତରଣୀ ଅନାୟାସରେ ପାର କରିବେ ବୋଲି କହିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Mar 30, 2019, 3:08 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ ପ୍ରାୟ 20 ପ୍ରତିଶତ କ୍ଷୁଦ୍ର ଓ ନାମମାତ୍ର ଚାଷୀ କାଳିଆ ଯୋଜନାର ଆର୍ଥିକ ସହାୟତା ପାଇଛନ୍ତି । ବାକି ପ୍ରାୟ 80 ପ୍ରତିଶତ ହିତାଧିକାରୀ ଚାଷୀ ଏହି ଯୋଜନାର ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି । ତେବେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଚାଷୀ ଏହି ସହାୟତା ପାଇପାରୁନଥିବା ବିଜେଡିର ଷ୍ଟାର କ୍ୟାମ୍ପେନର ପଦ୍ମନାଭ ବେହେରା କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଇଟିଭି ଭାରତର ନେତାଙ୍କୁ 5ଟି ପ୍ରଶ୍ନ କାର୍ଯ୍ୟକ୍ରମ ଅବସରରେ ସେ ଏହି କଥା କହିଛନ୍ତି । ନିର୍ବାଚନ ପରେ ପୁଣି ବାକି ରହି ଯାଇଥିବା ହିତାଧିକାରୀ ଚାଷୀଙ୍କୁ କାଳିଆ ଯୋଜନାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏହାସହ ଜିଲ୍ଲାର ବୀରମହାରାଜପୁରରେ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ 350 କୋଟି ଟଙ୍କା ବ୍ୟୟରେ ମେଗା ଲିଫ୍ଟ ପ୍ରକଳ୍ପ ପ୍ରତିଷ୍ଠା କରାଯିବ । ବୀରମହାରାଜପୁର ନିର୍ବାଚନମଣ୍ଡଳୀର ପ୍ରାୟ 90 ପ୍ରତିଶତ ବିକାଶମୂଳକ କାର୍ଯ୍ୟ ଶେଷ ହୋଇଥିବାବେଳେ ବାକି 10 ପ୍ରତିଶତ ବିକାଶ କାର୍ଯ୍ୟ ନିର୍ବାଚନ ପରେ ସମ୍ପୂର୍ଣ୍ଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସ୍ବଛ ଶାସନ ଓ ବିକାଶ ମୂଳକ କାର୍ଯ୍ୟକୁ ନେଇ ଜନସାଧାରଣ ସନ୍ତୁଷ୍ଟ ଥିବା ବେଳେ ଏଥର ସେ ନିର୍ବାଚନ ବୈତରଣୀ ଅନାୟାସରେ ପାର କରିବେ ବୋଲି କହିଛନ୍ତି । ତାଙ୍କ ବିପକ୍ଷରେ ଥିବା କଂଗ୍ରେସ ଦଳର ପ୍ରାର୍ଥୀ ବିନୋଦ ପାତ୍ର ଅବା ବିଜେପି ପ୍ରାର୍ଥୀ ରଘୁନାଥ ଜଗଦଲାଙ୍କୁ କାଉଣ୍ଟର କରିବା ପ୍ରଶ୍ନର ଉତ୍ତରକୁ ଏଡେଇ ଯାଇ ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିକାଶ ପାଇଁ ସେ ବିଜୟୀ ହେବେ ବୋଲି କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Slug - 2 death 2 injury in an accident,rep - Narayan,ctc,avo,29.03.19

ଆଂଙ୍କର-ଲଉଡି ଖେଳ ହେଲା କାଳ। ଲଉଡି ଖେଳ ସାରି ଘରକୁ ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହେଲେ ଯୁବକ।ହାଇୱ। ଟ୍ରକ ଚାପାରେ 2 ଜଣଙ୍କର ମୃତ ଘଟିଥିବାବେଳେ 2 ଜଣ ଆହତ ହୋଇଛନ୍ତି।2 ଆହାତ ବ୍ୟକ୍ତିଙ୍କୁ  ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ଏହି ଘଟଣାକୁ ନେଇ ଉତ୍ୟକ୍ତ ଲୋକ 3 ଟି ଟ୍ରକ ରେ ନିଆଁ ଲଗାଇ ଦେଇଛନ୍ତି।
ସୂଚନା ଅନୁଯାୟୀ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା-ଜୟପୁର ରାସ୍ତା କୁଟିଲୋ ଶିବାନନ୍ଦ ବିଦ୍ୟାମନ୍ଦିର ନିକଟ ରେ ସ୍ଥାନୀୟ କୁଳଙ୍ଗା ଗ୍ରାମ ରୁ କିଛି ଯୁବକ ଲଉଡି ଖେଳି ଘରକୁ ଫେରୁଥିବା ବେଳେ କଟିକଟା ପଟୁ ଆସୁଥିବା ଏକ ଟ୍ରକ ପଛ ପଟୁ ପିଟି ଦେଇଥିଲା।  କଟକ ଜିଲ୍ଲା ନେମାଳ ଥାନା ତାରିତୋ -କୋଟିଲୋ ଠାରେ ଘଟିଥିବା ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ ଘତିଠିବାବେଳେ 2 ଜଣ  ଆହତ ହୋଇଥିଲେ।ଏହି ଘଟଣାକୁ ନେଇ ଉତ୍ୟକ୍ତ ଗ୍ରାମବାସୀ ସେଠାରେ ଥିବା 3ଟି ଟ୍ରକକୁ ଜଳିଦେବା ସହିତ ରାସ୍ତା ରୋକ କରିଥିଲେ। ଘଟଣାସ୍ଥଳରେ ନେମାଳ ପୋଲିସ ସହିତ କଟକ ଅତିରିକ୍ତ SP ପ୍ରଦୁମ୍ନ ଜେନା, ସାଲେପୁର,ନିଶ୍ଚିନ୍ତକୋଇଲିଓ ମାହାଙ୍ଗା ଥାନା ଅଧିକାରୀ ମାନେ ପହଂଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରି ଶବ ବ୍ୟବଛେଦ୍ ପାଈଁ କଟକ ପଠାଇଥିଲେ। ଏଥି ସହିତ ଧାରଣା ରତ ଙ୍କୁ ଆର୍ଥିକ ସହାୟତା ପ୍ରତିଶୃତି ଦେବ ପରେ ରାସ୍ତା ରୋକ ହଟିଥିଲା । ମୃତ 2  ଜଣ ଯୁବକ ହେଲେ ତ୍ରିର୍ତୋଲ ଥାନା ଦାଇଲୋର ଗାଁର  ଜ୍ୟୋତି ରଞ୍ଜନ ଦାସ ଓ ଦିଲ୍ଲୀପ ଦାସ। ଘଟଣାସ୍ଥଳରେ ଅଗ୍ନିଶମ 
ବିଭାଗ ପହଞ୍ଚି  ଟ୍ରକ ଗୁଡିକରୁ ନିଆଁ ଲିଭାଇଛନ୍ତି।

Visuals through WhatsApp...
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.